Browsing Category

ଦେଶ

୧୧୯ ଟ୍ରେନକୁ ଆଜି ବାତିଲ କଲା ରେଲୱେ, ଘରୁ ବାହାରିବା ପୂର୍ବରୁ ଦେଖିନିଅନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଭାରତୀୟ ରେଲୱେ ପକ୍ଷରୁ ୨ ମେ’ ଅର୍ଥାତ୍ ଆଜି ଚାଲିବାକୁ ଥିବା ୧୧୯ ଟ୍ରେନକୁ ବାତିଲ୍ କରାଯାଇଛି । ସେଥିମଧ୍ୟରୁ ୧୨ ଟିକୁ ସୋର୍ସ ଷ୍ଟେସନରୁ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ଟିକୁ ସର୍ଟ ଟର୍ମିନେଟ…

ଡରାଉଛି କୋଭିଡ୍: ସପ୍ତାହରେ ୪୧% ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାର ଚତୁର୍ଥ ଲହର ଧୀରେ ଧୀରେ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀ କରୋନାର…

ଶଶୂର କଲା ଦୁଷ୍କର୍ମ: ସ୍ୱାମୀ କହିଲା-‘ଯେମିତି ଚାଲିଛି ଚାଲିବାକୁ ଦିଅ’, ଆଉ ତା’ପରେ…

ବିଳାସପୁର: ବୋହୂ ସହ ଦୁଷ୍କର୍ମ କଲା ଶଶୂର । ଏଭଳି ଏକ ଲଜ୍ଜାଜନକ ଘଟଣା ଛତିଶଗଡ଼ ବିଳାସପୁର ସିପତ ଅଞ୍ଚଳରୁ ସାମ୍ନାକୁ ଆସିଛି, ଯେଉଁଠାରେ ୨୭ ବର୍ଷୀୟ ଜଣେ ମହିଳା ନିଜ ସହ ହୋଇଥିବା ଦୁଷ୍କର୍ମର ଅଭିଯୋଗ କରିଛନ୍ତି ।…

ଲଗାତାର ବଢ଼ୁଛି ସଂକ୍ରମଣ: ୨୪ ଘଣ୍ଟାରେ ୩୧୫୭ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୧୫୭ ନୂଆ ମାମଲା ଚିହ୍ନଟ ହୋଇଛି । ଅବଶ୍ୟ ରବିବାର ତୁଳନାରେ ଏହା ୫.୦% କମ୍ । ରବିବାର ଦିନ ୩୩୨୪ ମାମଲା ସାମ୍ନାକୁ…

ମହଙ୍ଗା ମାଡ଼ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଖାଇବା ତେଲକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ପରି ଖାଇବା ତେଲର ମହଙ୍ଗାମାଡ଼ରେ ସାଧାରଣ ଜନତା କଲବଲ ହେଉଛନ୍ତି । ତେଣୁ ଏହି ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି । କେନ୍ଦ୍ର ସରକାର ଜନସାଧାରଣଙ୍କର…

ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଟପିଲାଣି, ଆଗକୁ ୫୦ ଡିଗ୍ରୀ ଟପିବ: IMDର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରୀଷ୍ମର ପ୍ରଚଣ୍ଡ ତାପ ଜନସାଧାରଣଙ୍କୁ ଅସହ୍ୟ କରିପକାଉଛି । କିଛି ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଡିଗ୍ରୀ ଉପରେ ରହିବା ସହ ଅନ୍ୟ କିଛି ରାଜ୍ୟରେ ୪୫ ଟିପିଲାଣି । ତେବେ ବର୍ତ୍ତମାନ…

ଲ୍ୟାଣ୍ଡିଂ ସମୟରେ ଝଡ଼ରେ ଫସିଲା ସ୍ପାଇସ୍ ଜେଟ୍ ବିମାନ: ୧୨ ଯାତ୍ରୀ ଗୁରୁତର

ନୂଆଦିଲ୍ଲୀ: ସ୍ପାଇସ୍ ଜେଟର ମୁମ୍ବାଇ-ଦୁର୍ଗାପୁର ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବା ସମୟରେ ରବିବାର ଦିନ ଝଡ଼ର ସାମ୍ନା କରିଛି । କିନ୍ତୁ ସୋଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛି ବିମାନ । ଦୁର୍ଗାପୁରରେ ଅବତରଣ ବେଳେ…

ପିଲାମାନଙ୍କର ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍: ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ

ନୂଆଦିଲ୍ଲୀ: ମାତୃଭାଷାରେ ପିଲାମାନେ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବା ଜରୁରୀ । ଏହାକୁ ଗୁରୁତ୍ୱପୁର୍ଣ୍ଣ ବୋଲି କହିଛନ୍ତି ଉପ-ରାଷ୍ଟ୍ରପତି ବେଙ୍କେୟା ନାୟଡୁ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତାଦ୍ଦି ସମାରୋହର ଉଦଘାଟନି…

ବ୍ରିଟେନ ସଂସଦରେ ଉଠିଲା ବୁଲଡୋଜର ପ୍ରସଙ୍ଗ, ଏମିତି ଜବାବ ରଖିଲେ କେନ୍ଦ୍ର ମନ୍ତ୍ରୀ ରିଜିଜୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଚାଲିଲା ବୁଲଡୋଜର । ଆଉ ଏହାର ସ୍ଵର ଶୁଣିବାକୁ ମିଳିଛି ବ୍ରିଟେନ ସଂସଦରେ । ଉତ୍ତର ପ୍ରଦେଶରେ ଅପରାଧୀଙ୍କୁ ସାବାସ କରିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାର ବୁଲଡୋଜରକୁ ଏକ ଅସ୍ତ୍ର ରୂପେ…

ସରକାରଙ୍କ ଦାବି; ଭାରତରେ ବଢିବନି ଖାଇବା ତେଲର ଦର, ପର୍ଯ୍ୟାପ୍ତ ପରିମାଣରେ ଅଛି ଷ୍ଟକ୍

ନୁଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମହଙ୍ଗା ସିଧା ସଳଖ ଲୋକଙ୍କ ମେରୁ ଦଣ୍ଡ ଭାଙ୍ଗି ଦେଉଛି । ଏଭଳି ସମୟରେ ଦେଶରେ ଖାଇବା ତେଲ ଦର ବଢିବା ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । କାରଣ ଇଣ୍ଡୋନେସିଆ ଭାରତକୁ ପାମ…