Browsing Category
ଦେଶ ବିଦେଶ
ଠପ୍ ହେଲା IRCTCର ୱେବସାଇଟ୍: ଆଗାମୀ ଏକ ଘଣ୍ଟା ପାଇଁ ଟିକେଟ୍ ବୁକିଂ ବନ୍ଦ
ନୂଆଦିଲ୍ଲୀ: ଆଇଆରସିଟିସି ୱେବସାଇଟ୍ ଆସନ୍ତା ଏକ ଘଣ୍ଟା ପାଇଁ ଠପ୍ ହୋଇଯାଇଛି । ଏହି କାରଣରୁ ରେଳ ଟିକେଟ ବୁକିଂ କରିବା ସମ୍ଭବ ହେଉନାହିଁ । ଏହି କାରଣରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଠୁ ବଡ କଥା…
ପାଖରେ ନ ଥିଲା ଆମ୍ବୁଲାନ୍ସ ଭଡ଼ା, ଟାକ୍ସିରେ ଭାଇର ଶବକୁ ବାନ୍ଧି ଘରକୁ ଆଣିଲା ଭଉଣୀ… ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଉତ୍ତରାଖଣ୍ଡ: ଘରୋଇ ଆମ୍ବୁଲାନ୍ସ ଖର୍ଚ୍ଚ ଭରଣ କରିବାକୁ ଅସମର୍ଥ ଭଉଣୀ ଭାଇର ଶବକୁ ଟାକ୍ସି ଛାତରେ ବାନ୍ଧି ୧୯୫ କିଲୋମିଟର ଦୂର ଘରକୁ ନେଇଛି । ଯୁବତୀଙ୍କ ଘର ଉତ୍ତରାଖଣ୍ଡ ପିଥୋରାଗଢ଼ ଜିଲାରେ । ଘଟଣା ସମ୍ପର୍କରେ…
Breaking: ପଶ୍ଚିମବଙ୍ଗରେ ଦେଶୀ ବୋମା ବିସ୍ଫୋରଣ, ଚାଲିଗଲା ୩ ଜଣଙ୍କ ଜୀବନ
କୋଲକାତା: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଦେଶୀ ବୋମା ଭିଡ଼ିବାବେଳେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଘର ମାଲିକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ…
କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ଦେଇଥିଲେ ହତ୍ୟା ଧମକ, ଜଣାପଡ଼ିଲା କାରଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ନେଇ ନିକଟରେ ମୁମ୍ବାଇ ପୋଲିସକୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା । ଏହି ଖବର ମିିଳିବା ପରେ ମୁମ୍ବାଇ ପୋଲିସ ହାଇ ଆଲର୍ଟ ମୋଡକୁ ଆସିଥିଲା । ପରେ…
(Video) ଅଧାରେ ରହିଗଲା ଫ୍ଲାଇଟ ହାଇଜ୍ୟାକ୍ ସ୍ୱପ୍ନ: ଯୁବକକୁ ଧରିନେଲେ ଅଫିସର
ନୂଆଦିଲ୍ଲୀ: କଥାରେ ଅଛି, ‘ବିଛା ମନ୍ତ୍ର ନ ଜାଣି ସାପ ଲାଞ୍ଜରେ ହାତ ମାରିବା ଭଲ ନୁହେଁ...’ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି । ଏକ ଫ୍ଲାଇଟକୁ ହାଇଜ୍ୟାକ କରିବା ପାଇଁ ଚେଷ୍ଟ କରୁଥିବା ବେଳେ ଧରା…
ବର ବଦଳରେ କନିଆଁ ଘୋଡ଼ାରେ ବସି ଗଲେ ବାହାହେବାକୁ , ରାସ୍ତାରେ ଭିଡ଼ କହିଲେ ନ ସରେ
ମହାରାଜଗଞ୍ଜ: ଦେଶର କୋଣ ଅନୁକୋଣରେ ପୂଜା ପାଠ ହେଉ ଅବା ବିବାହ, ବ୍ରତଘର, ଏ ସବୁ ପାଳନ କରିବାର ଅଲଗା ରୀତିନିତି ରହିଛି । ସବୁ ସ୍ଥାରେ ଅଳ୍ପେବହୁତେ କିଛିଟା ଭିନ୍ନ ଜିନିଷ ଦେଖିବାକୁ ମିଳେ । ବେଳେବେଳେ ଏମିତି କିଛି…
ସକାଳୁ ସକାଳୁ ରାଜଧାନୀର ୪୦ ସ୍କୁଲକୁ ବୋମାରେ ଉଡାଇଦେବାର ଧମକ, ଛାତ୍ରଛାତ୍ରୀଙ୍କୁ ଘରକୁ ପଠେଇଦେଲେ କର୍ତ୍ତୃପକ୍ଷ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ୪୦ ଟି ସ୍କୁଲକୁ ବୋମା ଧମକ ମିଳିଛି । ଡିପିଏସ୍ ଆରକେ ପୁରମ, ଜିଡି ଗୋଏଙ୍କା ସ୍କୁଲ ସମେତ ୪୦ ସ୍କୁଲକୁ ସକାଳୁ ସକାଳୁ ଧମକପୂର୍ଣ୍ଣ ମେଲ୍ ପଠାଇଛି ଦୁର୍ବୃତ୍ତ । ମେଲରେ ସ୍କୁଲକୁ ବୋମାରେ…
ରୁଷରେ ଆଶ୍ରୟ ନେଲେ ସିରିଆ ରାଷ୍ଟ୍ରପତି, ରାଷ୍ଟ୍ରପତି ଭବନରେ ପ୍ରବେଶ କଲେ ବିଦ୍ରୋହୀ
ନୂଆଦିଲ୍ଲୀ: ବର୍ତ୍ତମାନ ସିରିଆରେ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଛି । ବିଦ୍ରୋହୀ ଗୋଷ୍ଠୀ ସିରିଆ ସରକାରଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି । ଏଭଳି ପରିସ୍ଥିତିରେ ସିରିଆ ରାଷ୍ଟ୍ରପତି ବଶର୍ ଅଲ୍ ଅସଦ ଦାମାସ୍କସ ଛାଡ଼ି…
‘ରାକ୍ଷୀ’ର ମାନ ରଖିବାକୁ ଭଉଣୀର ଅଗ୍ନିପରୀକ୍ଷା! ଅର୍ଥାଭାବ କାରଣରୁ ଛୋଟ ଭାଇର ଶବକୁ ଟ୍ୟାକ୍ସିର ଛାତ ଉପରେ ବାନ୍ଧି ୧୯୫ କିମି ପର୍ଯ୍ୟନ୍ତ…
ନୂଆଦିଲ୍ଲୀ: ଭାଇ-ଭଉଣୀଙ୍କର ରାକ୍ଷୀର ଅତୁଟ ବନ୍ଧନ ଯୁଗ ଯୁଗ ଧର ରହି ଆସିଛି । ପବିତ୍ର ‘ରକ୍ଷା ବନ୍ଧନ’ରେ ଭଉଣୀ ତା’ର ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଏହାର ବଦଳରେ ଭାଇ ସାରା ଜୀବନ ପାଇଁ ଭଉଣୀର ସୁରକ୍ଷା କରିବାକୁ…
ଫଡନବିସଙ୍କ ଶପଥ କାର୍ଯ୍ୟକ୍ରମରେ ୧୨ ଲକ୍ଷ ଟଙ୍କାର ଚୋରୀ, ଲୁଟେରାଙ୍କୁ ଖୋଜୁଛି କ୍ରାଇମ ବ୍ରାଞ୍ଚ
ମୁମ୍ବାଇ: ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭାଜପାର ଦେବେନ୍ଦ୍ର ଫଡନବିସ । ରାଜ୍ୟରେ ମହାୟୁତି ସରକାର ପକ୍ଷରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହ ଗତ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ଗଣମାଧ୍ୟମ…