Browsing Category
ଦେଶ
PF ଖାତାରେ ଜମାଟଙ୍କା ଉପରେ ଆପଣଙ୍କ ବ୍ୟତୀତ କାହାର ରହିଛି ହକ୍? ଏବେ ନିଜେ ବଦଳାଇପାରିବେ ନୋମିନି; ଜାଣନ୍ତୁ ପ୍ରକ୍ରିୟା
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖାସ୍ ସୁବିଧା ଆଣିଛି । ଏହି ଉପାୟରେ ଖାତାଧାରୀ ମାନେ ଖୁବ୍ ସହଜରେ ନୋମିନି ବଦଳାଇପାରିବେ । ଇପିଏଫଓ ସବ୍ ସ୍କ୍ରାଇବର୍ ବା…
ମହାଶିବରାତ୍ରି ଅବସରରେ ଉଜୈନରେ ଦୀପୋତ୍ସବର ବିଶ୍ୱ ରେକର୍ଡ, ୧୦ ମିନିଟରେ ଜଳିଲା ୧୧ ଲକ୍ଷ ୭୧ ହଜାର ଦୀପ, ଦେଖନ୍ତୁ ଫଟୋ
ନୂଆଦିଲ୍ଲୀ: ମହାଶିବରାତ୍ରୀ ଅବସରରେ ମହାକାଳ ନଗରୀ ଉଜୈନରେ ଚତୁର୍ଦ୍ଦିଗ ଦୀପରେ ଝଲମଲ କରୁଥିବା ଦେଖିବାକୁ ମିଳିଥିଲା । ଏଠାରେ ଗତକାଲି ଦୀପୋତ୍ସବର ବିଶ୍ୱ ରେକର୍ଡ ହୋଇଥିଲା । ମଙ୍ଗଳବାର ଦିନ ସନ୍ଧ୍ୟାରେ ୧୦ ମିନିଟ୍…
ଏବେ ବି ୟୁକ୍ରେନ ୱାର ଜୋନରେ ୪ ହଜାର ଭାରତୀୟ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ଏବେ ବି ୟୁକ୍ରେନ ୱାର ଜୋନରେ ଫସିଛନ୍ତି ୪ ହଜାର ଭାରତୀୟ । ଖାରକିଭ ଓ ସୁମିରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଛନ୍ତି । ଆଉ ୪ ହଜାର ଭାରତୀୟ ୟୁକ୍ରେନର…
ଗୋଟିଏ ରାତିରେ ୩ଜଣ ନିର୍ମମ ହତ୍ୟା, ସିଏନଜି ପମ୍ପ ପାଖରେ ମିଳିଲା ମୃତଦେହ
ଗୁରୁଗାଓଁ : ଗୁରୁଗାଓଁରେ ଥିବା ଏକ ସିଏନଜି ପମ୍ପରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତ ବିଳମ୍ବିତ ରାତିରେ ତିନିଜଣଙ୍କୁ ଛୁରି ଭୁଷି ଅତି ନିର୍ମମଭାବେ ହତ୍ୟା କରାଯାଇଛି । ଦିଲ୍ଲୀ-ଗୁରୁଗାଓଁ ଏକ୍ସପ୍ରେସ୍ ୱେରେ…
JEE Main ୨୦୨୨: ଘୋଷଣା ହେଲା ପରୀକ୍ଷା ତାରିଖ, ଜାଣନ୍ତୁ ପଞ୍ଜୀକରଣ ପ୍ରକ୍ରିୟା
ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ଆରମ୍ଭ ହୋଇଯାଇଛି ପଞ୍ଜୀକରଣ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ମଙ୍ଗଳବାର ଏହି ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନଟିଏର ଆଧିକାରିକ ୱେବସାଇଟକୁ ଯାଇ ଏ ସମ୍ପର୍କରେ ସମ୍ପୂର୍ଣ୍ଣ…
୧୯୯୯ ଟଙ୍କାରେ ମିଳିବ ମୁଦ୍ରା ଲୋନ୍: ଜାଣନ୍ତୁ ଭାଇରାଲ ଖବର ପଛର ସତ୍ୟତା
ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଘର ଏବଂ ରାସନ ପରି ବିଭିନ୍ନ ଯୋଜନା ରହିଛି ଯାହାଦ୍ୱାରା ସାଧାରଣ ଲୋକ ଉପକୃତ ହେଉଛନ୍ତି ।…
ସୁନାରେ ଛାଉଣୀ ହେବ କାଶୀ ବିଶ୍ୱନାଥ ମନ୍ଦିର: ଦାନରେ ମିଳିଲା ୩୦ କୋଟି ଟଙ୍କାର ସୁନା
ନୂଆଦିଲ୍ଲୀ: ସୁନାରେ ଛାଉଣୀ ହେଇଯିବ କାଶୀ ବିଶ୍ୱନାଥ ମନ୍ଦିର । ମନ୍ଦିରକୁ ସୁନାରେ ଛାଉଣୀ କରିବା ପାଇଁ ଜଣେ ଭକ୍ତ ଦାନ କରିଛନ୍ତି ୬୦ କିଗ୍ରାର ସୁନା । ଏହି ସୁନାର ମୂଲ୍ୟ ୩୦ କୋଟି ଟଙ୍କା ହୋଇଥିବା ବେଳେ ଭକ୍ତ ଜଣଙ୍କ…
ବାରମ୍ବାର ହେଉଥିଲା ଟ୍ରାନ୍ସଫର୍: ଜଜଙ୍କ କ୍ୟାବିନରେ ପଶି ଆକ୍ରମଣ କଲା ଯୁବକ, ତା ପରେ କଣ ହେଲା ଜାଣନ୍ତୁ
ନୂଆଦିଲ୍ଳୀ: ବାରମ୍ବାର ବଦଳି ହେଉଥିବା କାରଣରୁ ତାମିଲନାଡୁ କୋର୍ଟର ଜଜଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଜନୈକ କ୍ଲର୍କ । ବିଗତ କିଛି ମାସ ମଧ୍ୟରେ ଅଫିସ୍ ଆସିଷ୍ଟାଣ୍ଟ ଭାବରେ କାମ କରନ୍ତି । ତାମିଲନାଡୁର ସାଲେମ…
ଦେହଜୀବୀଙ୍କ ତାଲିକା ପୁନର୍ବାର ପ୍ରସ୍ତୁତ କର: ବିରକ୍ତି ପ୍ରକାଶ କରିବା ସହିତ ସମସ୍ତ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଳୀ:ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦେହଜୀବୀମାନଙ୍କ ତାଲିକା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଅଧିକାଂଶ ଦେହଜୀବୀଙ୍କ ପରିଚୟପତ୍ର ନଥିବାରୁ ସେମାନେ ରାସନ ପାଇବାରୁ ବଂଚିତ…
ପରିବେଶ ପରିବର୍ତ୍ତନ ପାଇଁ ଭାରତକୁ ମାଡି ଆସୁଛି ବଡ ବିପଦ: ପ୍ରଭାବିତ ହେବେ ୫ କୋଟି ଲୋକ
ନୂଆଦିଲ୍ଲୀ : ଭାରତକୁ ଏକ ବଡ଼ ବିପଦ ମାଡ଼ି ଆସୁଛି । ଜଳବାୟୂ ପରିବର୍ତନ ଯୋଗୁଁ ଭାରତ ଏକ ବଡ଼ ସଂକଟ ଦେଇ ଗତି କରିବାର ଆଶଙ୍କା ରହିଛି । ଯାହାକୁ ନେଇ ଏବେ ପରିବେଶବିତମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ।
ରିପୋର୍ଟ…