Browsing Category
ଦେଶ
ନୂଆଦିଲ୍ଲୀରେ ବିର୍ସାମୁଣ୍ଡା ପ୍ରତିମୂର୍ତ୍ତି ଉନ୍ମୋଚିତ, ଜନତା ମଇଦାନରେ ରାଜ୍ୟସ୍ତରୀୟ ଜନ ଜାତୀୟ ଗୌରବ ଦିବସ ପାଳିତ
ନୂଆଦିଲ୍ଲୀ- ଧରତୀ ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଦିଲ୍ଲୀରେ ବିର୍ସାମୁଣ୍ଡାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ସ୍ୱରଷ୍ଟ୍ରମନ୍ତ୍ରୀ ଅମିତ…
(video) ରେଳ ଧାରଣାରେ ଟ୍ରେନ୍ ନୁହେଁ ଚାଲିଲା ଥାର୍ ! ୩ ଜଣଙ୍କ ଉପରେ ଚଢ଼ିଗଲା, ଆଉ ଶେଷରେ…
ଜୟପୁର: ରାଜସ୍ଥାନ ଜୟପୁରରୁ ଏକ ଅଜବ ଘଟଣା ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନର ପିଲାଠୁ ବୁଢ଼ା, ସମସ୍ତଙ୍କୁ ମଦ ନିଶା ପରେ ଯଦି ଆଉ କେଉଁ ନିଶା ଘାରିଛି…
ତମ୍ବାଖୁ ବର୍ଜନ କରିଥିବା ପ୍ରଥମ ଗାଁ, ଗୋଟିଏ ଦୋକାନରେ ବି ବିକ୍ରି ହେଉନି ଗୁଟଖା
ମେରଠ: ପିଲାଠାରୁ ବୁଢ଼ା, ସମସ୍ତେ ଏବେ ତମ୍ବାଖୁ ଖାଇବା ଆରମ୍ଭ କଲେଣି । ସହଜରରେ ବଜାରରେ ମିଳିବା କାରଣରୁ ସ୍କୁଲ ପଢ଼ା ପିଲା ମଧ୍ୟ ତମ୍ବାଖୁ ଖାଉଥିବା ଦେଖୁଛେ । ଯେତେବେଳେ ଦେଶର ପ୍ରତି ଗଳି କନ୍ଧିରେ ତମ୍ବାଖୁ ଖାଉଥିବା…
(Video) କାର୍ ଟାୟାରରୁ ବାୟୁ ବଦଳରେ ବାହାରିଲା ପୁଳାପୁଳା ଟଙ୍କା, ଏତେ ନୋଟ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ସମସ୍ତେ ଜାଣନ୍ତି ଯେ କାର୍ ଟାୟାରରେ ବାୟୁ ରହିଥାଏ, କିନ୍ତୁ ଆପଣ କେବେ କାର୍ ଟାୟାର ଭିତରେ ବିଡାବିଡା ନୋଟ୍ ଦେଖିଛନ୍ତି କି ? ଏଭଳି ଚମତ୍କାର ଝାଡଖଣ୍ଡରେ ଦେଖାଯାଇଛି । ରାଜ୍ୟରେ ବିଧାନସଭା ନିର୍ବାଚନ…
ବିବାହ ପୂର୍ବରୁ ଗର୍ଭବତୀ, ବିବାହ ପରେ ସ୍ୱାମୀ ନିର୍ଯାତନା… ଶେଷରେ କୋର୍ଟ ଦେଲେ କଠୋର ଦଣ୍ଡ
ନାଗପୁର: ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ସହ ସମାନ । ଏଭଳି ଏକ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ । ଏଥିସହ ଦୋଷୀଙ୍କୁ ୧୦ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ମାନ୍ୟବର ବେଞ୍ଚ । ଯଦି…
ଦିଲଜୀତଙ୍କୁ ତେଲଙ୍ଗାନା ସରକାରଙ୍କ ତାଗିଦ୍, ଛୋଟ ପିଲାଙ୍କୁ ଷ୍ଟେଜ୍ ଉପରକୁ ଚଢ଼ାଇବା ମନା
ହାଇଦ୍ରାବାଦ: ଅଡୁଆରେ ପଡ଼ିଯାଇଛନ୍ତି ପଞ୍ଜାବୀ ଗାୟକ ଦିଲଜୀତ ଦୋସାଞ୍ଝ । ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଦିଲଜୀତଙ୍କୁ ନୋଟିସ ଜାରି କରାଯାଇଛି । ଶୁକ୍ରବାର ଦିନ ହାଇଦ୍ରାବାଦରେ ତାଙ୍କର ଏକ ମ୍ୟୁଜିକାଲ ପ୍ରୋଗ୍ରାମର…
ଦୁଃଖରେ ପରିଣତ ହେଲା ସୁଖ! ଡିଭାଇଡଟରକୁ ପିଟି ହେଲା ବରଯାତ୍ରୀ କାର୍, 4 ମୃତ
ନୂଆଦିଲ୍ଲୀ: ହରିଦ୍ୱାର ଜିଲ୍ଲାର ମାଙ୍ଗାଲୋର କୋଟୱାଲୀ ଅଞ୍ଚଳରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ 4 ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା…
କ’ଣ ପାଇଁ ଚଳନ୍ତା ଟ୍ରେନରେ ହଠାତ୍ ଦୌଡ଼ିବାକୁ ଲାଗିଲେ ଯାତ୍ରୀ, ବୁଦ୍ଧିମତା ପାଇଁ ବଞ୍ଚିଗଲା ଜୀବନ…
ଝାନ୍ସି: ଆଜିକାଲି କିଛି ବି ଅସମ୍ଭବ ନୁହେଁ । ସେଥିପାଇଁ ଯେ କୌଣସି କାମ କରନ୍ତୁ ନା କାହିଁକି ସତର୍କତାର ସହ କରିବା ନିହାତି ଦରକାର । କାରଣ ଯଦି ବି କୌଣସି ଭୁଲ୍ ବା ତ୍ରୁଟି ଘଟିବ ତାହା ବିଶେଷ କ୍ଷତି କରିବ ନାହିଁ ।…
ହଠାତ୍ ପରିବା ଦୋକାନ ଆଗରେ ଅଟକିଲା DSP ସାରଙ୍କ କାର୍… ସେଠାରେ କିଛି ଏମିତି ଘଟିଲା ଯାହାକୁ ଦେଖି ସମସ୍ତେ କାବା
ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ଯାହା ଦେଖିବା ଲୋକଙ୍କ ମନରେ ଆବେକ ସୃଷ୍ଟି କରିଦେବ । ଗ୍ୱାଲିଅରର DSP ସନ୍ତୋଷ ପଟେଲଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ…
ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ, ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଉଦବେଗଜନକ ହୋଇପଡ଼ିଛି । ପ୍ରାଥମିକ ସ୍କୁଲଗୁଡ଼ିକୁ ବନ୍ଦ କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅନଲାଇନରେ ହେବ…