Browsing Category
ଦେଶ
ପାକର ବିଷବୋଳା ବେନଟ୍ ବି ପରାସ୍ତ କରିପାରିଲାନି ବୀର ବିପିନଙ୍କୁ, ଜାଣନ୍ତୁ ପୂରା ଘଟଣା
ଓଡ଼ିଶା ଭାସ୍କର ବ୍ୟୁରୋ: କୁହନି ଆଉ ସେ କାର୍ଗିଲ୍ କଥା । ଥରି ଯାଉଛି ଦେହ । ମନରେ ପଶି ଯାଉଛି ଛନକା । ଏମିତି ଆଉ କାହା ଜୀବନରେ ନଆସୁ । ଆମକୁ ସୁରକ୍ଷାର ଅଭେଦ୍ୟ ବଳୟ ଦେଇଆସୁଥିବା ଏ ଦେଶର ବୀର ଯବାନମାନେ ସର୍ବଦା…
ଏପରି ଜଳପ୍ରପାତ ଯାହା ଭୂମିକୁ ସ୍ପର୍ଶ କରିନଥାଏ, ବାୟୁ ମଧ୍ୟରେ ହିଁ ରହିଥାଏ, ଜାଣନ୍ତୁ ଏହାର କାରଣ
ପ୍ରାକୃତିକ ସମ୍ପଦରେ ଭାରତବର୍ଷ ପରିପୂର୍ଣ୍ଣ । ଦେଶର ବିଭିନ୍ନ ସ୍ଥାନରେ ପାହାଡ଼, ଝରଣାର ପ୍ରାକୃତିକ ଦୃଶ୍ୟ ସାଧାରଣ ଲୋକଙ୍କୁ ଆକର୍ଷିତ କରିଥାଏ । ଯଦି ଆମେ ଜଳପ୍ରପାତ କଥା କହିବା, ତାହା ସଭିଙ୍କୁ ଆକର୍ଷିତ କରିଥାଏ ।…
ପିଏମ ମୋଦୀ ଲଞ୍ଚ କଲେ ନୂଆ Vehicle Scrappage Policy, ପୁରୁଣା କାର ବିକିଲେ ମିଳିବ ଏହି ଫାଇଦା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ Vehicle Scrappage Policy ଆଜି ଲଞ୍ଚ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଗୁଜୁରାଟର ନିବେଶକ ସମ୍ମିଳନୀରେ ଏହି ପଲିସିର ଲଞ୍ଚ କରିଛନ୍ତି । ୨୦୨୧…
ଘରେ ବସି ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ସୁବର୍ଣ୍ଣ ସୁଯୋଗ, ଅଗଷ୍ଟ ୧୫ ଶେଷ ତାରିଖ; ଜାଣନ୍ତୁ କଣ ରହିଛି ପ୍ରକ୍ରିୟା
ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ମୋଦୀ ସରକାର ଆଣିଛନ୍ତି ସୁବର୍ଣ୍ଣ ସୁଯୋଗ । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ ୧୫ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ଜିତିବାର ଏକ ସୁଯୋଗ ଦେଉଛନ୍ତି…
ବାପାଙ୍କ ଲାପଟପରୁ ପ୍ରଧାନମନ୍ତ୍ରୀଙ୍କୁ ଇ-ମେଲ୍ ପଠାଇଲା ୧୦ ବର୍ଷୀୟା ବାଳିକା, ଆଉ ତା’ପରେ….
ନୂଆଦିଲ୍ଲୀ: ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ କିଏ ବା ନ ଚାହିଁବ । ସଂସଦ ଭବନ ଦେଖିବା ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଗୋଟିଏ ୧୦ ବର୍ଷୀୟା ବାଳିକା ମଧ୍ୟ ଏପରି ଏକ ସ୍ୱପ୍ନ ଦେଖିଥିଲା । ଏହି…
ଖୁସି ଖବର: ଆସନ୍ତା ମାସରେ ଉପଲବ୍ଧ ହେବ ସିଙ୍ଗଲ୍ ଡୋଜ୍ ଟିକା, ଜାଣନ୍ତୁ କେତେ ରହିଛି ମୂଲ୍ୟ
ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ୍ ପରେ ଭାରତ ସରକାର ସ୍ପୁଟନିକ ଲାଇଟକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ଜଣାପଡ଼ିଛି । ଆସନ୍ତା ମାସରୁ ଦେଶରେ ଏହାର ବିତରଣ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…
EMIରେ ମିଳୁଛି ଗୋବର ଘସି ଠାରୁ ଆରମ୍ଭ କରି ବେଲ ଓ ଆମ୍ବପତ୍ର, ଦାମ୍ ଜାଣିଲେ ହୋଇଯିବେ ତାଜୁବ୍
ନୂଆଦିଲ୍ଲୀ: ଇଏମଆଇରେ ଘର, କାର୍, ବାଇକ୍, ଟିଭି, ଫ୍ରିଜ୍, ମୋବଇଲ୍ ଫୋନ୍ ଆଦି ଖୁବ୍ ସହଜରେ ମିଳିଯାଉଛି । ହେଲେ କଣ ଆପଣ ମାନେ ଜାଣିଛନ୍ତି ପୂଜାପାଠ ପାଇଁ ବ୍ୟବହାର କରାଯାଉଥିବା ଗାଈ ଗୋବର, ବେଲପତ୍ର, ଆମ୍ବ ପତ୍ର ଆଦି…
ବିରଳ ପ୍ରସବ: ଗର୍ଭାଶୟ ବଦଳରେ ପେଟର ଗହ୍ୱରରୁ ଜନ୍ମ ନେଲା ଶିଶୁ
ନୂଆଦିଲ୍ଲୀ: ସାଧାରଣତଃ ଶିଶୁର ଜନ୍ମ ଗର୍ଭାଶୟରୁ ହୋଇଥାଏ । ଜନ୍ମ ସମୟରେ ଗର୍ଭାଶୟରେ ଶିଶୁଟି ଧୀରେ ଧୀରେ ବଢ଼ିଥାଏ । କିନ୍ତୁ ଏପରି ଏକ ମାମଲା ସାମନାକୁ ଆସିଛି ଯେଉଁଥିରେ ନବଜାତ ଶିଶୁଟି ଗର୍ଭାଶୟ ନୂହେଁ ବରଂ ପେଟର…
ଦୁହିଁଙ୍କର ମନ ଥିଲା ଏକ, ସଂସଦରେ ପୋଷାକର ରଙ୍ଗ ବି ଥିଲା ଏକ: ତେବେ କ’ଣ ଥିଲା କାରଣ, ୧୬ ବର୍ଷର ବନ୍ଧୁତାକୁ କୁଠାରଘାତ କରି ବିଜେପିର ହାତ…
ନୂଆଦିଲ୍ଲୀ: କୁହାଯାଏ- ରାଜନୀତିର ପାଣି କେତେବେଳେ କୁଆଡ଼େ ଯିବ ତାହା କହିହେବନି । ଆଜି ଯିଏ କ୍ଷମତାରେ ଅଛି, ଆସନ୍ତାକାଲି ହୁଏତ ସିଏ ହଟିପାରେ । ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ, ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର…
ଏହି ୭ଟି ସରକାରୀ କମ୍ପାନୀ ହୋଇଯିବ ପ୍ରାଇଭେଟ୍: CII ବୈଠକରେ ଘୋଷଣା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିନିଯୋଗ କାର୍ଯ୍ୟକ୍ରମ ଦେଶରେ ଆଗକୁ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଶିଳ୍ପ ପରିସଂଘ (ସିଆଇଆଇ)ର ବାର୍ଷିକ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…