fbpx
Browsing Category

ଦେଶ

କରୋନରୁ ମୁକ୍ତି ପାଇବା ପାଇଁ ଗୋ-ମୂତ୍ର ପାର୍ଟି

ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ମଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ସାବରକର, ଜେଏନୟୁ ଓ ରାହୁଲ ଗାନ୍ଧୀଙ୍କ ଉପରେ ତାଙ୍କର ବହୁ ବିବାଦୀୟ ବୟାନ…

ଜେଲରେ କଏଦୀଙ୍କ ଟିକଟକ୍ ଭିଡିଓ, ଫେସବୁକରେ ଭାଇରାଲ

ଯେଉଁ ଜେଲରେ କଏଦୀଙ୍କୁ କିଛି ବି ନେବାକୁ ନିଷେଧ ହୋଇଥାଏ, ସେଠାରେ ହତ୍ୟା ମାମଲାରେ ଦଣ୍ଡିତ ହୋଇଥିବା କଏଦୀମାନେ ଟିକଟକ୍ ଭିଡିଓ କରି ନିଜ ଫେସବୁକରେ ଅପଲୋଡ କରୁଛନ୍ତି । ଏଭଳି ଏକ ସମ୍ବେଦନଶୀଳ ମାମଲା ରାଜସ୍ଥାନର…

ଉନ୍ନାଓ ପୀଡିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ବିଧାୟକ କୁଲଦୀପଙ୍କୁ ୧୦ ବର୍ଷ ଜେଲ୍, ୧୦ ଲକ୍ଷ ଜୋରିମାନା

ଲକ୍ଷ୍ନୌ,୧୩ ।୩: ଉନ୍ନାଓ ବଳତ୍କାର ପୀଡିତାଙ୍କ ପିତାଙ୍କୁ ହତ୍ୟା ମାମଲାରେ ବିଜେପିର ପୂର୍ବ ବିଧାୟକ କୁଲଦୀପ ସିଂ ସେନଗାର ସମେତ ୭ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡର ଶୁଣାଣି ହୋଇଛି । ଦିଲ୍ଲୀର ଟିସ୍ ହଜାରୀ କୋର୍ଟ…

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । ବଢିବ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ?

ନୂଆଦିଲ୍ଲୀ,୧୩ ।୩: କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସିଏନବିସି ଆୱାଜ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ପୁନଃ ନିର୍ମାଣ…