Browsing Category

ଦେଶ

ଛୁଆ ସହିତ ଏଗ୍ରିମେଣ୍ଟ କଲା ବାପା: ସର୍ତ୍ତ ମାନିଲେ ମିଳିବ ଏମିତି ପୁରସ୍କାର

ନୂଆଦିଲ୍ଲୀ: ଶିଶୁ ମାନେ ସାଧାରଣତଃ ଟିକେ ଦୁଷ୍ଟାମୀ କରିଥାନ୍ତି । ତେବେ ନିଜ ଛୁଆକୁ ସୁଧାରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି ଜଣେ ପିତା । ଶିଶୁଟିକୁ ଦୁଷ୍ଟାମୀରୁ ଦୂରେଇ ରଖିବା ପାଇଁ ଏକ ଏଗ୍ରିମେଣ୍ଟ ସାଇନ୍…

ଡ୍ୟୁଟିର ପ୍ରଥମ ଦିନରେ ହିଁ ନର୍ସଙ୍କ ସହ ଗଣଦୁଷ୍କର୍ମ: ମେଡିକାଲ ଛାତରୁ ମିଳିଲା ପୀଡିତାଙ୍କ ଶବ

ଉତ୍ତରପ୍ରଦେଶ: ଉନ୍ନାଓ ବାଙ୍ଗରମାଉ ଦୁଲ୍ଲାପୁରବା ଗ୍ରାମର ଏକ ହସ୍ପିଟାଲରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ୫ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏକ ପ୍ରାଇଭେଟ ହସ୍ପିଟାଲରେ ନର୍ସଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ…

ଗଛରେ ଓଲଟା ଝୁଲାଇ ଯୁବକଙ୍କୁ ନିର୍ଧୁମ୍ ମାଡ଼: ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ଯୁବକଙ୍କୁ ଗଛରେ ଓଲଟା ଝୁଲାଇ ନିର୍ଧୁମ୍ ମାଡ଼, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଛତିଶଗଡ଼ର ବିଳାସପୁର ଜିଲ୍ଲାରେ ଘଟିଥିବା ଜଣାପଡିଛି । ଭିଡିଓ ଭାଇରାଲ ପରେ ପୋଲିସ…

ବିଶ୍ୱବିଦ୍ୟାଳୟର ହିସାବ ଭୁଲ୍: ଅନର୍ସ ଛାତ୍ରଙ୍କୁ ଭୁଲରେ ମିଳିଲା ଅଧିକ ମାର୍କ

ନୂଆଦିଲ୍ଲୀ: ଶିକ୍ଷାର ଏକ ନଗ୍ନରୂପ ବିହାରର ଏକ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି । ଜଣେ ଗ୍ରାଜୁଏଟ ଛାତ୍ରଙ୍କୁ ମୋଟ ୧୦୦ ମାର୍କରୁ ୫୫୫ ନମ୍ବର ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର ପରୀକ୍ଷା ବିଭାଗର ଏହି…

ପୁଣି ଥରେ ଖାଉଟିଙ୍କୁ ମହଙ୍ଗା ମାଡ: ୧୦୨ ଟଙ୍କା ବଢିଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ମହଙ୍ଗା ହୋଇଛି ଏଲପିଜି ସିଲିଣ୍ଡର ମୂଲ୍ୟ । ୧୯ କିଗ୍ରା ସିଲିଣ୍ଡରରେ ଉପଲବ୍ଧ ହେଉଥିବା ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୦୨.୫୦ ଟଙ୍କା ବୃଦ୍ଧି ପାଇଛି । ମେ ୧ ତାରିଖରୁ ଏହି ଦରବୃଦ୍ଧି ଲାଗୁ…

ଚିକେନକୁ ନେଇ ମହାଭାରତ: ଶାଶୂଘର ଆଗରେ ଧାରଣାରେ ବସିଲା ବୋହୂ

ଲଖନଉ: ଉତ୍ତରପ୍ରଦେଶର ସହାରନପୁରରେ ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିବା ଘଟଣା ସାମ୍ନାକୁ ଆସିଛି । ବିବାହିତାଙ୍କୁ ଶାଶୂଘରେ ପଶିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ କହିବା…

ଇଫତାର ପାର୍ଟିରେ ହିନ୍ଦୁଙ୍କୁ ଦିଆଗଲା ବିଫ୍: ଅସନ୍ତୋଷ ଜାହିର କଲେ ହିନ୍ଦୁ ନେତା

ନୂଆଦିଲ୍ଳୀ: ବିଫ୍ ବା ଗୋମାଂସକୁ ନେଇ ଦେଖାଦେଇଛି ବିବାଦ । ଇଫ୍ତାର ପାର୍ଟରେ ପାରମ୍ପରିକ ଥାଳିରେ ବିଫ୍ ପରସା ଯିବାକୁ ନେଇ ଦେଖା ଦେଇଥିଲା ବିବାଦ । ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଖାଲେଦା ଜିଆଙ୍କ ପକ୍ଷରୁ ଆୟୋଜନ…

ଆଜି ଅନ୍ତର୍ଜାତୀୟ ଶ୍ରମ ଦିବସ: ଜାଣନ୍ତୁ କେଉଁ ସ୍ଥାନରେ କେବେ ପାଳନ ହୋଇଥାଏ ଏହି ଦିନ…

ନୂଆଦିଲ୍ଲୀ: ମେ ୧ ତାରିଖକୁ ଦେଶରେ ଶ୍ରମ ଦିବସ ବା ଶ୍ରମିକ ଦିବସ ରୂପେ ପାଳନ କରାଯାଏ । ତେବେ କେବଳ ଭାରତ ନୁହେଁ, ସାରା ଦୁନିଆରେ ଏହାକୁ ଭିନ୍ନ ନାମରେ ଏବଂ ଭିନ୍ନ ଦିନ ମାନଙ୍କରେ ପାଳନ କରାଯାଏ । ଅନ୍ତରାଷ୍ଟ୍ରୀୟ…

BJP, Congress ନା ତୃତୀୟ ସାମ୍ମୁଖ୍ୟ: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ BJD?

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି । ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ…

ଆଇଏମ୍‌ଡି ଡିଜିଙ୍କ ପୂର୍ବାନୁମାନ: ବାତ୍ୟା ରୂପ ନେଇପାରେ ଲଘୁଚାପ, ୬ ତାରିଖରେ ଜଣାପଡିବ ତୀବ୍ରତା ଓ ଗତିପଥ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ): ଦକ୍ଷିଣ ଆଣ୍ଡାମାନସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ମାସ ୬ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବାତ୍ୟା ରୂପ ନେବାର ଆକଳନ…