Browsing Category
ଦେଶ
ମାୟାନଗରୀର ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ: ୮ଟି କମ୍ପାନୀକୁ ବଶୀଭୂତ କରିସାରିଲାଣି ନିଆଁ
ମୁମ୍ବାଇ: ମାୟା ନଗରୀରେ ଲାଗିଛି ନିଆଁ । ନବୀ ମୁମ୍ବାଇର ପବନେ ଏମଆଇଡିସି ଅଞ୍ଚଳରେ ଆଜି ହଠାତ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ମହଜୁଦ ଅଛନ୍ତି ଅଗ୍ନିଶମ ବାହିନୀର ଅନେକ ଗାଡି ।…
୧୪ ଟି ରାଜ୍ୟକୁ ୭,୧୮୩.୪୨ କୋଟି ରାଜସ୍ୱ ନିଅଣ୍ଟ ଅନୁଦାନ ପ୍ରଦାନ କଲେ କେନ୍ଦ୍ର ସରକାର
ନୁଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସରକାର ରାଜସ୍ୱ ନିଅଣ୍ଟ ଅନୁଦାନ ରୂପେ ଆନ୍ଦ୍ର ପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପଞ୍ଜାବ ଭଳି ୧୪ଟି ରାଜ୍ୟକୁ ୭,୧୮୩.୪୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟମାନଙ୍କୁ…
ଘରେ ପଡିଛି ଭାଇ-ଭଉଣୀଙ୍କ ମୃତଦେହ: ଏକତରଫା ପ୍ରେମ ପାଇଁ ହତ୍ୟା କରି ଥାନାରେ ପହଞ୍ଚିଲା ପ୍ରେମିକ
ଜୟପୁର: ରାଜସ୍ଥାନର ଜୟପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଏକତରଫା ପ୍ରେମରେ ପାଗଳ ହୋଇ ଦୁଇଟି ମୂଲ୍ୟବାନ ଜୀବନକୁ ବଳି ପକାଇ ଦେଇଛି ପ୍ରେମିକ । ଭାଇ-ଭଉଣୀଙ୍କୁ ହତ୍ୟା କରିବା ପରେ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି…
ଅପଦସ୍ତ ହେଲା ପଞ୍ଜାବ ପୋଲିସ, ହରିୟାଣାରୁ ତେଜିନ୍ଦର ବାଗ୍ଗାଙ୍କୁ ନେଇ ଫେରିଲା ଦିଲ୍ଲୀ ପୋଲିସ
ନୁଆଦିଲ୍ଲୀ: ବିଜେପି ନେତା ତେଜିନ୍ଦର ପାଲ ସିଂ ବାଗ୍ଗାଙ୍କୁ ପଞ୍ଜାବ ପୋଲିସ ଗିରଫ କରିବା ପରେ ବିଭିନ୍ନ ନାଟକୀୟ ଘଟଣା ଦେଖିବାକୁ ମମିଳିଛି । ଶୁକ୍ରବାର ପଞ୍ଜାବ ପୋଲିସ ବାଗ୍ଗାଙ୍କୁ ଗିରଫ କରି ସଡ଼କ ପଥରେ ମୋହାଲି ନେଇ…
ଗଛରେ ପିଟିହେଲା ବରଯାତ୍ରୀ ନେଇ ଯାଉଥିବା ଇନୋଭା ଗାଡି: ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣକ ମୃତ୍ୟୁ
ମୁରଦାବାଦ: ରାମପୁର ଅଞ୍ଚଳରେ ଏକ ବଡ ଦୁର୍ଘଟଣା ଘଟିଥିବା ଜାଣିବାକୁ ମିଳିଛି । ମୁରଦାବାଦରୁ ଆସୁଥିବା ଏକ ବରଯାତ୍ରୀ ଗାଡି ଦୁର୍ଘଟଣା ହେବା ଫଳରେ ଗାଡିରେ ଥିବା ୬ ଜଣ ବରଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ଅନ୍ୟ ୪ ଜଣ…
ଦେଶରେ ଜନସଂଖ୍ୟା ବୃଦ୍ଧି ବେଗରେ ହ୍ରାସ, ବୃଦ୍ଧି ପାଇଛି ଆଧୁନିକ ଗର୍ଭନିରୋଧକ ପଦ୍ଧତିର ବ୍ୟବହାର
ନୁଆଦିଲ୍ଲୀ: ଦେଶରେ ଜନସଂଖ୍ୟା ବୃଦ୍ଧି ଦରରେ ଲାଗିଛି ରୋକ । ଭାରତରେ ପ୍ରଜନନ ହାର ୨.୨ରୁ ୨.୦କୁ ହ୍ରାସ ପାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣରୁ ଏହି ସୂଚନା ମିଳିଛି । ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନାର…
କାଶୀ ବିଶ୍ୱନାଥ ମନ୍ଦିରରେ ନମାଜ ପଢିଲେ ମହିଳା: ଜାଣନ୍ତୁ କଣ ହେଲା ପରର ଘଟଣା….
ବାରଣାସୀ: ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ଗେଟ ନିକଟରେ ହଠାତ ଚଳଚଞ୍ଚଳ ସୃଷ୍ଟି ହୋଇଯାଇଛି । ଅଚାନକ ମନ୍ଦିର ପରିସରରେ ଜଣେ ମହିଳା ନମାଜ ପଢିବାକୁ ଆରମ୍ଭ କରିବାରୁ ଏଠାରେ ଏପରି ପରିସ୍ଥିତି ଉପୁଜିଛି । ତେବେ ଅନେକ…
ବରର ଉଚ୍ଚତା ୩୬ ଇଞ୍ଚ, କନ୍ୟାର ଉଚ୍ଚତା ୩୪ ଇଞ୍ଚ: ବିନା ନିମନ୍ତ୍ରଣରେ ବିବାହ ମଣ୍ଡପରେ ରୁଣ୍ଡ ହେଲେ ହଜାର ହଜାର ଲୋକ
ନୂଆଦିଲ୍ଲୀ: ବାହାଘର ଉତ୍ସବମାନଙ୍କରେ ନିମନ୍ତ୍ରଣ ପାଇ ଅନେକ ଲୋକ ଯୋଗ ଦେଇଥାନ୍ତି । ମାତ୍ର ବିନା ନିମନ୍ତ୍ରଣରେ ହଜାର ହଜାର ଲୋକ ଯୋଗଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନିକଟରେ ମଧ୍ୟପ୍ରଦେଶର ଭାଗଲପୁରରେ ଏପରି…
ଠିକ୍ ସମୟରେ ଚିକିତ୍ସା ନମିଳିବାରୁ ପ୍ରତିଦିନ ଜୀବନ ହାରୁଛନ୍ତି ୧୦ ହଜାର ଭାରତୀୟ!
ନୂଆଦିଲ୍ଲୀ: ଦେଶରେ ଆଜି ବି ଲକ୍ଷାଧିକ ଲୋକଙ୍କୁ ଠିକ୍ ସମୟରେ ଚିକିତ୍ସା ମିଳୁନଥିବାରୁ ମୃତ୍ୟୁ ହେଉଛି । ୨୦୨୦ରେ ଦେଶରେ ୮୧.୧୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ୩୬.୫୨ ଲକ୍ଷ ମୃତ୍ୟୁ ଠିକ୍ ସମୟରେ…
ଅଚାନକ୍ ବିହାର ଯାଇ ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ କାହିଁକି ଭେଟିଲେ ଧର୍ମେନ୍ଦ୍ର? ଆଲୋଚନାକୁ ନେଇ ଏପରି ହେଉଛି ଚର୍ଚ୍ଚା
ପାଟନା: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସନ୍ଧ୍ୟାରେ ଅଚାନକ୍ ପାଟନା ଯାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟ କରିଥିଲେ । ଏହି ସମୟରେ ୨ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ…