Browsing Category

ଦେଶ

ପାକିସ୍ତାନରେ ମହାରାଜା ରଣଜିତ୍‌ ସିଂହଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜ, ତେହରିକ୍‌-ଇ-ଲାବାକ୍‌ ସଂଗଠନ ଏହି କାଣ୍ଡ ଘଟାଇଥିବା ସନ୍ଦେହ

ଲାହୋର: ପାକିସ୍ତାନରେ ଭାରତୀୟ ଇତିହାସ ସହିତ ଜଡିତ ପ୍ରତୀକ ଉପରେ ଆକ୍ରମଣ ହୋଇଛି । ଲାହୋରରେ ମହାରାଜା ରଣଜୀତ ସିଂହଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା ନେଇ ସାମ୍ନାକୁ ଆସିଛି ଖବର । ତେହରିକ୍‌-ଇ-ଲାବାକ୍‌ ପାକିସ୍ତାନ…

PhDରେ ଫେଲ୍ କରିଦେବାର ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୋଗ ପରେ ଏବେ ଜେଲରେ ଚକି ପେଷିଲେ Professor

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଛାତ୍ରୀ ଜଣେ ପ୍ରଫେସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କୁ ପିଏଚଡିରେ ଫେଲ୍ କରିଦେବାର ଧମକ ଦେଇ ପ୍ରଫେସର ତାଙ୍କର ଯୌନ ଶୋଷଣ କରିଥିଲେ । ଜବଲପୁରର ରାଣୀ…

ଭାରତ-ପାକ୍ ଯୁଦ୍ଧ ଅକ୍ଟୋବରରରେ; ଜାଣନ୍ତୁ କେମିତି ଚାଲିଛି ପ୍ରସ୍ତୁତି…

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣିଥରେ ଯୁଦ୍ଧ ହେବ। ଆଉ ଏହି ଲଢେଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ। ଗତ ଯୁଦ୍ଧରେ ହାରିଥିଲା ପାକ୍ ଆଉ ଏଥର ବି ମାଟି ଚଟାଇବାକୁ ପ୍ରସ୍ତୁତ ହେଉଛି ଭାରତ। ଲଢେଇ ଆସନ୍ତା…

କରୀନାଙ୍କ ୩ୟ ସନ୍ତାନକୁ ଦେଖି ମୁଣ୍ଡରେ ହାତ ଦେଲେଣି ସବୁ; ଆପଣ ଦେଖି ନିଅନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ବେଗମ୍ କରୀନା। ହଁ କରୀନା କପୁର୍ ଖାନ୍। ସୈଫ୍ ଙ୍କ ସହ ଦାମ୍ପତ୍ୟ ଜୀବନରେ ପାଇଲେଣି ୩ଟି ସନ୍ତାନ। ହଁ... ଆପଣ ତାଙ୍କ ୨ୟ ସନ୍ତାନର ମୁହଁ ସୋସିଆଲ୍ ମିଡିଆରେ ଦେଖୁ ଦେଖୁ ଜମାରୁ ୩ୟ ସନ୍ତାନ କଥା…

ରୀତିନୀତି ସହ ପୂଜା ପାଉଛନ୍ତି Narendra Modi; ଗାନ ହେଉଛି ମୋଦୀ ଚାଳିଶା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି ଜଣେ ବିଜେପି କର୍ମୀ । ପୁଣେର ଅନୁଧ ଅଞ୍ଚଳରେ ଜଣେ କର୍ମୀ ମୋଦୀଙ୍କ ପାଇଁ ଏହି ମନ୍ଦିରଟି ନିର୍ମାଣ କରିଛନ୍ତି । ଏହି ମନ୍ଦିର…

ରାଜ୍ୟପାଳଙ୍କ ଗାଡି ଉପରକୁ ଆକ୍ରମଣ

ନୂଆଦିଲ୍ଲୀ: ମେଘାଳୟର ରାଜ୍ୟପାଳଙ୍କ ଗାଡି ଉପରକୁ ହୋଇଛି ଆକ୍ରମଣ । ରାଜ୍ୟପାଳ ସତ୍ୟପାଲ ମଲିକ ମେଘାଳୟ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜରାପଡିଛି । ଗୌହାଟୀ ବିମାନ ବନ୍ଦରରୁ ଓହ୍ଲାଇ ମେଘାଳୟ ଅଭିମୁଖେ…

ISIS ଲିଙ୍କରେ ୨ ମହିଳାଙ୍କୁ ଗିରଫ କଲା NIA; ସମାଜସେବା ନାମରେ କରୁଥିଲେ ପ୍ରଚାର

ନୂଆଦିଲ୍ଲୀ: ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । କେରଳରୁ ଏହି ଦୁଇ ମହିଳାଙ୍କୁ ଆଇ ଏସ ଲିଙ୍କ ପାଇଁ ମଙ୍ଗଳବାର ଗିରଫ କରିଛି ଏନଆଇଏ । କନ୍ନୁରର ଏହି…

ଆଫଗାନ୍ ଅବସ୍ଥା ଦେଖି ଅର୍ଶୀ ଖାନ୍ ମର୍ମାହତ, ଜନ୍ମିଥିଲେ ସେଠାରେ; କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସାରା ବିଶ୍ୱରେ ଏବେ ଗୋଟିଏ ଚର୍ଚ୍ଚା-ଆଫଗାନିସ୍ତାନ ଓ ତାଲିବାନ । କଳେ-ବଳେ-କୌଶଳେ ଉକ୍ତ ଦେଶକୁ କାବୁ କରିବା ପରେ ଆତଙ୍କୀ ତାଲିବାନୀଙ୍କ ରୁଲ୍ ଆଉ ରାଜ୍ ଆରମ୍ଭ ହୋଇଯାଇଛି । ମୌଳବାଦୀ ଚିନ୍ତାର…

ଦେଶକୁ ଅଲିମ୍ପିକ୍ସ ପଦକ ଉପହାର ଦେଇଛନ୍ତି ନବୀନ ପଟ୍ଟନାୟକ: ମନପ୍ରୀତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓରେ ଇତିହାସ ରଚି ଫେରିଥିବା ଭାରତୀୟ ହକି ଦଳକୁ ସମ୍ମାନିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ପହଞ୍ଚିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳକୁ…

ଆଫଗାନିସ୍ତାନର ରାଷ୍ଟ୍ରପତି ହେଲେ ଅମରୁଲ୍ଲା ସଲେହ

ନୂଆଦିଲ୍ଳୀ: ତାଲିବାନ ଶାସନ କ୍ଷମତା ଅକ୍ତିଆର କରିବା ପରେ ଦେଶ ଛାଡି ପଳାୟନ କରିଥିଲେ ରାଷ୍ଟ୍ରପତି ଅଶ୍ରଫ୍ ଘନି । ଘନି ଦେଶ ଛାଡି ବିଦାୟ ନେବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବରେ ନିଜକୁ ଘୋଷଣା କରିଛନ୍ତି…