Browsing Category
ଦେଶ
ଘାଟିରୁ ଖସିଲା ସେନା ଗାଡ଼ି, ଜାମ୍ମୁ-କାଶ୍ମୀରରେ ୩ ଯବାନ ସହିଦ
ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆଜି ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି । ଦୁର୍ଘଟଣା ଯୋଗୁଁ ୩ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଯବାନଙ୍କ ମୃତ ଦେହକୁ ସୁରକ୍ଷାବଳ ଉଦ୍ଧାର କରିଛି । ପ୍ରବଳ ଥଣ୍ଡା ସହିତ ବରଫ ବର୍ଷା ଯୋଗୁଁ…
୩ ମାସରେ ଚୀନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ ଭାରତ: UN ରିପୋର୍ଟ
ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜନସଂଖ୍ୟା ଡିଭିଜନର ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଆସନ୍ତା ତିନିମାସ ମଧ୍ୟରେ ଭାରତ ଚୀନକୁ ଅତିକ୍ରମ କରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ । ଏହି କାରଣରୁ ଉଭୟ ଦେଶରେ…
ଏହି କାରଣରୁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ଜର୍ଜ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଗଭାଇ ମଙ୍ଗଳବାର ଦିନ ଏକ ନୂତନ ତଥ୍ୟ ପରିବେଷଣ କରିଛନ୍ତି । ସେ ଏକ ମାମଲାର ଶୁଣାଣି ପାଇଁ ୨ମାସ ବିଳମ୍ବ କରିଥିଲେ । ଏଥିପାଇଁ ସେ କ୍ଷମା ପ୍ରର୍ଥନା କରିଛନ୍ତି ।…
ଟେଲର ସ୍ବିଫ୍ଟ ଏବଂ ରିହାନ୍ନାଙ୍କ ଗୀତକୁ ପଛରେ ପକାଇ ଗୋଲଡେନ୍ ଗ୍ଲୋବସ୍ ଆୱାର୍ଡ ଜିତିଲା ଆରଆରଆର
ନୂଆଦିଲ୍ଲୀ:ସିନେମା ପ୍ରେମୀମାନଙ୍କ ପାଇଁ ଖୁସି ଖବର। ନିର୍ଦ୍ଦେଶକ ଏସ ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର 'ଆରଆରଆର' ଗୋଲଡେନ୍ ଗ୍ଲୋବସ୍ ୨୦୨୩ରେ ସମ୍ମାନ ଅର୍ଜନ କରିଛି। ଏହି ଫିଲ୍ମର ଗୀତ 'ନାଟୁ ନାଟୁ ' ଶ୍ରେଷ୍ଠ ଗୀତ…
ସାବଧାନ୍! ମାତ୍ର ୩ ସେକେଣ୍ଟରେ କପି ହୋଇପାରେ ଆପଣଙ୍କ ସ୍ୱର, ବନ୍ଧୁମାନଙ୍କୁ ଦେଇପାରେ ଧୋକା : ଜାଣନ୍ତୁ କିପରି
ଚେହେରା ପରି ଆପଣ ସ୍ୱର ମଧ୍ୟ ଆପଣଙ୍କୁ ଚିହ୍ନିବାର ଏକ ଭରସାଯୋଗ୍ୟ ଉପାୟ ମଧ୍ୟରୁ ଗୋଟିଏ । କିନ୍ତୁ ଯଦି ଏହା ସହଜରେ କପିହୋଇପାରେ, ତେବେ କ’ଣ କରିବେ ଆପଣ । ଉଦ୍ୱେଗଜନକ ବିଷୟ ହେଉଛି କି, ଏହା ପ୍ରକୃତରେ ହୋଇପାରେ ଏବଂ…
JEE Advanced ଓ JEE Mainରେ ୭୫% ଯୋଗ୍ୟତା ମାନଦଣ୍ଡକୁ ଶିକ୍ଷା ମନ୍ତ୍ରଣାଳୟ ଦେଲା ଆରାମ: ରିପୋର୍ଟ
ନୂଆଦିଲ୍ଲୀ: ଜେଇଇ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସିଖବର । ଜେଇଇ ମେନ୍ ୨୦୨୩ ଯୋଗତ୍ୟ ମାନଦଣ୍ଡକୁ ସରକାର ଆରାମ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଶିକ୍ଷା ମନ୍ତ୍ରଣାଳୟ(ଏମଓଇ) ଉଭୟ ଜେଇଇ ମେନ୍ ଓ ଜେଇଇ…
ପ୍ରବଳ ଥଣ୍ଡା ସାଜୁଛି ବିପଦ: ହାର୍ଟ ଆଟାକରେ ଚାଲିଗଲା ୯୮ଟି ଜୀବନ, କେମିତି ରହିବେ ସୁରକ୍ଷିତ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ଉତ୍ତର ଭାରତ ଅର୍ଥାତ ଅଧା ଦେଶବାସୀ ଥଣ୍ଡାରେ କଲବଲ ହେଉଛି । ପ୍ରବଳ ଥଣ୍ଡା କାରଣରୁ ଲୋକଙ୍କଠାରେ ହାର୍ଟ ସମସ୍ୟା ବଢ଼ୁଛି । ପରିସ୍ଥିତି ଏପରି ଯେ ମାତ୍ର ସପ୍ତାହକ ମଧ୍ୟରେ ୯୮…
ଭାରତରେ ବିଦେଶୀ ଟପ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ବିରୋଧ କାହିଁକି: ଏହି ନିୟମ ଦ୍ୱାରା ଛାତ୍ରଛାତ୍ରୀଙ୍କର କ’ଣ ଲାଭ ହେବ ଆଉ କ’ଣ…
ନୂଆଦିଲ୍ଲୀ: ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛିନ୍ତି । ଏହା ମଧ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୬୭ଟି ଦେଶର ରାଜଦୂତ ଓ ଶୀର୍ଷ…
ଦେଶରେ ଧନୀ-ଦାରିଦ୍ର୍ୟ ମଧ୍ୟରେ ତାରତମ୍ୟ ହ୍ରାସ କରିଛି ମାଗଣା ଗହମ-ଚାଉଳ ବଣ୍ଟନ: SBI Report
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦେଶରେ ସୃଷ୍ଟି ହୋଇଥିବା ହାହା କାର ପରିସ୍ଥିତିର ସାମ୍ନା କରିବା ପାଇଁ ଗରିବ ଲୋକମାନଙ୍କୁ ମାଗଣାରେ ଖାଦ୍ୟସଶ୍ୟ ବଣ୍ଟନ କରିଥିଲେ । ଯାହା ଫଳରେ ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ…
ପ୍ରଦୂଷିତ ପାଣିରୁ ଜାତ ଆଳୁ, ଗାଜର, ଟମାଟୋ ଖାଆନ୍ତୁନି: ନାଳ ପାଣି ବଢ଼ାଇବ କ୍ୟାନସର, ଚର୍ମ ଓ ପେଟରୋଗ- କୃଷି ବିଶେଷଜ୍ଞ
ନୂଆଦିଲ୍ଲୀ: ଭାରତର ଏକ କୃଷି ପ୍ରଧାନ ଦେଶ ହୋଇଥିବା ବେଳେ କୃଷକଙ୍କ ବିକାଶ ସହିତ ରୋଜଗାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଅନେକ କ୍ଷେତ୍ରରେ କୃଷକମାନେ ନାଳର ମଇଳା ପାଣିକୁ…