Browsing Category
ଦେଶ ବିଦେଶ
ଏବେ ସାଧାରଣ ଲୋକେ ମଧ୍ୟ ନେଇପାରିବେ ବନ୍ଦେ ଭାରତ ଟ୍ରେନର ସୁବିଧା, ଜାଣନ୍ତୁ ଏହାର ସଂପୂର୍ଣ୍ଣ ପ୍ଲାନ
ନୂଆଦିଲ୍ଲୀ: ଏବେ ଦେଶରେ ବନ୍ଦେଭାରତ ଟ୍ରେନ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି । ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରେନରେ ମିଳୁଥିବା ଏପରି ସୁବିଧାମାନ ନିହାତି ଜାଣିବା ଆବଶ୍ୟକ । କିନ୍ତୁ ସ୍ଲିପର କୋଚର ଭଡ଼ା…
ଜ୍ଞାନବ୍ୟାପୀ ମାମଲାରେ ମୁସଲିମ୍ ପକ୍ଷ ପହଞ୍ଚିଲେ ସୁପ୍ରିମକୋର୍ଟ, କହିଲେ ପୂଜା ରୋକାଯାଉ
ନୂଆଦିଲ୍ଲୀ: ବାରଣାସୀର ଏକ କୋର୍ଟ ବୁଧବାର ହିନ୍ଦୁ ପକ୍ଷକୁ ବାରଣାସୀର ଜ୍ଞାନବ୍ୟାପୀ ମସଜିଦରେ ସିଲ୍ ହୋଇଥିବା ତହଖାନା ଭିତରେ ପୂଜା କରିବାକୁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ଆଦେଶ ଅନୁସାରେ ହିନ୍ଦୁ ଶ୍ରଦ୍ଧାଳୁ ଏବେ…
JMM-କଂଗ୍ରେସ ମେଣ୍ଟକୁ ଘାରିଲା ‘Operation Lotus’ ଭୟ: ରାଜ୍ୟ ବାହାରକୁ ଯିବେ ସମସ୍ତ ବିଧାୟକ, ସ୍ୱତନ୍ତ୍ର ବସ୍ ଓ ବିମାନ ପ୍ରସ୍ତୁତ
ନୂଆଦିଲ୍ଲୀ:ଆଜି ସଂସଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଅନ୍ତରୀଣ ବଜେଟ ଆଗତ କରିଛନ୍ତି । ଗୋଟିଏ ପଟେ ଦେଶବାସୀଙ୍କ ନଜର ବଜେଟ ଉପରେ ରହିଥିବା ବେଳେ ଅନ୍ୟପଟେ ଝାଡ଼ଖଣ୍ଡ ରାଜନୀତିରେ ହଲଚଲ…
ଆମେରିକା ସିନେଟ୍ରେ ଏହି କାରଣରୁ ଲଜ୍ଜିତ ହେଲେ ମାର୍କ ଜୁକରବର୍ଗ, କ୍ଷମା ବି ମାଗିଲେ
ନୂଆଦିଲ୍ଲୀ: ମେଟାର ସିଇଓ ମାର୍କ ଜୁକରବର୍ଗଙ୍କୁ ଆମେରିକା ସିନେଟ୍ ସାମ୍ନାରେ ଏକ ଶୁଣାଣୀ ସମୟରେ ବେଶ୍ ଲଜ୍ଜିତ ହେବାକୁ ପଡିଛି । ଯେତେବେଳେ ସିନେଟରେ ସ୍ପଷ୍ଟ ଓ ସିଧା ପ୍ରଶ୍ନର ସେ ସାମ୍ନା କରୁଥିଲେ ସେତେବେଳେ ତାଙ୍କ…
ସଂସଦ ସୁରକ୍ଷା ଭେଦ ମାମଲାରେ କରାଯାଇଛି ବଡ ଷଡଯନ୍ତ୍ର: କଂଗ୍ରେସ ଆଣିଲା ଗମ୍ଭୀର ଅଭିଯୋଗ
ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ସଂସଦର ସୁରକ୍ଷା ଭେଦ ମାମଲାରେ ଅଭିଯୁକ୍ତଙ୍କ ଦ୍ୱାରା କୋର୍ଟରେ ରଖାଯାଇଥିବା ବୟାନକୁ ନେଇ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଯାଇଛି । ଦଳ ପକ୍ଷରୁ ଗୁରୁବାର ଅଭିଯୋଗ ଲଗାଯାଇଛି କି…
Interim Budget 2024: ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସହାୟିକାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ ସମୟରେ କହିଛନ୍ତି ମୋଦୀ ସରକାର ଲକ୍ଷପତି ଦିଦି ଯୋଜନା ଜରିଆରେ ମହିଳା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରି ୨…
ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ମାଗଣା ମାନବିକ ସହାୟତା ପ୍ରଦାନ କରିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ରେଳରେ ଯାତ୍ରା କରୁଥିବା ଦୃଷ୍ଟିବାଧିତଙ୍କୁ ସୁବିଧା ଯୋଗାଇଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଦ୍ଦେଶ ଦେଇଛନ୍ତି । ବଡ଼ ବଡ଼ ରେଳ ଷ୍ଟେସନରେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ମାଗଣା ମାନବ…
ବଜେଟ୍ରେ ଆୟକର(Income Tax)କୁ ନେଇ ବଡ ଘୋଷଣା, କ’ଣ କହିଲେ ଅର୍ଥମନ୍ତ୍ରୀ ଜାଣନ୍ତୁ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଅନ୍ତରୀଣ ବଜେଟ୍ରେ ଇନକମ୍ ଟ୍ୟାକ୍ସରେ କୌଣସି ପରିବର୍ତ୍ତନ କରିନାହାନ୍ତି । ସେ କହିଛନ୍ତି ବହୁ ପୁରୁଣା ଟ୍ୟାକ୍ସ ମାମଲାକୁ ସରକାର ହଟାଇ ନେବେ । ସେ କହିଛନ୍ତି ଗତ…
ବଜେଟ୍ରେ ମଧ୍ୟମ ବର୍ଗଙ୍କୁ ମୋଦୀ ସରକାରଙ୍କ ବଡ ଉପହାର, ଘର କିଣିବା ଲାଗି ସରକାର ଆଣୁଛନ୍ତି ଏହି ବଡ ଯୋଜନା
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଗରିବ ଲୋକଙ୍କୁ ଘର କିଣିବା ଓ ଘର ତିଆରି କରିବା ଲାଗି ଆର୍ଥିକ ସହାୟତା ଯୋଗାଇଦେବେ । ସେ କହିଛନ୍ତି ମଧ୍ୟମ ବର୍ଗଙ୍କ ଲାଗି ଓ ଝୁମ୍ପୁଡି ଓ ଚାଳ…
ଦୁଇ ଦିନ ବନ୍ଦ ରହିବ Income Tax E-Filing ୱେବସାଇଟ୍, ସମୟ ପୂର୍ବରୁ ଶେଷ କରନ୍ତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ
ନୂଆଦିଲ୍ଲୀ: ଯଦି ଆପଣ ଜଣେ କରଦାତା(Taxpayer) ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । TDS ଏବଂ TCS ଜମା କରିବା ଧାର୍ଯ୍ୟ ତାରିଖ ପୂର୍ବରୁ ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟ୍ ୨ ଦିନ ପର୍ଯ୍ୟର୍ନ୍ତ…