Browsing Category

ଦେଶ

(Video)ମାଆଙ୍କୁ ଭେଟିବା ପାଇଁ ଅହମ୍ମଦାବାଦର ୟୁଏନ ମେହତା ମେଡିକାଲରେ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ : ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରା ବେନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ତାଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସକାଳେ ନିଶ୍ୱାସ ପ୍ରଶ୍ୱାସରେ ତାଙ୍କୁ…

୨୦୨୨ରେ ବିଦାୟ:ଆସନ୍ତୁ ଜାଣିବା କିଛି ପ୍ରସିଦ୍ଧ ଚେହେରା ଏବଂ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ, ଯେଉଁମାନଙ୍କୁ ଆମେ ଏହି ବର୍ଷ ବିଦାୟ ଦେଇଥିଲୁ

ନୂଆଦିଲ୍ଲୀ:ବିଦାୟ ନେଉଛି ୨୦୨୨ ବର୍ଷ । ତେବେ ଚଳିତବର୍ଷରେ ଏଭଳି ଅନେକ ଘଟଣା ଘଟିଛି ଯାହା ଦିନ ଗଲେ ମଧ୍ୟ ଚିହ୍ନ ହୋଇ ରହିଯାଇଛି । କୁହନ୍ତି ଭଲ ଆଉ ମନ୍ଦ ଏହା ହେଉଛି ମୁଦ୍ରାର ଦୁଇ ପାଶ୍ୱ ସଦୃଶ । ଠିକ ସେହିଭଳି ୨୦୨୨…

ହକି ମହାକୁମ୍ଭ ପାଇଁ ଡାକରା:ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ଜାନୁଆରୀ ୧୩ରୁ ୨୯ ଯାଏ ଓଡ଼ିଶାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ବକପ୍ । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ହେଇସାରିଛି । ଏହା ଦ୍ବିତୀୟ ଥର ଯେତେବେଳେ…

ଠପ୍ ହେଲା Jio: ମୋବାଇଲରୁ ନେଇ ବ୍ରଡବ୍ୟାଣ୍ଡ ପର୍ଯ୍ୟନ୍ତ ସବୁକିଛି ଡାଉନ୍, ଟ୍ୱିଟରେ #JioDown କରୁଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ଜିଓ ନେଟୱାର୍କ ଠପ୍ ହୋଇଛି । ଏକ ରିପୋର୍ଟ ଅନୁସାରେ, ରିଲାଏନ୍ସ ଜିଓ ମୋବାଇଲ୍ ଏବଂ Jio Fiber ସେବା ସମଗ୍ର ଭାରତରେ ଅନେକ ବ୍ୟବହାରକାରୀଙ୍କ ପାଇଁ ବନ୍ଦ ହୋଇଛି । ଅନେକ ଜିଓ ଗ୍ରାହକ ଟ୍ୱିଟରରେ କହିଛନ୍ତି…

ଆସିଲା ଋଷୀୟ ପର୍ଯ୍ୟଟକଙ୍କ ପୋଷ୍ଟମଟମ ରିପୋର୍ଟ: କଣ କହୁଛି ରିପୋର୍ଟ ଜାଣନ୍ତୁ

ଭୁବନେଶ୍ୱର: ଆସିଲା ଋଷୀୟ ପର୍ଯ୍ୟଟକଙ୍କ ପୋଷ୍ଟମଟମ ରିପୋର୍ଟ । ତେବେ ପୋଷ୍ଟମଟମ ରିପୋର୍ଟରେ କଣ ରହିଛି ତାହା ବିଷୟରେ ପୋଲିସ କୌଣସି ସୂଚନା ଦେଇ ନାହିଁ। ସୂଚନାମୁତାବକ ରାୟଗଡ଼ାର ଏକ ହୋଟେଲରେ ରହୁଥିବା ରୁଷୀୟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ: ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିଯାଇଛି । ତାଙ୍କୁ ଅହମ୍ମଦାବାଦର ୟୁଏନ ମେହତା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅବଶ୍ୟ ତାଙ୍କର…

କଣ ବିପଦ ଅଛି ରାହୁଲ ଗାନ୍ଧୀଙ୍କ ଉପରେ? ସୁରକ୍ଷା ପାଇଁ ଅମିତ ସାହାଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କଂଗ୍ରେସ ତରଫରୁ ଭାରତ ଯୋଡ଼ ଯାତ୍ରା ଅବ୍ୟାହତ ରହିଛି । ବିଭିନ୍ନ ରାଜ୍ୟରେ ସରିବା ପରେ ବର୍ତ୍ତମାନ ଦିଲ୍ଲୀ ଗ୍ରସ୍ତରେ ରାହୁଲ ଗାନ୍ଧୀ ଅଭିଜାନ ଚଳାଇଛନ୍ତି । ତେବେ କଂଗ୍ରେସ ରାହୁଲ…

ଜଳଶକ୍ତି ବିଭାଗରେ କାଲିଠାରୁ ଆରମ୍ଭ ହେବ ଅବେଦନ ପ୍ରକ୍ରିୟା, ଯଥାଶୀଘ୍ର କରନ୍ତୁ ଆବେଦନ, ୧.୬୦ଲକ୍ଷ ଟଙ୍କା ମିଳିବ ଦରମା

ଜାମ୍ମୁ କାଶ୍ମୀର ଜନସେବା ଆୟୋଗ (JKPSC) ଜଳ ଶକ୍ତି ବିଭାଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର (ସିଭିଲ୍) ପଦବୀ ପୂରଣ ପାଇଁ ଆବେଦନ କରାଯିବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ…

୧ ଡିସେମ୍ବରରୁ ଏହି ସ୍କାର୍ଟଫୋନରେ ସପୋର୍ଟ କରିବନି ହ୍ୱାଟ୍ସଆପ୍, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବେଳେବେଳେ ଅନେକ ସ୍ମାର୍ଟଫୋନ୍ ପାଇଁ ନିଜ ସପୋର୍ଟ ବନ୍ଦ କରିଦିଏ । ଏଥିରେ ପ୍ରାୟତଃ ସେହି ସ୍ମାର୍ଟଫୋନଗୁଡ଼ିକ ରହିଛି, ଯାହାକି ପୁରୁଣା ହୋଇଯାଇଛି ବା ଅନେକ ଦିନ ପର୍ଯ୍ୟନ୍ତ ଏହାକୁ ଅପଡେଟ୍…

ଜାମ୍ମୁ କାଶ୍ମୀରେ ୩ ଆତଙ୍କବାଦୀ ନିପାତ, ଟ୍ରକରେ ଭିତରେ ଲୁଚି ରହିଥିଲେ, ଶେଷରେ ଏମିତି ପଡ଼ିଲେ ଧରା..

ଶ୍ରୀନଗର: ଜାମ୍ମୁ ଏବଂ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ନିଷ୍ଠୁର ସୁରକ୍ଷାବାହିନୀକୁ ଦମନ କରାଯାଇଛି । ଜାମ୍ମୁର ସିଦ୍ଧରା ଅଂଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ୩ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଏମାନେ ଏକ…