Browsing Category

ଦେଶ ବିଦେଶ

ଯାତ୍ରୀଙ୍କ ନାକରୁ ବହୁଛି ରକ୍ତ, କାନରେ ହେଉଛି ଯନ୍ତ୍ରଣା: ଫ୍ଲାଇଟ ଭିତରେ ଭୟରେ ପାସେଞ୍ଜର

ନୂଆଦିଲ୍ଲୀ: ତାଇବାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା କୋରିୟାନ ଏୟାରର ବିମାନରେ ଭୟାବହ ପରିସ୍ଥିତିରେ ଥିବା ଦେଖିବାକୁ ମିଳିଛି । ବିମାନରେ ଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା ।…

ଅଯୋଧ୍ୟା ରାମ ମନ୍ଦିର ଛାତରୁ କାହିଁକି ପଡୁଛି ପାଣି ? ସାମ୍ନାକୁ ଆସିଲା କାରଣ, ମାସକ ମଧ୍ୟରେ ହେବ ସମାଧାନ

ନୂଆଦିଲ୍ଲୀ: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମମନ୍ଦିର ହେବାର ଅନେକ ଦିନ ହୋଇଗଲାଣି । ଏହା ଭିତରେ ଦେଖିବାକୁ ମିଳିଛି ଏକ ବଡ ସମସ୍ୟା । ମୌସୁମୀର ପ୍ରଥମ ବର୍ଷାରେ ମନ୍ଦିରର ଛାତରୁ ପାଣି ଲିକେଜ୍…

୨୫ ଜୁନ୍, ୧୯୭୫… ଭାରତୀୟ ଲୋକତନ୍ତ୍ରର କଳା ଦିବସ: ପ୍ରଧାନମନ୍ତ୍ରୀଙ୍କ National Emegency ଘୋଷଣା

ଓଡ଼ିଶା ଭାସ୍କର: ଭାରତୀୟ ଲୋକତନ୍ତ୍ର ଇତିହାସରେ ୧୯୭୫ ମସିହା ଜୁନ୍ ୨୫ ତାରିଖକୁ ଏକ କଳା ଦିବସ ବୋଲି କୁହାଯାଇଛି । ଏହିଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ‘National Emegency(ଜରୁରୀକାଳୀନ…

‘Deepfake’ ଭିଡିଓରେ କ୍ରିପ୍ଟୋ ସ୍କାମକୁ ପ୍ରୋତ୍ସାହିତ କରୁଛନ୍ତି ଏଲନ ମସ୍କ, ପରେ ଘଟିଲା ଏହା..

ନୂଆଦିଲ୍ଲୀ: ବର୍ତ୍ତମାନ ଡିପଫେକକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ହେଲେ ଏହି ଚର୍ଚ୍ଚା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କିଛିଦିନ ତଳେ ସେଲିବ୍ରିଟିମାନଙ୍କର ଡିପଫେକ ଭିଡିଓ ଖୁବ ଜୋରରେ ଭାଇରାଲ ହେଉଥିଲା । ଏହା…

ସଂସଦ ଅଧିବେଶନ ୨୦୨୪: ରାଜନାଥ ସିଂଙ୍କ ଅଫିସରେ ହେବ ବୈଠକ, ବାଚସ୍ପତିଙ୍କ ନିର୍ବାଚନରେ ସହମତି ପାଇଁ ମଲ୍ଲିକାର୍ଜୁନ ଖଡଗେଙ୍କୁ ମାଗିବେ ସହମତି

ଓଡିଶା ଭାସ୍କର: ୧୮ ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଙ୍ଗାମା ଦେଖିବାକୁ ମିଳିପାରେ । କଂଗ୍ରେସ ସହ ଅନ୍ୟ ବିପକ୍ଷୀ ନିଟ ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପାରନ୍ତି ।…

କୋଟାରେ କଂଗ୍ରେସର ବିକ୍ଷୋଭ, ପିସିସି ମୁଖ୍ୟ ଗୋବିନ୍ଦ ଡୋଟାସରା, ଟିକାରାମ ଜୁଲି ଭଳି  ବିଧାୟକଙ୍କ ନାମରେ ମାମଲା

ରାଜସ୍ଥାନ: ରାଜସ୍ଥାନସ୍ଥିତ କୋଟାରେ ହୋଇଥିବା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ମାମଲାରେ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ନେତା ପ୍ରତିପକ୍ଷ ଟିକାରାମ ଜୁଲିଙ୍କ…

ଶସ୍ତାରେ ମିଳୁଛି ସାମସଙ୍ଗର ବ୍ରାଣ୍ଡେଡ୍ ମୋବାଇଲ, ଜାଣନ୍ତୁ ଏହା କେଉଁଠି ……..

ଭୁବନେଶ୍ୱର: ଆମାଜନ ଆଣିଲା ବମ୍ପର ଅଫର ସାମସଙ୍ଗ ମୋବାଇଲ କିଣିଲେ ପାଇବେ ବିଶେଷ ରିହାତି । ଏବେ ଆମାଜନ ୱେବ ସାଇଟରେ ଗ୍ରାହକ ମାନଙ୍କ ପାଇଁ ଭଲ ରିହାତିରେ ସାମସଙ୍ଗର ବ୍ରାଣ୍ଡେଡ ମୋବାଇଲ ଆଣିପାରିବେ । ପୁରୁଣା ମୋବାଇଲର…

EVM ପାଇଁ କେତେ ଜରୁରୀ ଅଟେ BURNT MEMORY କେତେ ସମୟ ସୁରକ୍ଷିତ ରହିପାରିବ ଡାଟା

ଓଡିଶା ଭାସ୍କର: ଲୋକସଭା ନିର୍ବାଚନ ସରିସାରିଛି । କିନ୍ତୁ, ଇଭିଏମ୍‌କୁ ନେଇ ଏବେ ବି ବିବାଦ ଲାଗି ରହିଛି । ବହୁ ନେତା ଇଭିଏମ୍‌କୁ ନେଇ ପ୍ରଶ୍ନ କରୁଛନ୍ତି। ସେଥିପାଇଁ ନିର୍ବାଚନ ଆୟୋଗକୁ ଲୋକସଭା ନିର୍ବାଚନର ୮ ଜଣ…

ଆୟୁଷ୍ମାନ କାର୍ଡଧାରୀଙ୍କୁ ଝଟକା! ଜୁଲାଇ ୧ ରୁ ଘରୋଇ ମେଡିକାଲରେ ରୋଗୀଙ୍କୁ ମିଳିବନି ଚିକିତ୍ସା

ନୂଆଦିଲ୍ଲୀ: ଆୟୁଷ୍ମାନ କାର୍ଡଧାରୀମାନେ ଜୁଲାଇ ୧ (ଡାକ୍ତର ଦିବସ) ରୁ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବେ ନାହିଁ । ଆୟୁଷ୍ମାନ ଯୋଜନା ଅଧୀନରେ ସରକାରଙ୍କ ଦ୍ୱାରା ଦେୟ ନଦେବାରୁ ଘରୋଇ ଡାକ୍ତରଖାନା ପରିଚାଳନା…

ମଣିଷଙ୍କ ଭଳି ତାରା ବି ଛିଙ୍କିଥାଏ, ରିସର୍ଚ୍ଚରୁ ଖୁଲାସା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ମଣିଷଙ୍କୁ ଛିଙ୍କ ଆସିବା ସ୍ୱାଭାବିକ । ହେଲେ ଆପଣ ଜାଣିଛନ୍ତି କି ଆକାଶରେ ଥିବା ତାରାକୁ ବି ଛିଙ୍କ ଆସିଥାଏ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା ସତ ଘଟଣା ଅଟେ । କ୍ୟୁଶୁ ୟୁନିଭର୍ସିଟୀ ଏହାକୁ ନେଇ ଏକ…