Browsing Category

ଦେଶ

RBIର ବଡ଼ ନିଷ୍ପତ୍ତି: ଏଣିକି ଏପରି ଲୋନ ନେଲେ ଦେବାକୁ ପଡ଼ିବନି ପ୍ରି-ପେମେଣ୍ଟ ଚାର୍ଜ, ଏହି ତାରିଖରୁ ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକୁ ଏବଂ NBFC ସମେତ ଅନ୍ୟାନ୍ୟ ଋଣଦାତାମାନଙ୍କୁ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ RBI ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ ଅନୁଯାୟୀ, କୌଣସି ବ୍ୟକ୍ତିବିଶେଷ ଏବଂ MSE ଯଦି ବ୍ୟବସାୟିକ ଉଦ୍ଦେଶ୍ୟରେ…

ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପୁଣି ବ୍ୟାନ, ଜୋରଦାର ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ସରକାର

ନୂଆଦିଲ୍ଲୀ: ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପୁନଃ କଟକଣା ଲାଗୁ ହୋଇଛି। ବୁଧବାର କିଛି ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଓ ଟ୍ୱିଟର ଆକାଉଣ୍ଟ ଭାରତୀୟ ଉପଭୋକ୍ତାଙ୍କ…

ଖୁସିରେ ବୁଲିବାକୁ ଯାଉଥିଲେ Bali; ବୁଡ଼ିଗଲା ଜାହାଜ, 61 ଜଣ ନିଖୋଜ

ଇଣ୍ଡୋନେସିଆ: ବାଲିରେ ନୌକା ବୁଡ଼ି 61 ନିଖୋଜ । ବର୍ତ୍ତମାନ ସୁଦ୍ଧା 2 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ନୌକାରେ ମୋଟ 53 ଯାତ୍ରୀଙ୍କ ସମେତ 65 ଜଣ ଥିଲେ । ଛୁଟି କାଟିବାକୁ ଲୋକ ଯାଉଥିବା ବେଳେ…

ଚୀନ୍ ସହ ଯୁଦ୍ଧ ହେଲେ ଆମେରିକା କେତେ ପ୍ରସ୍ତୁତ? ‘ମେଡ୍ ଇନ୍ ଚାଇନା’ ଉପକରଣରେ ନିର୍ଭରଶୀଳ ଆମେରିକୀୟ ସେନା

ଓ୍ଵାଶିଂଟନ: ଚୀନ୍ ସହ ଯୁଦ୍ଧ ହେଲେ ଆମେରିକାର ସାମରିକ ପ୍ରସ୍ତୁତିକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ଉଦ୍ୟୋଗ ଚୀନ୍‌ରୁ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ଉପକରଣ ଓ ଖଣିଜ ପଦାର୍ଥ ଉପରେ…

ଆଜି ଗୁରୁବାରେ 6 ରାଶିର ଖୋଲିବ ଭାଗ୍ୟ, ଏହି ରାଶି ରୁହନ୍ତୁ ସତର୍କ

ଓଡ଼ିଶା ଭାସ୍କର: ଆଜି 3 ଜୁଲାଇ 2025 ଗୁରୁବାର । ଆଜି 6 ରାଶିଙ୍କର ଖୋଲିବ ଭାଗ୍ୟ ଏଭଂ ଏହି ରାଶିମାନେ ରୁହନ୍ତୁ ସତର୍କ । ତେବେ ଚାଲନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କର କେମିତି କଟିବ । ମେଷ- ମନ ଶାନ୍ତି ରହିବ।…

‘ନିଜ ଭୁଲ୍ ପାଇଁ ଡ୍ରାଇଭରର ମୃତ୍ୟୁ ହେଲେ, ବୀମା କମ୍ପାନୀ ବଧ୍ୟ ନୁହେଁ ଅନୁକମ୍ପା ରାଶି ଦେବାକୁ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଣି କରିଛନ୍ତି। ଯଦି କୌଣସି ଡ୍ରାଇଭର ଦାୟିତ୍ୱହୀନ ହୋଇ ଦ୍ରୁତଗତିରେ ବା ଭୁଲ ଭାବେ ଗାଡ଼ି ଚଳାଇ ମୃତ୍ୟୁବରଣ କରୁଛି ତେବେ ତାଙ୍କ ପରିବାରକୁ ଅନୁକମ୍ପା…

ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ,“ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା”ରେ ସମ୍ମାନିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବୋସାମନରିକ ସମ୍ମାନ । “ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା” ରେ ସମ୍ମାନିତ ହେଲେ ମୋଦୀ । ପିଏମ ଦୋଦୀଙ୍କୁ ସମ୍ମାନିତ କଲେ ଘାନାର ରାଷ୍ଟ୍ରପତି…

ପରିବା ଚୋରି ସନ୍ଦେହରୁ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ ଚାଷୀ

ନୂଆଦିଲ୍ଲୀ: ତ୍ରିପୁରାର ଧଳାଇ ଜିଲ୍ଲାରେ ପରିବା ଚୋରି ସନ୍ଦେହରୁ ଜଣେ ବ୍ୟକ୍ତିଙ୍କୁ ଚାଷୀମାନେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଧିକାରୀଙ୍କ କହିବା ଅନୁସାରେ, ଏହି ଘଟଣା ମଙ୍ଗଳବାର ଓ ବୁଧବାର…

ଅଲ-କାଏଦା ସମର୍ଥିତ ଆତଙ୍କୀ ଗୋଷ୍ଠୀ ଆକ୍ରମଣରେ ୩ ଭାରତୀୟଙ୍କୁ ଅପହରଣ, ଉଦ୍ଧାର ପାଇଁ ସରକାରଙ୍କ ପ୍ରୟାସ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଦେଶ ମାଲିରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଥିବା ଘଟଣା ପ୍ରତି ଭାରତ ସରକାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଅପହରଣ…

ପୁଣି ରାଜଧାନୀରେ ଲଜ୍ଜା, ଘର ପାଖରେ ରହୁଥିବା ୨ ବର୍ଷର ଝିଅକୁ ଝୁଣି ଖାଇଗଲା ପିଶାଚ ପଡ଼ୋଶୀ

ନୂଆଦିଲ୍ଲୀ: ପୁଣି ରାଜଧାନୀରେ ଲଜ୍ଜା। ଜଣେ ୨ ବର୍ଷର ନିବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ଘରେ ମାଆ ନଥିବା ବେଳେ ନିରିହ ଝିଅଟିକୁ ତାଙ୍କର ଜଣେ ପଡ଼ୋଶୀ ଦୁଷ୍କର୍ମ କରିଥିବା ଥାନାରେ ମାମଲା ହୋଇଛି। ଘଟଣାଟି…