Browsing Category
ଦେଶ ବିଦେଶ
କାରଗିଲ ଯୁଦ୍ଧର ୨୫ ବର୍ଷ ପରେ ନିଜ ଭୁଲ ସ୍ୱୀକାର କଲା ପାକିସ୍ତାନ, ସତ ମାନିଲେ ନୱାଜ ସରିଫ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଙ୍ଗଳବାର ଦିନ ସ୍ୱୀକାର କରିଛନ୍ତି ଯେ, ଇସଲାମାବାଦ ଭାରତ ସହ ୧୯୯୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ସ୍ୱାକ୍ଷରିତ…
ଏସଡିପିଓ ସନ୍ଦେଶଖାଲିଙ୍କ ସମେତ ୩ପୋଲିସ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଇଲେ EC
କୋଲକାତା: ଚର୍ଚ୍ଚିତ ସନ୍ଦେଶଖାଲି ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ସେଠାକାର ଏସଡିପିଓଙ୍କ ସମେତ ୩ ପୋଲିସ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଇଲେ ନିର୍ବାଚନ କମିଶନ । ତାଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ପୋଲିସ…
ସାମୁଦ୍ରିକ ଝଡ଼ ‘ରେମାଲ’ ପରେ ମିଜୋରାମରେ ଭୂସ୍ଖଳନ; ଚାଲିଗଲା ୨୭ଜଣଙ୍କ ଜୀବନ
ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲରେ ବାତ୍ୟା 'ରେମାଲ' ଯୋଗୁଁ ହୋଇଥିବା ଭୂସ୍ଖଳନରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ମିଜୋରାମ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଜୋରାମ…
ବିରିୟାନୀ ଖାଇ ଜଣେ ମହିଳାଙ୍କର ମୃତ୍ୟୁ: ୧୭୮ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି, ରେଷ୍ଟୁରାଣ୍ଟ ସିଲ୍
ନୂଆଦିଲ୍ଲୀ: କେରଳର ତ୍ରିଶୁରରୁ ଆସିଛି ଏକ ବଡ଼ ଖବର । ବିରିୟାନୀ ଖାଇବା ପରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଏଥିସହିତ ପାଖାପାଖି ୧୭୮ ଜଣ ଲୋକ ବୀମାରଗସ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଫୁଡ ପଏଜନିଂ…
କାଶୀରେ ଭାଗ୍ୟ ନିର୍ଦ୍ଧାରଣ ଦିନ ରାମେଶ୍ୱରମରେ ଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ପୂର୍ବରୁ ତାମିଲନାଡୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ…
ନବରାତ୍ରୀ ପୂଜାରେ ପୁତୁରାକୁ ବଳି ଦେଲେ ପିଉସୀ-ପିଉସା; ମାସେ ପରେ ସାମ୍ନାକୁ ଆସିଲା ସତ
କୋରିଆ: ଛତିଶଗଡ଼ର କୋରିଆ ଜିଲ୍ଲାରେ ଜଣେ ୨୪ ବର୍ଷୀୟ ଯୁବକଙ୍କ ହତ୍ୟାକାଣ୍ଡର ସମାଧାନ କରିଛି ପୋଲିସ। ପାଟନା ଥାନା ଅନ୍ତର୍ଗତ ଖୋଣ୍ଡ ଗ୍ରାମରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ତା'ର ପିଉସୀ-ପିଉସା ହତ୍ୟା କରିଥିବା ପୋଲିସ…
କେଦାରନାଥ-ବଦ୍ରିନାଥ ପରେ ଏବେ ରାମ ମନ୍ଦିରରେ କରିପାରିବେନି ରିଲ୍ସ: ମୋବାଇଲ ବ୍ୟାନ୍
ନୂଆଦିଲ୍ଲୀ: କେଦାରନାଥ ଏବଂ ବଦ୍ରିନାଥ ଧାମ ପରେ ବର୍ତ୍ତମାନ ଭକ୍ତମାନେ ଅଯୋଧ୍ୟାରେ ଥିବା ରାମ ଜନ୍ମଭୂମି ମନ୍ଦିରରେ ରିଲ ଏବଂ ଭିଡିଓ କରିପାରିବେ ନାହିଁ । ମନ୍ଦିର ନିର୍ମାଣ କମିଟି ରାମ ମନ୍ଦିର ପରିସରରେ ମୋବାଇଲ୍…
Adani Group କରିବ ୟୁପିଆଇ-ଡିଜିଟାଲ ପେମେଣ୍ଟ ଏବଂ କ୍ରେଡିଟ କାର୍ଡ ବିଜନେସରେ ଏଣ୍ଟ୍ରି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଦେଶର ବଡ଼ ଶିଳ୍ପ ଗୋଷ୍ଠୀ ଅଦାନୀ ଗ୍ରୁପ ୟୁପିଆଇ, ଡିଜିଟାଲ ପେମେଣ୍ଟ, କ୍ରେଡିଟକାର୍ଡ ସମେତ ଅନ୍ୟ ଇ-କମର୍ସ ଏବଂ ପେମେଣ୍ଟ ବିଜନେସରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହେଉଛି । ଦୁନିଆରେ ଅଧିକ ଜନସଂଖ୍ୟା…
Xiaomi 14 Civi ର ଆସିଲା ଲଞ୍ଚ ଡେଟ, ଦମଦାର ଫିଚର୍ସ ସହ ଆସନ୍ତା ମାସରେ ମାରିବ ଏଣ୍ଟ୍ରୀ
ନୂଆଦିଲ୍ଲୀ: Xiaomi 14 Civi ର ଲଞ୍ଚ ଡେଟ କନଫର୍ମ ହୋଇସାରିଛି । ସାଓମୀର ଏହି ଫ୍ଲାଗସିପ ସ୍ମାର୍ଟଫୋନ ଆସନ୍ତା ମାସରେ ଭାରତରେ ଲଞ୍ଚ ହେବ । କମ୍ପାନୀ ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସରେ ଏହାର ଲଞ୍ଚ ଡେଟ…
(Video) ଆଉ କଳା ରଙ୍ଗର କୋଟ୍ ପିନ୍ଧିବେନି Advocate! କାହିଁକି ଉଠିଲା ଏମିତି ଦାବି? ବଦଳିବ କି ଡ୍ରେସକୋଡ୍ ନିୟମ
ଓଡ଼ିଶା ଭାସ୍କର: କଳା କୋଟ୍ ଓକିଲଙ୍କ ପରିଚୟ ହୋଇଥାଏ । କିନ୍ତୁ ଅତ୍ୟଧିକ ଗରମରେ ଏହି ରଙ୍ଗର ପୋଷାକ ପିନ୍ଧିବାକୁ ବାରଣ କରାଯାଇଥାଏ । ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଏଥିରେ ଗରମ ସମୟରେ…