fbpx
Browsing Category

ଦେଶ

ଭାରତୀୟ ବାୟୁସେନାର ବଡ ନିଷ୍ପତ୍ତି: ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ବଡ ଘୋଷଣା କଲା ଇଣ୍ଡିଆନ ଏୟାର ଫୋର୍ସ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ଏକ ବଡ ନିଷ୍ପତ୍ତି ନେଇଛି ଭାରତର ବାୟୁସେନା । ଆସନ୍ତା ମାସର ବ୍ରିଟେନରେ ଆୟୋଜିତ ହେବାକୁ ଥିବା ବହୁପକ୍ଷୀୟ ବାୟୁ ଅଭ୍ୟାସରୁ ଓହରିଛି ଭାରତୀୟ ସେନା । ଏହି ଅଭ୍ୟାସରେ କୋବ୍ରା…

ଗୋଟିଏ ମିସ କଲରେ ଆପଣଙ୍କୁ ମିଳିବ ନୂଆ LPG କନେକ୍ସନ: ଜାଣନ୍ତୁ କଣ ରହିଛି ପ୍ରସେସ୍

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ୍‌ ବୁକ୍ କରିବା ଏବେ ଆହୁରି ସହଜ ହେବ । କେବଳ ଗୋଟିଏ କଲ୍‌ରେ କରିପାରିବେ କନେକ୍ସନ । ପୂର୍ବରୁ ଗ୍ରାହକଙ୍କୁ କଷ୍ଟମର କେୟାର ଦ୍ୱାରା ଗ୍ୟାସ୍‌ ବୁକିଂ କରିବାକୁ ପଡ଼ୁଥିଲା ଫଳରେ ଅନେକ ସମୟ ଧରି…

ଫେରିଲେ ୨୧୯ ଭାରତୀୟ: ଦେଶର ନାଗରିକଙ୍କୁ ନେଇ ମୁମ୍ବାଇ ଅଭିମୁଖେ ବାହାରିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ୟୁକ୍ରେନରୁ ବିଦା ହୋଇଥିବା ୨୧୯ ଭାରତୀୟଙ୍କୁ ନେଇ ଭାରତକୁ ଫେରୁଛି ପ୍ରଥମ ବିମାନ । ରେମାନିଆରୁ ମୁମ୍ବାଇ ଅଭିମୁଖେ ପ୍ରଥମ ବିମାନ ଉଡାଣ ହୋଇଥିବା ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ…

ଶସ୍ତା ହେବ ସୁନା: ଏହି ତାରିଖରେ ବିକ୍ରି ଆରମ୍ଭ କରିବେ ଭାରତ ସରକାର

ନୂଆଦିଲ୍ଳୀ: ସୁନା ବର୍ତ୍ତମାନ ମହଙ୍ଗ ଥିବା ବେଳେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଏହା ଆହୁରି ମହଙ୍ଗା ହେବାରେ ଲାଗିଛି । ତେବେ ଯଦି ଆପଣଙ୍କୁ ଏହି ସୁନା ଶସ୍ତାରେ ମିଳିବ ତାହେଲେ ଏହା ଗ୍ରାହକ ମାନଙ୍କୁ ନିଶ୍ଚୟ ଫାଇଦା ଦେବ…

ପ୍ରାଇଭେଟ ପାର୍ଟରେ ବ୍ୟାଟେରୀ ଭର୍ତ୍ତି କରିଦେଲା ଯୁବକ, ପାଞ୍ଚ ମାସ ପରେ ଆଉ ଯାଇ ପାରିଲାନି ଟଏଲେଟ୍

ନୂଆଦିଲ୍ଲୀ: ଏ ଦୁନିଆରେ ବୁଦ୍ଧିମାନ ଲୋକଙ୍କର ହୁଏତ ଅଭାବ ଥାଇପାରେ, ମାତ୍ର ବୋକାଙ୍କର ଅଭାବ ଆଦୌ ନାହିଁ । ନିକଟରେ ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଜାଣିଶୁଣି ନିଜ ପ୍ରାଇଭେଟ ପାର୍ଟରେ ବ୍ୟାଟେରୀ…

UNSCରେ ନିନ୍ଦା ପସ୍ତାବକୁ ସମର୍ଥନ କଲାନି ଭାରତ, ଧନ୍ୟବାଦ ଦେଲା ରୁଷ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବକୁ ଭାରତ ସମର୍ଥନ କରି ନାହିଁ। ଭାରତର ଏହି ସମର୍ଥନକୁ ସ୍ଵାଗତ କରିଛି ରୁଷ। ମିଳିତ ଜାତିସଂଘରେ ରୁଷ ରାଷ୍ଟ୍ରଦୂତ ଓ୍ଵାସିଲି ନେମ୍ବେଜିଆ…

ୟୁକ୍ରେନରେ ଫସିଛନ୍ତି ଭାରତର ଚେସ୍ ଚାମ୍ପିୟନ୍, କହିଲେ- ଆପାର୍ଟମେଣ୍ଟରେ ଏକା ଅଛି, ଜାଣିନି ଆଗକୁ କଣ ହେବ

ଚେନ୍ନାଇ: ଆଜି ଲଗାତର ତୃତୀୟ ଦିନ ରୁଷ ସେନା ୟୁକ୍ରେନରେ ଗୁଳି ସହ ମିସାଇଲ୍ ଓ ରକେଟ୍ ବର୍ଷା କରିଛନ୍ତି । ୟୁକ୍ରେନର ଅନେକ ସହର ଛିନ୍ନଭିନ୍ନ ହୋଇଯାଇଛି । ରାଜଧାନୀ କିଭ୍ ର ସ୍ଥିତି ସାଂଘାତିକ ହୋଇଯାଇଛି । ଲୋକମାନେ…

ପତ୍ନୀ ପଠାଇଲେ ଛାଡ଼ପତ୍ର ନୋଟିସ୍, ଫାଶୀ ଲଗାଇ ଝୁଲିପଡ଼ିଲେ ସ୍ୱାମୀ

ଫତେହାବାଦ:ହରିୟାଣାର ଫତେହାବାଦରେ ଜଣେ ବ୍ୟକ୍ତି ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଛାନଭିନ୍ ଜାରି ରଖିଛି । କୁହାଯାଉଛି ଯେ, ବାହାଘର ପରେ…

ଶାରୀରିକ ସମ୍ପର୍କ ରଖି ନପାରିବାରୁ ପତ୍ନୀର ପ୍ରାଇଭେଟ ପାର୍ଟରେ ଏସିଡ ପକାଇଲା ସ୍ୱାମୀ, ୧ ମାସ ପୂର୍ବରୁ…

ଲୁଧିଆନା: ପଞ୍ଜାବ ଲୁଧିଆନା ଜସିଆନ ରୋଡର ଦୋସାଞ୍ଜା ନଗରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କର ବି ଲୋକଟାଙ୍କୁରି ଯିବ । ଘରୋଇ କଳହ କାରଣରୁ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ପ୍ରାଇଭେଟ ପାର୍ଟରେ…

JEE Advance ପାଇଁ ୭୫ ପ୍ରତିଶତ ମାର୍କ ବ୍ୟବସ୍ଥା ହଟିଲା, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ଥର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଭଲ ଘୋଷଣା ଆସିଛି । ଛାତ୍ରଛାତ୍ରୀଙ୍କର ବୋର୍ଡ ପରୀକ୍ଷାରେ ୭୫ ପ୍ରତିଶତ…