fbpx
Browsing Category

ଦେଶ

ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ

ନୂଆଦିଲ୍ଲୀ, ୮ା୮: ଦେଶର ନୂଆ ସିଏଜି ଭାବେ ଶପଥ ଗ୍ରହଣ କରିଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ । ଓଡ଼ିଆ ଆଇଏଏସ ଅଫିସର ଗିରୀଶ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

କେରଳ, ୮ା୮: କେରଳରେ ଗତକାଲି ଏୟାର ଇଣ୍ଡିଆ ବିମାନର କ୍ରାସ ଲ୍ୟାଣ୍ଡିଂ ହୋଇଥିଲା । ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୧୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ବିମାନରେ ଥିବା ୧୨୧ ଯାତ୍ରୀ ଆହତ ହୋଇଛନ୍ତି ଓ ୧୫ଜଣ ଗୁରୁତର…

୨୪ଘଣ୍ଟାରେ ୬୧,୫୩୭ ଆକ୍ରାନ୍ତ ଚିହ୍ନଟ ଓ ୯୩୩ ଜଣ ମୃତ

ନୂଆଦିଲ୍ଲୀ, ୮ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୧,୫୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

ଏୟାର ଇଣ୍ଡିଆ ବିମାନର କ୍ରାସ୍‌ ଲ୍ୟାଣ୍ଡିଂ

କେରଳ,୭/୮: କେରଳରେ ଏୟାର ଇଣ୍ଡିଆ ବିମାନ ଲ୍ୟାଣ୍ଡିଂ ବେଳେ କ୍ରାସ୍‌ ହୋଇ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ପାଇଲଟ ଓ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ବିମାନଟି ଦୁବାଇରୁ ୧୮୦…

ଭାରତରେ ହେବ ଟି-୨୦ କ୍ରିକେଟ ବିଶ୍ୱକପ୍

ନୂଆଦିଲ୍ଲୀ,୭ ।୮: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୧ରେ ଭାରତରେ ହେବ ଟି-୨୦ କ୍ରିକେଟ ବିଶ୍ୱକପ୍ । ଚଳିତ ବର୍ଷ ବାତିଲ ହୋଇଥିବା ବିଶ୍ୱକପ୍ ଆସନ୍ତାବର୍ଷ ହେବ ବୋଲି ଜଣାପଡିଛି ।