fbpx
Browsing Category

ଦେଶ

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଆଜି ରାତି ୧୨ଟାରୁ ୨୧ ଦିନ ପର୍ଯ୍ୟନ୍ତ ସମଗ୍ର ଦେଶ ଲକ୍-ଡାଉନ୍

ନୂଆଦିଲ୍ଲୀ,୨୪ ।୩: କରୋନା ଭାଇରସ ପ୍ରସଙ୍ଗରେ ଦେଶବାସୀଙ୍କୁ ଦ୍ୱିତୀୟ ଥର ପାଇଁ ସମ୍ବୋଧନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କ ଧନ୍ୟବାଦ ଜଣାଇବା ସହ କରୋନାକୁ…

କରୋନା ଭାଇରସ୍: ପରୀକ୍ଷା ପାଇଁ ବଢିଲା ଲ୍ୟାବ୍

ନୂଆଦିଲ୍ଲୀ,୨୪ ।୩: କରୋନା ପରୀକ୍ଷା ପାଇଁ ଦେଶରେ ୧୧୮ଟି ସରକାରୀ ଲ୍ୟାବରେ ସୁବିଧା ହୋଇଛି । ଆଇସିଏମଆର ନେଟୱାର୍କ ଅଧୀନରେ ଏହି ଲ୍ୟାବରେ ପରୀକ୍ଷଣର ସୁବିଧା ରହିବ । ଏହା ମାଧ୍ୟମରେ ଗୋଟିଏ ଦିନରେ ୧୨ ହଜାର ନମୁନା…

ଦିଲ୍ଲୀରେ ଆଜିଠୁ ଲାଗୁ ହେଲା କର୍ଫ୍ୟୁ

ନୂଆଦିଲ୍ଲୀ, ୨୪ା୩: ସାରା ବିଶ୍ୱରେ କରୋନା ନେଇ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନା ସତର୍କତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।…

ଏଟିଏମ୍ ଉଠାଣ ୩ ମାସ ମାଗଣା, ଅସୀମିତ ଥର ଉଠାଇଲେ କଟିବନି ଟଙ୍କା

ନୂଆଦିଲ୍ଲୀ,୨୪ ।୩: କରୋନା ଭାଇରସ୍ ପାଇଁ ୩ ମାସ ଯାଏଁ ଡେବିଟ୍ କାର୍ଡ ଉଠାଣ ମାଗଣା ହୋଇଛି । ଏଣିକି ଯେକୌଣସି ବ୍ୟାଙ୍କର ଏଟିଏମରୁ ଅସୀମିତ ଥର ଉଠାଇହେବ ଟଙ୍କା । କୌଣସି ବ୍ୟାଙ୍କରେ ରହିବନି ସର୍ବନିମ୍ନ ଜମା କଟକଣା ।…

ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା, ବଢ଼ିଲା ଆଇଟିଆର ଦାଖଲ ଅବଧି

ନୂଆଦିଲ୍ଲୀ, ୨୪ା୩: ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । କରୋନା ମୁକାବିଲା ପାଇଁ ଲକ୍ ଡାଉନ ଜରୁରୀ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…