Browsing Category

ଦେଶ

ପୁଣି ଚିନ୍ତା ବଢାଇଲାଣି କରୋନା: ସ୍କୁଲ ପାଇଁ ନୂଆ SOP ଜାରି କଲେ ମୁଖ୍ୟମନ୍ତ୍ରୀ କେଜରିୱାଲ

ନୂଆଦିଲ୍ଲୀ: ରାଜଧାନୀରେ ଏବେ ପୁଣି କାୟା ମେଲାଇଲାଣି କରୋନା । ଏହି ସମୟରେ ଆଗକୁ ପିଲାମାନଙ୍କ ଭବିଷ୍ୟତ ଏବଂ ପାଠପଢାକୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଗଲାଣି । ତେବେ ଏ ପ୍ରସଙ୍ଗରେ ନୂଆ SOP ଜାରି କରିଛନ୍ତି ଦିଲ୍ଲୀ…

ପୁରା ବିଶ୍ୱର ଫାର୍ମାସିରେ ପରିଣତ ହୋଇଛି ଭାରତ- ବୋରିସ ଜନସନ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଲେ ଖାସ୍ ଦୋସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଜି ଦିଲ୍ଲୀ ହାଇଦ୍ରାବାଦ୍ ହାଉସ୍ ରେ ଦ୍ୱପପାକ୍ଷିକ ଆଲୋଚନା କରିଛନ୍ତି । ଏହା ପରେ ଉଭୟେ ନେତା ଗଣମାଧ୍ୟମ ସହିତ ଆଲୋଚନା କରିଥିଲେ । ଏହି ସମୟରେ…

ମାଲକାନଗିରି ଗ୍ରସ୍ତରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଭିନ୍ନ ରେଳ ଲାଇନ୍ କାର୍ଯ୍ୟ ଅଗ୍ରଗତିର କଲେ ସମିକ୍ଷା

ମାଲକାନଗିରି ତା:- ୨୨/୦୪ ମାଲକାନଗିରି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ରେଳ,ଯୋଗାଯୋଗ, ଇଲକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆସି ଜିଲ୍ଲା ସଦର ମହକୁମା ଠାରେ ନୂତନ ମୁଖ୍ୟ…

CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍ ଜାରି, ଏଠାରେ କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ୨୦୨୨-୨୩ ବର୍ଷ ପାଇଁ ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍ ଜାରି କରିଛି । ଆସନ୍ତା ବର୍ଷରୁ ପୁଣିଥରେ ବୋର୍ଡ ପରୀକ୍ଷା ଗୋଟିଏ ସେମିଷ୍ଟାରରେ…

ଗ୍ରେନେଡ୍ ଆକ୍ରମଣ: ଜାମ୍ମୁରେ ଓଡ଼ିଆ CISF ଯବାନ ଆହତ!

ଜାମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଆଜି ସକାଳେ CISF ଯବାନଙ୍କ ବସ ଉପରକୁ ହୋଇଛି ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ଜଣେ CISF ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିରେ…

ସ୍କୁଲ ଡ୍ରେସ ପିନ୍ଧି କନଷ୍ଟେବଳ ପ୍ରେମିକ ରୁମରେ ପଶିଲେ ଯୁବତୀ: ରାସଲୀଳା କରୁଥିବା ବେଳେ ପହଞ୍ଚିଲେ ପତ୍ନୀ, ଆଉ ତା’ପରେ ….

ନୂଆଦିଲ୍ଲୀ: ଏସପି ବାସଭବନରେ ଡ୍ୟୁଟିରେ ଥିବା କନଷ୍ଟେବଳ ନିଜ ପ୍ରେମିକ ସହ ରାସଲୀଳା କରୁଥିବା ବେଳେ ଧରାପଡିଛନ୍ତି । ଗୁରୁବାର ଦିନ କନଷ୍ଟେବଳଙ୍କ ପତ୍ନୀ ନିଜ ଭାଇଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ…

ଭାରତରୁ ହଟିଯିବ ଗରିବୀ, ଫର୍ମୂଲା ଦେଲେ ଦେଶର ଧନୀବ୍ୟକ୍ତି ଗୌତମ ଅଦାନୀ

ନୂଆଦିଲ୍ଲୀ: ନିକଟରେ ଭାରତକୁ ନେଇ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟ ଆସିଥିଲା । ରିପୋର୍ଟରେ କୁହାଯାଇଥିଲା ଯେ, ୨୦୧୧ରୁ ୨୦୧୯ ମଧ୍ୟରେ ଭାରତରେ ଗରିବୀ ହାର ବହୁମାତ୍ରାରେ ହ୍ରାସ ପାଇଛି । ଏହି ଅବଧି ମଧ୍ୟରେ ଦେଶରେ…

ପୁଣି ଚିଟଫଣ୍ଡ ଠକେଇ ମାମଲାରେ ଫସିଲା ସାହାରା ଗ୍ରୁପ, ଗିରଫ କରିବାକୁ ସୁବ୍ରତ ରାୟଙ୍କ ସହ ଅନ୍ୟ ୧୪ ଜଣଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରୟଙ୍କର ପିଛା ବିବାଦ ଛାଡ଼ୁନି । ପୂର୍ବରୁ ଜମାକାରୀଙ୍କ ଅର୍ଥ ହେରଫେର ମାମଲାରେ ଜେଲ ଯାଇଥିବା ସୁବ୍ରତ ପୁଣି ଫସିଛନ୍ତି ଏକ ମାମଲାରେ । ସୁବ୍ରତଙ୍କ ନାମରେ ୱାରେଣ୍ଟ ଜାରି…

CISF ଯବାନଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଆଜି ସକାଳେ ସିଆଇଏସଏଫ୍ ଯବାନଙ୍କ ବସ ଉପରକୁ ହୋଇଛି ଆତଙ୍କବାଦୀ ଆକ୍ରମଣ । ଆଜି ଭୋରରୁ ୧୫ ଜଣ ସିଆଇଏସଏଫ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆତଙ୍କବାଦୀମାନେ ଗ୍ରେନେଡ…