Browsing Category

ଦେଶ ବିଦେଶ

ସଡ଼କ ଦୁର୍ଘଟଣାରେ ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂହଙ୍କ ପତ୍ନୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂହ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଚିତ୍ରା ସିଂହଙ୍କ ମୃତ୍ୟୁ…

ସଡ଼କ ଦୁର୍ଘଟଣାରେ ପୂର୍ବତନ ସାଂସଦ ମନଭେନ୍ଦ୍ର ସିଂ ଆହତ, ପତ୍ନୀଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାର ଜିଲ୍ଲାର ନାଉଗାଓଁ ପୋଲିସ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଜୟପୁର ପୂର୍ବତନ ବର୍ମର ସାଂସଦ ମନଭେନ୍ଦ୍ର ସିଂ ଜସୋଲ ଏବଂ ତାଙ୍କ ପୁଅ ଆହତ ହୋଇଥିବାବେଳେ…

Unnatural Sex ପାଇଁ ବାଧ୍ୟ କରିବାରୁ ସ୍ୱାମୀର ଗୁପ୍ତାଙ୍ଗକୁ କାମୁଡ଼ିଦେଲା ସ୍ତ୍ରୀ; ସ୍ୱାମୀ ଗୁରୁତର

ହମୀରପୁର: (ଓଡ଼ିଶା ଭାସ୍କର) ଉତ୍ତରପ୍ରଦେଶର ହମୀରପୁରରେ ଘଟିଛି ଏକ ଅଭବନୀୟ ଘଟଣା । ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ସ୍ବାମୀଙ୍କ ଗୁପ୍ତାଙ୍ଗ କାମୁଡ଼ିଦେଲେ ସ୍ତ୍ରୀ । ବିବାହ ପରେ ସ୍ବାମୀ…

CRPF କ୍ୟାମ୍ପ ଉପରେ ମାଓ ହମଲା: ୩ ଯବାନ ସହିଦ, ୧୪ ଗୁରୁତର

ରାୟପୁର: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସିଆରପିଏଫ କ୍ୟାମ୍ପ ଉପରେ ବଡ଼ ମାଓ ହମଲା। ଏହି ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହା ସହ ଏଥିରେ ୧୪ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ତେବେ ସମସ୍ତ ଗୁରୁତରଙ୍କୁ…

ନୀତୀଶ କୁମାରଙ୍କ ‘ୟୁ-ଟର୍ଣ୍ଣ’କୁ ନେଇ ପରିହାସ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ପୂର୍ଣ୍ଣିଆରେ ରାଲିରେ ନୀତୀଶ କୁମାରଙ୍କୁ ପରିହାସ କରିଛନ୍ତି। କିଛି ଦିନ ତଳେ ନୀତୀଶ କୁମାର ପୁଣି ଥରେ ବିହାରରେ ବିଜେପି ସହ ମିଶି ସରକାର ଗଠନ କରିଛନ୍ତି।…

ଡକାୟତଙ୍କ କବଳରୁ ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ସୋମାଲିଆର ପୂର୍ବ ଉପକୂଳରେ ଅନ୍ୟ ଏକ ମାଛଧରା ଜାହାଜରେ ଥିବା ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଡକାୟତଙ୍କ କବଳରୁ ଉଦ୍ଧାର କରିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା । ଆଇଏନଏସ ସୁମିତ୍ରା ଯେଉଁ…

ଦିବ୍ୟାଙ୍ଗଙ୍କ ଲାଗି ବଡ ଖୁସି ଖବର, ମସ୍କଙ୍କ କମ୍ପାନୀ ପ୍ରସ୍ତୁତ ଚିପ୍ ଦେଇପାରିବ ସ୍ୱଭାବିକ ଜୀବନ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ ବଡ ସଫଳତା ହାସଲ କରିଛି । ମଣିଷର ମସ୍ତିଷ୍କରେ ଏଲନ ମସ୍କ ସଫଳତାପୂର୍ବକ ଚିପ୍ ସଂଯୋଗ କରିଛନ୍ତି । ଏହାର ଫାଇଦା ମଧ୍ୟ ମିଳିବାର ଦେଖାଯାଇଛି । ବିଶେଷକରି ଦିବ୍ୟାଙ୍ଗଙ୍କୁ ଏହାର…

ଆଗକୁ ସଂସଦର ବଜେଟ୍ ଅଧିବେଶନ; ସମସ୍ତ ବିରୋଧୀ ସାଂସଦଙ୍କ ଉପରୁ ପ୍ରତ୍ୟାହାର ହେବ ନିଲମ୍ବନ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଉପରେ ଏବେ ସମସ୍ତଙ୍କ ଆଖି । ଏହି କ୍ରମରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ।  ରାଜନୈତକ ପାଣିପାଗରେ ପୁଣି ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁ…

ଫେବୃଆରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ… ଜାଣନ୍ତୁ କେବେ ଓ କାହିଁକି ରହିବ ଛୁଟି

ନୂଆଦିଲ୍ଲୀ: ଚଳିତବର୍ଷ ଫେବୃଆରୀ ମାସ ପାଇଁ ଛୁଟିର ତାଲିକା ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ମାସରେ ଅନେକ ଛୁଟି ପାଇବେ ବ୍ୟାଙ୍କ କର୍ମଚାରୀ । ପ୍ରତି ମାସ ଭଳି ଫେବୃଆରୀରେ ମଧ୍ୟ ଅନେକ ଗୁଡ଼ିଏ ଛୁଟି…

ଝାଡଖଣ୍ଡରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଓଡ଼ିଆ ଝିଅ କଳ୍ପନାଙ୍କ ନା ସବୁଠୁ ଆଗରେ

ନୂଆଦିଲ୍ଲୀ: ଇଡି ଜାଲରେ ଛନ୍ଦି ହୋଇପଡିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଏବେ ତାଙ୍କ ଘରୁ ନଗଦ ୩୬ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ଇଡି । ଏହି କ୍ରମରେ ହେମନ୍ତ ସୋରେନ୍…