Browsing Category
ଦେଶ ବିଦେଶ
ଝାଡ଼ଖଣ୍ଡ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ, ବିଧାୟକ ଏବଂ ମନ୍ତ୍ରୀଙ୍କ ବେତନକୁ ନେଇ ବଡ଼ ନିଷ୍ପତ୍ତି, ୫୦% ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବ…
ରାଞ୍ଚି: ବୁଧବାର ଝାରଖଣ୍ଡ ସରକାର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ବିଧାନସଭା ଅଧ୍ୟକ୍ଷ, ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ସହ ଅନ୍ୟାନ୍ୟ ଭତ୍ତାରେ ୫୦% ବୃଦ୍ଧି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି । ଝାଡ଼ଖଣ୍ଡ…
ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ, ୬୦ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ବିଷାକ୍ତ ମଦ ପିଇ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ରୁ ଅଧିକ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତଙ୍କ ପାଖରେ ୨୦୦ ଲିଟର…
UGC-NET ଜୁନ୍ ୨୦୨୪ ପରୀକ୍ଷା ରଦ୍ଦ ହେଲା: NTA ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଜୁନ୍ ୧୮ ତାରିଖରେ ହୋଇଥିବା ୟୁଜିସି-ନେଟ ୨୦୨୪ ପରୀକ୍ଷା ରଦ୍ଦ ହୋଇଛି । ନ୍ୟାସନ୍ୟାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଗତ ୧୮ ତାରିଖରେ ଦେଶର ବିଭିନ୍ନ ସହରରେ…
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର: କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ କୃଷକମାନଙ୍କୁ ମିଳିଛି ଏକ ବଡ଼ ଉପହାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କୃଷକଙ୍କ ପାଇଁ…
Petrolର ଅଜଣା ହିସାବ… ୧ ଲିଟର ପେଟ୍ରୋଲରୁ କେତେ ଟାକ୍ସ ନିଅନ୍ତି ସରକାର? ଏତିକି ଟଙ୍କା ହେଉଛି ଲାଭ
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦରକୁ ନେଇ ଚିନ୍ତାରେ ରହିଛନ୍ତି ଗାଡ଼ି ଚାଳକ । ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ମୂଲ୍ୟ ସ୍ଥିର ରହିବା ପରେ ଜୁନ୍ ୧୫ ତାରିଖରେ ପେଟ୍ରୋଲରେ ୩ ଟଙ୍କା ଏବଂ ଡିଜେଲରେ ୩.୨ ଟଙ୍କା ଲେଖାଏଁ ବୃଦ୍ଧି…
WHO ଜାରି କଲା ଗାଇଡଲାଇନ୍ସ: କେଉଁ ବୟସର ଲୋକମାନେ କେତେ ସମୟ ପର୍ଯ୍ୟନ୍ତ ବ୍ୟାୟାମ୍ କରିବା ଆବଶ୍ୟକ, ନିୟମ ମାନିଲେ ପାଖ ମାଡ଼ିବନି ବିମାରୀ
ନୂଆଦିଲ୍ଲୀ: ଏକ ସୁସ୍ଥ ଜୀବନ ଅତିବାହିତ ପାଇଁ ନିୟମିତ ଭାବେ ବ୍ୟାୟାମ କରିବା ନିହାତି ଜରୁରୀ । ବିଭିନ୍ନ ବୟସର ଲୋକମାନେ କେତେ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିବା ଆବଶ୍ୟକ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ…
ଇଣ୍ଡିଆନ ରେଲୱେରେ ସୃଷ୍ଟି ହେଲା ୧୩ ହଜାର ନୂଆ ଟ୍ରେନ୍ ଡ୍ରାଇଭର ପଦ: ପଶ୍ଚିମବଙ୍ଗ ଦୁର୍ଘଟଣା ପରେ ନିଆଗଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ୧୩ ହଜାରରୁ ଅଧିକ ଆସିଷ୍ଟାଣ୍ଟ ଲୋକୋପାଇଲଟ୍ (ଟ୍ରେନ ଡ୍ରାଇଭର) ପଦ ସୃଷ୍ଟି କରାଯାଇଛି । ବର୍ତ୍ତମାନ ରେଳ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରୁ କାର୍ଯ୍ୟ ଭାର ହ୍ରାସ ପାଇଁ ଅଧିକ…
ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହଙ୍କୁ ବଡ଼ ଝଟକା: NSA ଅବଧି ୧ ବର୍ଷ ବୃଦ୍ଧି କଲେ ସରକାର
ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହଙ୍କୁ ଲାଗିଛି ଏକ ବଡ଼ ଝଟକା । ଆସାମର ଦିବ୍ରୁଗଡ଼ ଜେଲରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ)ରେ ସଜ୍ଜା କାଟୁଥିବା ଅମୃତପାଲଙ୍କ ଏନଏସଏ ଅବଧିକୁ ୧ ବର୍ଷ ବୃଦ୍ଧି…
ବଜାରରେ ବିକ୍ରି ହେଉଛି ‘ନକଲି ଆମ୍ବ’! ଫଳ ପଚାଇବା ପାଇଁ ବ୍ୟବହୃତ ହେଉଥିବା କ୍ୟାଲସିୟମ୍ କାର୍ବାଇଡ୍ ସୃଷ୍ଟି କରିପାରେ ଅନେକ ଭୟଙ୍କର ରୋଗ
ନୂଆଦିଲ୍ଲୀ: ଆଜିକାଲ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି । ଅନେକ ଆମ୍ବ ସିଜିନ୍ ପୂର୍ବରୁ ମଧ୍ୟ ଦୋକାନୀମାନେ ବିକୁଥିବା ଦେଖିବାକୁ ମିଳୁଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆମ୍ବ ପାଚିବା ସମୟ…
ମୋଦୀଙ୍କ ଭବିଷ୍ୟବାଣୀ ଏକଦମ୍ ଠିକ୍! ଯିଏ ଭରସା କଲା, ସେ ପାଇଲା… ୪୨ ଲକ୍ଷ କୋଟି ଆୟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତରେ ପରିଣତ ହୋଇଛି । ଲୋକସଭା ନିର୍ବାଚନ ବେଳେ ମୋଦୀଙ୍କ ଏକ ଭବିଷ୍ୟବାଣୀ ଏବେ ଶତ ପ୍ରତିଶତ ସତ ବୋଲି ପ୍ରମାଣିତ ହୋଇଛି । ସେୟାର ବଜାରକୁ…