Browsing Category

ଦେଶ ବିଦେଶ

ଲଞ୍ଚ ହେବା ପୂର୍ବରୁ ଲିକ୍ ହୋଇଗଲା Redmi Note 14 ସିରିଜର ମୂଲ୍ୟ, ଏଠାରେ ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ ୯ ଡିସେମ୍ବରରେ ନିଜର ନୂଆ ସ୍ମାର୍ଟଫୋନ ରେଡମି ନୋଟ ୧୪ ସିରିଜକୁ ଲଞ୍ଚ କରିବାକୁ ଯାଉଛି । ଏହି ସିରିଜରେ ତିନୋଟି ସ୍ମାର୍ଟଫୋନ ଲଞ୍ଚ କରାଯିବ, ଯେଉଁଥିରେ ରେଡମୀ…

Google Mapsର କୋଟି କୋଟି ୟୁଜର୍ସ ଧ୍ୟାନ ଦିଅନ୍ତୁ, ଯଦି ଏହି କାମ କରିବେନି, ତେବେ ଡିଲିଟ ହୋଇଯିବ ଡାଟା

ନୂଆଦିଲ୍ଲୀ: ଗୁଗଲ ମ୍ୟାପ୍ସ କମ୍ପାନୀ ନିଜର ଲୋକେସନ ହିଷ୍ଟ୍ରୀ ସେଭ୍ କରିବାର ପ୍ରଣାଳୀ ପରିବର୍ତ୍ତନ କରିବାକୁ ଯାଉଛି । ଗୁଗଲ ଗତ ବର୍ଷ ଘୋଷଣା କରିଥିଲାଯେ, ୟୁଜର୍ସ ନିଜ ଟାଇମଲାଇନ ଡାଟାକୁ ବା ଡିଭାଇସରେ ସେଭ୍…

ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପାରମ୍ପରିକ ଶାଢ଼ିରେ ଆସିଲେ ନଜର

ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ୱାୟନାଡ୍ ସାଂସଦ ଭାବେ ତାଙ୍କ ଇନିଂସ ଆରମ୍ଭ ହୋଇଛି । ସଂସଦ ଭବନରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ତାଙ୍କୁ…

‘ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ’, ଅରବିନ୍ଦ କେଜ୍ରୱାଲ ବଡ଼ ଦାବି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଆଇନ-ବ୍ୟବସ୍ଥା କରିବାରେ…

ପୁଣି ଆଳୁ ପାଇଁ କାନ୍ଦିବ ରାଜ୍ୟ…. ଆକଶଛୁଆଁ ହେବ ଦାମ୍, ମନଇଚ୍ଛା ଦରରେ ବିକିବେ ବେପାରୀ, ରାଜ୍ୟ ବାହାରକୁ ଆଳୁ ଟ୍ରକ ନ ଯିବା ପାଇଁ…

(ଓଡ଼ିଶା ଭାସ୍କର): ପିଆଜ ପରେ ପୁଣି କନେ୍ଦଇବ ଆଳୁ । ହାଟ ବଜାର ବ୍ୟବସାୟୀ ମନଇଚ୍ଛା ଦରଦାମ୍ ବଢ଼େଇ ଆଳୁ ବିକିବେ । କାରଣ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯାଇଛି । ବୁଧବାର ରାତିରୁ ମୌଳିକ…

ବ୍ୟାଙ୍କ ଚାକିରି ପାଇଁ ପରୀକ୍ଷା ଦେଇଥିଲେ, ଆପଣଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ- ବ୍ୟାଙ୍କିଂ କାର୍ମିକ ଚୟନ ସଂସ୍ଥା (ଆଇବିପିଏସ) ତରଫରୁ ଆଇବିପିଏସ ପିଓ ପ୍ରିଲିମ୍ସର ସ୍କୋର କାର୍ଡ ଜାରି କରାଯାଇଛି । ବ୍ୟାଙ୍କରେ ପ୍ରୋବେଶନାରୀ ଅଫିସର, ମ୍ୟାନେଜମେଣ୍ଟ ଟ୍ରେନି ପାଇଁ କମନ ରିକ୍ରୁଇଟମେଣ୍ଟ…

ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପୁଣି ପଥରମାଡ଼, ଟ୍ରେନର ଭାଙ୍ଗିଲା କାଚ

ନୂଆଦିଲ୍ଲୀ: ଦେହରାଡୁନରୁ ଆନନ୍ଦ ବିବାହର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ବୁଧବାର ଦିନ ପଥରମାଡ଼ କରାଯାଇଥିଲା । ଏହି ଘଟଣା ମେରଠରୁ ମୋଦୀନଗର ଆସିବା ସମୟରେ ଷ୍ଟେସନରୁ ୫କିମି ପୂର୍ବରୁ ଏହି ପଥରମାଡ଼ ହୋଇଛି ।…

ମନ୍ତ୍ରୀଙ୍କ ପ୍ରଶଂସା କରିବା ପାଇଁ ଚାକିରି ଦେବେ ସୁଖୁ ସରକାର, ଜାଣନ୍ତୁ କେତେ ମିଳିବ ଦରମା

ଶିମଲା: ହିମାଚଳ ପ୍ରଦେଶର ସୁଖୁ ସରକାରଙ୍କୁ ନେଇ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଥାଏ । ଏଥିମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜ ଛବି ସୁଧାରିବା ଦିଗରେ ବଡ଼ କାମ କରିବାକୁ ଯାଉଛନ୍ତି । ସୁଖୁ…

ED ଟିମ୍ ଉପରେ ଅକ୍ରମଣ, ସାଇବର ଠକେଇ ମାମଲାରେ ରେଡ୍ କରୁଥିଲେ ଅଧିକାରୀ

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ(ED) ଟିମ୍ ଉପରେ ଅକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରାଜଧାନୀର ବିଜୱାସନ ଅଞ୍ଚଳରେ ସାଇବର ଠକେଇ ମାମଲାର ଯାଞ୍ଚ କରିବାକୁ ଯାଇଥିବା ଇଡି…

ଗୁରୁବାରରେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ରେଟ୍ କେତେ

ନୂଆଦିଲ୍ଲୀ: ସୁନା ମୂଲ୍ୟ ଗୁରୁବାର ଦିନ ହ୍ରାସ ପାଇଛି । ଫ୍ୟୁଚର ବଜାରରେ ସୁନା ରେଡ୍ ଟାର୍ଗେଟରେ ଟ୍ରେଣ୍ଡ କରିବା ଦେଖିବାକୁ ମିଳିଛି । ଏମସିଏକ୍ସ ଏକ୍ସଚେଞ୍ଜରେ ଗୁରୁବାର ୫ ଫେବୃଆରୀ ୨୦୨୫ର ଡେଲିଭରୀ ସୁନା ୦.୩୧…