Browsing Category
ଦେଶ ବିଦେଶ
ବିହାର ରାଜନୀତି: ନୀତିଶଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଲେ ତେଜସ୍ୱୀ, କହିଲେ ବିଜେପି ସହ ମିଶି ସରକାର ଗଢ଼ିବା ଏତେ ସହଜ ହେବନି
ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ବିହାରରେ ଏକ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ଆରଜେଡି-ଜେଡିୟୁ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ । ମେଣ୍ଟରୁ ଓହରି ଯାଇ ବିଜେପି ସହ…
Lawyer ଓ Advocate ମଧ୍ୟରେ ତଫାତ୍ କ’ଣ: ଦୁଇଟି ପଦ ମଧ୍ୟରେ ଆକାଶ-ପାତାଳ ଫରକ, କାହାକୁ ମିଳିଥାଏ ଅଧିକ ସୁବିଧା
ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା ଲାଭ କରିବା ପରେ ଦେଶରେ ସମ୍ବିଧାନ ଲେଖା ହୋଇଥିଲା । ଏହି କ୍ରମରେ ନାଗରିକଙ୍କୁ ନ୍ୟାୟ ମିଳିବା ଲକ୍ଷ୍ୟରେ ନ୍ୟାୟପାଳିକା ସ୍ଥାପନ କରାଯାଇଥିଲା । ସେଥିପାଇଁ ଅଲଗା ଅଲଗା ଲୋକ (ଲୟାର ଓ…
ବିହାର ରାଜନୀତି: ଆଜି ବିଧାୟକ ଦଳର ବୈଠକ , କଂଗ୍ରେସର ୧୩ ବିଧାୟକଙ୍କ ଫୋନ୍ ନଟ୍ ରିଚେବଲ୍
ନୂଆଦିଲ୍ଲୀ: ଆଜି ବିହାର ରାଜନୀତି ପାଇଁ ବିଶେଷ ଦିନ । ବିହାରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ(ୟୁନାଇଟେଡ୍)ର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ପୁଣି ଥରେ ବିଜେପି ନେତୃତ୍ୱାଧୀନ…
ଜ୍ଞାନବାପି ମସଜିଦ ମାମଲା: ASI ସର୍ଭେ କେବଳ ଏକ ରିପୋର୍ଟ, ନିଷ୍ପତ୍ତି ନୁହେଁ- ମସଜିଦ୍ କମିଟି
ନୂଆଦିଲ୍ଲୀ: ବାରଣାସୀର ଜ୍ଞାନବାପି ମସଜିଦ୍ ସର୍ଭେ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI)ର ରିପୋର୍ଟ ସାର୍ବଜନୀନ ହେବା ପରେ ମସଜିଦ କମିଟି କହିଛି ଯେ ଏହା ଏକ ରିପୋର୍ଟ, ନିଷ୍ପତ୍ତି ନୁହେଁ। ସେପଟେ…
ଯୌନ ନିର୍ଯାତନା ମାମଲାରେ ୮୩.୩ କୋଟି ଡଲାର ଦେବେ ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାନହାନି ମାମଲାରେ ୮.୩୩ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ ଅଦାଲତ। ସେ ରାଷ୍ଟ୍ରପତି ଥିବା ବେଳେ ଲେଖକ ଏପି…
ଜାତିସଂଘ କୋର୍ଟଙ୍କ ରାୟ ପରେ ୩ ଇସ୍ରାଏଲ ବନ୍ଦୀ ମହିଳାଙ୍କ ଭିଡିଓ ଜାରି କଲା ହାମାସ
ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଶୁକ୍ରବାର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଅକ୍ଟୋବର ୭ ଆକ୍ରମଣ ପରଠାରୁ ଗାଜାରେ ୩ ଜଣ ଇସ୍ରାଏଲ ମହିଳା ବନ୍ଦୀ ଥିବା ଦେଖାଯାଇଛି।
ପାଞ୍ଚ ମିନିଟ୍ର ଏହି…
ଖସିଲା ଭରି ପିଛା ସୁନା ଦର: କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ
ଓଡିଶା ଭାସ୍କର: ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। କିନ୍ତୁ ଆଜି ସୁନାର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତେଣୁ ସୁନା କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ। ଯଦି ଆପଣ ଆଜି…
ବିହାର ରାଜନୀତି ଓ ନୀତୀଶ କୁମାରଙ୍କୁ ନେଇ କ’ଣ କହିଲେ ବାବା ରାମଦେବ?
ପାଟନା: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ରାମଦେବ କହିଛନ୍ତି ଯେ ନୀତୀଶ କୁମାର ମଧ୍ୟ ଦେଶର ମୌଳିକ ଭାବନା ସହିତ…
୪୮ ପ୍ରତିଶତ ଭାଗିଦାରୀ ସହିତ ଇ-ବାଣିଜ୍ୟ ବଜାରରେ ସବୁଠାରୁ ଆଗରେ ଫ୍ଲିପକାର୍ଟ
ନୂଆଦିଲ୍ଲୀ: ୱାଲମାର୍ଟ ଗ୍ରୁପ୍ କମ୍ପାନୀ ଫ୍ଲିପକାର୍ଟ ୪୮ ପ୍ରତିଶତ ବଜାର ଭାଗିଦାରୀ ସହିତ ଇ-ବାଣିଜ୍ୟ ବିଭାଗରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ଅନ୍ୟପକ୍ଷରେ, ସଫ୍ଟବ୍ୟାଙ୍କ ସମର୍ଥିତ ମେଶୋ ଦ୍ରୁତ ଗତିରେ ବଢୁଥିବା…
ଦୁଃଖଦ ଖବର: ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ପ୍ରାଣ ହରାଇଲେ ୨ଜଣ ଯୁବକ
ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏଣୁ ସମସ୍ତ ଦେଶବାସୀଙ୍କ ମନରେ ଦେଖାଦେଇଛି ଉତ୍ସାହ ଓ ଉଦ୍ଦୀପନା । ଏହି ଅବସରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠା, କାର୍ଯ୍ୟାଳୟ ଏବଂ…