Browsing Category
ଦେଶ
୧ ଡିସେମ୍ବରରୁ ଏହି ସ୍କାର୍ଟଫୋନରେ ସପୋର୍ଟ କରିବନି ହ୍ୱାଟ୍ସଆପ୍, ଦେଖନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବେଳେବେଳେ ଅନେକ ସ୍ମାର୍ଟଫୋନ୍ ପାଇଁ ନିଜ ସପୋର୍ଟ ବନ୍ଦ କରିଦିଏ । ଏଥିରେ ପ୍ରାୟତଃ ସେହି ସ୍ମାର୍ଟଫୋନଗୁଡ଼ିକ ରହିଛି, ଯାହାକି ପୁରୁଣା ହୋଇଯାଇଛି ବା ଅନେକ ଦିନ ପର୍ଯ୍ୟନ୍ତ ଏହାକୁ ଅପଡେଟ୍…
ଜାମ୍ମୁ କାଶ୍ମୀରେ ୩ ଆତଙ୍କବାଦୀ ନିପାତ, ଟ୍ରକରେ ଭିତରେ ଲୁଚି ରହିଥିଲେ, ଶେଷରେ ଏମିତି ପଡ଼ିଲେ ଧରା..
ଶ୍ରୀନଗର: ଜାମ୍ମୁ ଏବଂ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ନିଷ୍ଠୁର ସୁରକ୍ଷାବାହିନୀକୁ ଦମନ କରାଯାଇଛି । ଜାମ୍ମୁର ସିଦ୍ଧରା ଅଂଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ୩ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଏମାନେ ଏକ…
ଖୁବଶୀଘ୍ର କମିପାରେ ଗହମ ମୂଲ୍ୟ, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ପ୍ଳାନ୍
ନୂଆଦିଲ୍ଲୀ: ଦେଶରେ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହା ଅଧୀନରେ ଏଫସିଆଇର ଷ୍ଟକରୁ ଖୋଲା ବଜାରରେ ୧୫-୨୦ ଲକ୍ଷ ଟନ୍ ଗହମ ବିକ୍ରି ପାଇଁ ଏକ ପ୍ରସ୍ତୁତି ଚାଲିଛି ।…
Indian Railway : ୩ କୋଟି ଲୋକଙ୍କ ଡାଟା ଲିକ୍ ହୋଇଥିବା ଦାବି, ନାଁ ଓ ନମ୍ବର ବିକ୍ରି କରୁଛି ହ୍ୟାକର
ନୂଆଦିଲ୍ଲୀ: ଏମ୍ସ ପରେ ଅନଲାଇନ୍ ଠକମାନେ ଏବେ ରେଲୱେର ୱେସାଇଟ୍ ଉପରେ ଆଟାକ୍ କରିଛନ୍ତି । ଭାରତୀୟ ରେଲୱେର ପ୍ରାୟ ୩ କୋଟି ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଛି । ଏବେ ସୁଦ୍ଧା ହ୍ୟାକରଙ୍କୁ ଚିହ୍ନଟ କରାଯାଇ ନାହିଁ,…
ସ୍କୁଟିରୁ ଯାଇ ନାଳରେ ପଡ଼ିଲେ ‘ପାପା କି ପରୀ’ : ବାହାରକୁ ଆସିବା ମାତ୍ରେ ଡରିଗଲେ ଲୋକ, ସାମ୍ନାକୁ ଆସିଲା Video
ସୋସିଆଲ ମିଡିଆରେ ଅନେକ ଭିଡିଓ ଏପରି ଆସିଥାଏ, ଯେଉଁଥିରେ ଝିଅମାନେ ସ୍କୁଟି ଚଳାଇବା ବେଳେ ପଡ଼ିଯାଆନ୍ତି । ଇଣ୍ଟରନେଟରେ ଲୋକମାନେ ଏପରି ଘଟଣାକୁ ଦେଖିବା ପରେ ‘ପାପା କି ପରୀ’ କହି ମଜାକ୍ ଉଡାନ୍ତି । ସୋସିଆଲ ମିଡିଆରେ…
ମୋଦୀଙ୍କ ଏହି ଯୋଜନାରେ ମାସିକ ମିଳିବ ୫୦ହଜାର ଟଙ୍କା, ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ସରକାର ଜନସାଧାରଣଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଯଦି ଆପଣଙ୍କର ଲେଖାଲେଖି କରିବାରେ ରୁଚି ଅଛି ତେବେ ତା ପାଇଁ ମୋଦୀ ସରକାର ଏକ ଖୁସିଖବର ଆଣିଛନ୍ତି । ଆଜ୍ଞା ହଁ ପ୍ରଧାନମନ୍ତ୍ରୀ…
(Video) ମାଛ ଖାଇବାର ଏପରି ନିଶା! ବିଚ୍ ରାସ୍ତାରେ ଟ୍ରେନ୍ ଅଟକାଇ କିଣିବାକୁ ଚାଲିଗଲା ଡ୍ରାଇଭର
ନୂଆଦିଲ୍ଲୀ: ଦୁନିଆରେ ଖାଦ୍ୟପ୍ରେମୀଙ୍କ ଅଭାବ ନାହିଁ । ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଖାଇବା ପାଇଁ ଯେକୌଣସି ସ୍ଥାନକୁ ଯାଇ ପାରନ୍ତି । ଯଦି କିଛି ମନ ପସନ୍ଦର ଖାଇବାକୁ ଇଚ୍ଛା ହୁଏ, ତେବେ ବିଳମ୍ବିତ ରାତିରେ…
ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତିଙ୍କୁ ମିଳିବନି ନାଜାଲ୍ ଭ୍ୟାକ୍ସିନ; ଜାଣନ୍ତୁ ଏପରି କାହିଁକି ହେଲା
ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତରେ "ଭାରତ ବାୟୋଟେକ୍'ର ନାଜାଲ୍ ଟିକା ମଞ୍ଜୁର କରାଯାଇଥିଲା । ଏଥି ସହିତ ମଙ୍ଗଳବାର ଦିନ କମ୍ପାନୀ ଏହାର ମୂଲ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥିଲା । ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ…
ଭାରତରେ ୩୯ ବିଦେଶ ଫେରନ୍ତା କୋଭିଡ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଭାରତରେ ୩୯ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ତିନିଦିନ ମଧ୍ୟରେ ୩୯ ଜଣଙ୍କୁ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି । ଭାରତ ସରକାର ଗତ ୨୪ ଡିସେମ୍ବରରୁ ଦେଶର ସମସ୍ତ ବିମାନବନ୍ଦରରେ…
GST ନିୟମ ବଦଳିଲା: କରଦାତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର
ନୂଆଦିଲ୍ଲୀ: ଦେଶର କରଦାତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଦ୍ରବ୍ୟ ଓ ସେବା କର (ଜିଏସଟି) ସହ ଜଡ଼ିତ ଏକ ବଡ଼ ନିୟମ ପରିବର୍ତ୍ତିତ ହୋଇଛି । ଯୋଗାଣକାରୀଙ୍କ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯେଉଁ…