Browsing Category

ଦେଶ ବିଦେଶ

ଦିଲ୍ଲୀ ଜଳ ସଂକଟ; ହରିୟାଣା ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ଅତିଶୀ, ଅନ୍ୟପଟେ ଜଳ ମନ୍ତ୍ରୀ ସର୍ବଦଳୀୟ ବୈଠକ କରନ୍ତୁ ବୋଲି…

ନୂଆଦିଲ୍ଲୀ: ଦିଲ୍ଲୀରେ ଦେଖାଦେଇଥିବା ଜଳ ସଂକଟକୁ ନେଇ ଆପ୍ ମନ୍ତ୍ରୀ ତଥା ଜଳ ମନ୍ତ୍ରୀ ଅତିଶୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସେ ଅଭିଯୋଗ କରିଛନ୍ତି ଯେ ହିମାଚଳ ପ୍ରଦେଶରୁ ଦିଲ୍ଲୀ ଆସୁଥିବା ପାଣି ହରିୟାଣା ସରକାର…

ଆପୋଲୋ ୮ର ମହାକାଶଚାରୀ ୱିଲିୟମ୍ ଆଣ୍ଡର୍ସଙ୍କ ପରଲୋକ: ବିମାନ ଦୁର୍ଘଟଣାରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଆପୋଲୋ ୮ର ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ୍ ଆଣ୍ଡର୍ସ ୯୦ ବର୍ଷ ବୟସରେ ମୃତ୍ୟୁ ହୋଇଛି, ଯେତେବେଳେ ତାଙ୍କର ବିମାନ ୱାଶିଂଟନ୍ ରାଜ୍ୟର ସାନ ଜୁଆନ୍ ଦ୍ୱୀପ ନିକଟରେ ପାଣିରେ…

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଆମକୁ କ’ଣ ସବୁ ଶିକ୍ଷା ଦେଲା, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଏବେ ଦେଶରେ ନୂଆ ସରକାର ଗଠନ ହେବ । ଆସନ୍ତା ୯ ତାରିଖ ସନ୍ଧ୍ୟା ୭.୧୫ରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ ।…

ଆଜି କଂଗ୍ରେସର CWC ଏବଂ ସଂସଦୀୟ ଦଳର ବୈଠକ, ଲୋକସଭା ନିର୍ବାଚନରେ ସଫଳତାକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ: ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି(CWC) ଏବଂ ପାର୍ଟି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧ଟାରେ CWC ବୈଠକ ହେବାକୁ ଥିବା ବେଳେ ସନ୍ଧ୍ୟା ୫ଟାରେ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ ।…

ଆଜି ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳ ବୈଠକ, ଲୋକସଭା ନିର୍ବାଚନରେ ପରାଜୟର କାରଣକୁ ନେଇ କରିବେ ସମୀକ୍ଷା

ଲକ୍ଷ୍ନୌ: ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀମଣ୍ଡଳ ବୈଠକ କରିବେ । ଏହି ବୈଠକରେ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ସମୀକ୍ଷା କରିବେ । ଏହା ସହ ସରକାରଙ୍କ ସମସ୍ତ ବିଭାଗର…

ଜୁନ୍ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ନୂଆଦିଲ୍ଲୀ : ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଷ୍ଟାଦଶ ସଂସ୍କରଣ ଜୁନ୍ ୧୫ରୁ ଜୁନ୍ ୨୧, ୨୦୨୪ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ…

ଏସିଆର ପ୍ରଥମ ଲୋକୋ ପାଇଲଟ ସୁରେଖା ଯାଦବଙ୍କୁ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ମିଳିଳା ନିମନ୍ତ୍ରଣ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୯ରେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କୁ…

My Darling… ନେତାଜୀଙ୍କ ‘Love Letter’: ବିବାହ ଯାହା କାହାରିକୁ ଜଣାନଥିଲା ଆଉ ପ୍ରେମ ଯାହାକୁ ସାରା ଦେଶ ମନେରଖିଛି

ନୂଆଦିଲ୍ଲୀ: ଭାରତର ସ୍ବାଧୀନତା ପାଇଁ ଆଜାଦ ହିନ୍ଦ ଫୋୖଜଙ୍କ ନେତୃତ୍ୱ ନେଇଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ। ଭାରତ ସରକାର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ଅର୍ଥାତ୍ ୨୩ ଜାନୁୟାରୀ ବହୁ…

କଙ୍ଗନାଙ୍କୁ ଚାପୁଡା ମାରିଥିବା ମହିଳା କନେଷ୍ଟବଳଙ୍କୁ ସପୋର୍ଟ କଲେ ସିଙ୍ଗର ଭିଶାଲ, କହିଲେ ଏହି କଥା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ନେତା କଙ୍ଗନା ରଣାୱତଙ୍କୁ ଚଣ୍ଡିଗଡ଼ ଏୟାରପୋର୍ଟରେ ସିଆଇଏସଏଫର ଏକ ମହିଳା କନେଷ୍ଟବଳ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଛନ୍ତି । ଏହି ଘଟଣା ଚର୍ଚ୍ଚା ହେବାରେ ଲାଗିଛି । ଏ ନେଇ…

Big Breaking: ୫ ଜଣ ମାଓବାଦୀଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ଛତିଶଗଡ଼ ନାରାୟଣପୁରରେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । ମୁଁଗେଡ଼ି-ଗୋବେଲ ଅଞ୍ଚଳରେ ଗୁଳିବିନିମୟ ଘଟିଛି । ଏଥିରେ ୫ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନୂପକ୍ଷେ…