CHARIDHAM
Browsing Category

ଦେଶ

ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିବେ “ଟୁର୍ ଅଫ୍ ଡ୍ୟୁଟି’, ସେନାରେ ସାମିଲ ହେବା ପାଇଁ ଯୁବକଙ୍କ ପାଇଁ ସରଳ ହେବ ରାସ୍ତା

ନୁଆଦିଲ୍ଲୀ,(ଓଡ଼ିଶା ଭାସ୍କର): ଭାରତ ସରକାର ଏବେ ସେନାରେ ଭର୍ତ୍ତି ପାଇଁ ନୂଆ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପ୍ରକ୍ରିିୟାର ନାମ ହେଉଛି "ଟୁର୍ ଅଫ୍ ଡ୍ୟୁଟି'। ଏହି ପ୍ରକ୍ରିୟାରେ ଯୁବକଙ୍କୁ ଚାରି ବର୍ଷ…

ଗୃହ ମନ୍ତ୍ରଣାଳୟ ଅଫିସରେ ଲାଗିଲା ନିଆଁ: କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଗୃହ ମନ୍ତ୍ରଣାଳୟ ଅଫିସରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ନର୍ଥ ବ୍ଲକରେ ଥିବା ଗୃହ ମନ୍ତ୍ରଣାଳୟର ଅଫିସରେ ବିଳମ୍ବିତ…

ଜେଲରେ ମୁଖତାର ଅନସାରୀର ଚର୍ଚ୍ଚା କରିବା ପଡ଼ିଲା ମହଙ୍ଗା: ଡେପୁଟି ଜେଲର ସମେତ ୫ ପୋଲିସ କର୍ମଚାରୀ ସସପେଣ୍ଡ୍

ବାନ୍ଦା: ମାଫିଆ ମୁଖତାର ଅନସାରୀର ଚର୍ଚ୍ଚାର କରିଥିବା ଡେପୁଟି ଜେଲର ସମେତ ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ସୋମବାର ଦିନ ଡିଏମ ଅନୁରାଗ ପଟେଲ ଓ ଏସପି ଅଭିନନ୍ଦନ ପୋଲିସ…

ଇତିହାସରେ ପ୍ରଥମ: ଔଷଧରେ ଭଲ ହେଲା ମାରାତ୍ମକ କ୍ୟାନ୍ସର ରୋଗ

ଔଷଧରେ ଭଲ ହୋଇଛି ମାରାତ୍ମକ କ୍ୟାନ୍ସର । କଥାଟି ବିଶ୍ୱାସଯୋଗ୍ୟ ନହେଲେ ବି ସତ । ଔଷଧ ଦ୍ୱାରା ରେକ୍ଟାଲ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଚିକିତ୍ସା କରାଯାଇଛି । ଏହି ଔଷଧର ଟ୍ରାଏଲରେ ସାମିଲ ଥିବା ସମସ୍ତ ୧୮ ଜଣ ଲୋକ…

ମହାରାଷ୍ଟ୍ରରେ ଚିହ୍ନଟ ହେଲେ ୧୮୦୦ ନୂଆ ପଜିଟିଭ: ଜଣଙ୍କ ଦେହରେ BA.5 ଭାରିଆଣ୍ଟ

ମୁମ୍ବାଇ: ପୁଣିଥରେ ଉପରମୁହାଁ ହେବାରେ ଲାଗିଛି ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୮୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଦେହରେ ବିଏ.୫ ଭାରିଆଣ୍ଟ…

CDS ନିଯୁକ୍ତି ନିୟମ ବଦଳିଲା, ନୋଟିଫିକେସନ ଜାରି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ନିଯୁକ୍ତି ନେଇ ତିନି ସେନାବଳର ନିୟମରେ ସଂଶୋଧନ ହେବ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ…

ସ୍ତ୍ରୀ ପାଇଗଲା ସରକାରୀ ଚାକିରି, ସହ୍ୟ କରିପାରିଲାନି ସ୍ୱାମୀ: କ’ଣ କଲେ ସ୍ତ୍ରୀ ଘରେ ବସି ରହିବ, ଶେଷରେ ପତି କାଟିଲା ପତ୍ନୀର ହାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ସ୍ୱାମୀ କ’ଣ ସତରେ ଏତେ ନିଷ୍ଠୁର ହୋଇପାରେ, ଗୋଟିଏ ସ୍ୱାମୀ କ’ଣ ଏତେ ଈର୍ଷାଳୁ ଓ ପ୍ରତିହିଂସା ପରାୟଣ ହୋଇପାରେ । ପଶ୍ଚିମବଙ୍ଗରୁ ଜଣେ ସ୍ୱାମୀଙ୍କର ଏଭଳି ଏକ ଜଘନ୍ୟ କାରନାମା…

ଅଡୁଆ ଘେରରେ ସତ୍ୟେନ୍ଦ୍ର ଜୈନ : ସମ୍ପର୍କୀୟଙ୍କ ଘରୁ ଟଙ୍କା ସହ ସୁନା ଜବତ

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ । ଇଡି ପକ୍ଷରୁ ଜୈନଙ୍କ ସମ୍ପର୍କୀୟଙ୍କ ଘରେ ହୋଇଥିବା ରେଡ ପରେ ତାଙ୍କ ପାଇଁ ଆହୁରି ଅସୁବିଧା ସୃଷ୍ଟି ହୋଇଛି । ଏହି ଚଢାଉରେ ମୋଟ ୨.୮୨…

ରାଜସ୍ଥାନରେ ନୂଆ ରେକର୍ଡ ସୃଷ୍ଟି କଲା ହିଟୱେଭ: ୩ ମାସରେ ୫୧ ଦିନ ଚାଲିଲା ଲୁ

ରାଜସ୍ଥାନ: ଚଳିତ ବର୍ଷ ସାରା ଦେଶକୁ ହିଟୱେଭର କରାଳ ରୂପ ଦେଖିବାକୁ ପଡିଛି । କିନ୍ତୁ ଏହା ମଧ୍ୟରେ ରାଜସ୍ଥାନ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଚଳିତବର୍ଷ ହିଟୱେଭ ୩ ମାସ ମଧ୍ୟରେ ମୋଟ ୫୧ ଦିନ ରହିଥିବା କହିଛି…

ପ୍ରଫେଟ ମହମ୍ମଦଙ୍କ ଉପରେ ବୟାନ: ବଢ଼ିଲା ଅଡ଼ୁଆ, ନୁପୂର ଶର୍ମାଙ୍କୁ ମୁମ୍ବ୍ରା ପୋଲିସର ସମନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀର ପୂର୍ବ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସୂଚନା ଅନୂଯାୟୀ ମୁମ୍ବ୍ରା ପୋଲିସ ନୂପୁର ଶର୍ମାଙ୍କୁ ୨୨ ଜୁନ୍ ସୁଦ୍ଧା ହାଜର ହେବାପାଇଁ…