Browsing Category

ଦେଶ

କେଦାରନାଥରେ ବନ୍ୟା ! ଜମୁଛି ଟନ୍ ଟନ୍ ଅଳିଆ ସତ ବାହାର କଲା RTI

ନୂଆଦିଲ୍ଲୀ: କେଦାରନାଥକୁ ନେଇ ପରିବେଶବିଦମାନଙ୍କ ଚିନ୍ତା ବଢ଼ିଯାଇଛି । ନିକଟରେ RTI ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତର ଚାରି ଧାମ ମଧ୍ୟରୁ ଗୋଟିଏ ଧାମ କେଦାରନାଥରେ ଟନ୍ ଟନ୍ ପରିମାଣର…

ମା’କୁ ବଳାତ୍କାର କଲେ ! ଆଉ ତା’ପରେ ଜୀଅନ୍ତା ସମାଧି ଦେଇଦେଲେ ରାକ୍ଷସ ରୂପି…

ନୂଆଦିଲ୍ଲୀ: ଗୁରୁବାର ରାତି ପ୍ରାୟ ୯ଟା ବେଳେ ହଠାତ ଗାଁ ଭିତରେ ଗୁଳି ଫୁଟିବାର ଶବ୍ଦ ଶୁଭିଲା । ଲୋକେ ଗୁଳି ଫୁଟିବା ଶବ୍ଦଶୁଣି ଘରୁ ବାହାରକୁ ଦୌଡ଼ି ଆସିଲେ । ଆଉ ଦେଖିଲେ କିଛି ଲୋକ ଓପନ୍ ଫାୟାରିଂ କରୁଛନ୍ତି ଆଉ କିଛି…

ମହିଳାଙ୍କୁ ଅସଦାଚରଣ ପରେ ଜଙ୍ଗଲରେ ପୋତିଦେଲେ ଅପହରଣକାରୀ; ଯୋଗ ଦ୍ୱାରା ଶ୍ୱାସକ୍ରିୟା ନିୟନ୍ତ୍ରଣ କରି ଉଠି ଆସିଲେ ପୀଡ଼ିତା

ନୂଆଦିଲ୍ଲୀ: ଯୋଗ ଦେଲା ଜୀବନ, ମହିଳାଙ୍କୁ ଅସଦାଚରଣ ପରେ ଜଙ୍ଗଲରେ ପୋତିଦେଲେ ଅପହରଣକାରୀ। ଯୋଗ ଦ୍ୱାରା ଶ୍ୱାସକ୍ରିୟା ନିୟନ୍ତ୍ରଣ କରି ଉଠି ଆସିଲେ ପୀଡ଼ିତା । କର୍ଣ୍ଣାଟକରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।…

ଅର୍ଜୁନ୍ କପୁର ହାସିମୋଟୋ ରୋଗରେ ପୀଡ଼ିତ, ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବେ ତାଙ୍କ ନୂଆ ଫିଲ୍ମ 'ସିଂହମ୍ ଅଗେନ୍'ରେ ଅଭିନୟ କରି ଚର୍ଚ୍ଚାରେ ଥିବା ବେଳେ ସେ ସାମାନ୍ୟ ଅବସାଦ ଓ ହସିମୋଟୋଙ୍କ ଅସୁସ୍ଥତାରେ ପୀଡ଼ିତ ବୋଲି କହିଛନ୍ତି। ଅଭିନେତା…

MyAadhaar ଏବଂ mAadhaar ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ, ଜାଣନ୍ତୁ କେବେ ଏବଂ କେଉଁଠି କରିବେ ବ୍ୟବହାର

ନୂଆଦିଲ୍ଲୀ: ଆଧାର କାର୍ଡ ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ଯାହାର ବ୍ୟବହାର ଏହି ଆଇଡି ଦ୍ୱାରା କରାଯାଇଥାଏ। ଏହା ବ୍ୟତୀତ ସମସ୍ତ ସରକାରୀ ଡକ୍ୟୁମେଣ୍ଟ ଏବଂ ବ୍ୟାଙ୍କିଙ୍ଗ କାର୍ଯ୍ୟ ପାଇଁ ଏହାର…

ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ଆୟକର ବିଭାଗର ବଡ଼ ଆକ୍ସନ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କ ଘରେ ରେଡ୍‌

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଆୟକର ବିଭାଗ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଟିକସରେ ଅନିୟମିତତା ହେତୁ ସୁନିଲ…

ବ୍ରତୋପନୟନ ସାରି ଫେରିବା ବେଳେ ଦୁର୍ଘଟଣା; ଡମ୍ପରକୁ ପିଟିଲା ବସ୍, ୫ ମୃତ, ୧୭ ଆହତ

ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ବସ୍ ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପର ସହ ଧକ୍କା ହୋଇଛି ।…

କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ହ୍ରାସ ପାଇଲା ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାର, RBI ତଥ୍ୟ

ମୁମ୍ୱାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ନଭେମ୍ବର ପହିଲାରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ହ୍ରାସ ପାଇଛି। ୨.୬୭୫ ବିଲିୟନ ଡଲାର ହ୍ରାସ ପାଇ…

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉପରେ ଲାଗିବ ଲଗାମ, ହଟସ୍ପଟ୍ ଉପରେ ନଜର ରଖିବ ଡ୍ରୋନ୍

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ହ୍ରାସ ଦେଖିବାକୁ ମିଳୁଛି । ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାର ଅଣ୍ଟା ଭିଡ଼ିଛନ୍ତି । ଦିଲ୍ଲୀର ଅନେକ ହଟସ୍ପଟରେ ବାୟୁ ପ୍ରଦୂଷଣ ଉପରେ ରୋକ୍ ଲଗାଇବା…

ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଅଘଟଣ; ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍

କୋଲକାତା: ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍ । ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ହୋଇଛି ଲାଇନଚ୍ୟୁତ । ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । କୋଲକାତାର ନାଲପୁର ନିକଟରେ ଆଜି…