Browsing Category

ଦେଶ ବିଦେଶ

ଗିରଫ ହୋଇପାରନ୍ତି ଅରବିନ୍ଦ କେଜ୍ରିୱାଲ! AAP ନେତାମାନେ ଟ୍ୱିଟ କରି ବ୍ୟକ୍ତ କଲେ ଆଶଙ୍କା

ନୂଆଦିଲ୍ଲୀ: ଏକ୍ସାଇଜ୍ ପଲିସି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜାରି ହୋଇଥିବା ତୃତୀୟ ସମନ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଜର ହୋଇଥିଲେ। ଏହା ପରେ ଆମ୍ ଆଦମୀ ଦଳର…

ବେରୁତରେ ହମାସ ନେତାଙ୍କ ହତ୍ୟାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଲା ଇରାନ

ଓଡ଼ିଶା ଭାସ୍କର: ବେରୁତରେ ସନ୍ଦିଗ୍ଧ ଇସ୍ରାଏଲ ଆକ୍ରମଣରେ ହମାସ ନେତା ସାଲେହ ଅଲ-ଅରାଉରିଙ୍କ ମୃତ୍ୟୁକୁ ଇରାନର ଅଧିକାରୀମାନେ ତୀବ୍ର ନିନ୍ଦା କରିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ହୋସେନି ଅମୀର ଅବଦୁଲ୍ଲାନ୍ ଏକ୍ସ…

AIIMS Smart ଲ୍ୟାବରେ ଏଣ୍ଟ୍ରି କଲେ Robot-AI: ରୋଗୀଙ୍କୁ କେମିତି କରିବ ସାହାଯ୍ୟ?

ନୂଆଦିଲ୍ଲୀ: ଦେଶର ମେଡିକାଲ ସାଇନ୍ସରେ ମଧ୍ୟ ଏବେ ଏଣ୍ଟ୍ରି କରିସାରିଛି ରୋବୋଟ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ର ସ୍ମାର୍ଟ ଲ୍ୟାବରେ…

୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ଅନୁରୋଧ କଲା ASI; ତଥ୍ୟ ପାଇବାକୁ ଚେଷ୍ଟା ଚଳାଇଛନ୍ତି ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ବାରାଣସୀ ଅଦାଲତକୁ ଅନୁରୋଧ କଲା (ଏଏସ୍ଆଇ) ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା।  ସେମାନେ ଜ୍ଞାନବାପୀ ଉପରେ ସିଲ୍ କଭରରେ ଦାଖଲ…

ନୂଆ ବର୍ଷରେ ଫଟୋ ଉଠାଇବାକୁ ମନା କଲେ ବାପା, ଶେଷରେ ଝିଅ ନେଲା ଏଭଳି ନିଷ୍ପତ୍ତି, ଘରେ ଖେଳିଗଲା ଶୋକର ଛାୟା

ବେଙ୍ଗାଲୁରୁ: ଜଣେ ୨୧ ବର୍ଷୀୟ ଛାତ୍ରୀ ନୂଆ ବର୍ଷ ଦିନ ଅର୍ଥାତ ସୋମବାର ଦିନ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ନୂଆ ବର୍ଷ ସଂଧ୍ୟାରେ ତାଙ୍କ ବାପା ତାଙ୍କୁ ଫଟୋ ଉଠାଇବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି…

ସାଟେଲାଇଟ ଲଞ୍ଚ କରିବାରେ ଇସ୍ରୋକୁ ସହଯୋଗ କରିବ ଏଲନ ମସ୍କଙ୍କ ଶକ୍ତିଶାଳୀ ରକେଟ୍

କୋଲକାତା: ଚନ୍ଦ୍ର ଅଭିଯାନରେ ଭାରତୀୟ ମହାକାଶ ସଂସ୍ଥା (ଇସ୍ରୋ) ଏକ ଅଦ୍ଭୁତ ରୂପକ ସଫଳତା ପାଇବା ପରେ ସାରା ବିଶ୍ୱରେ ଭାରତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଯେଉଁଥିପାଇଁ ବଡ଼ ବଡ଼ ଦେଶ ତଥା ବିଶ୍ୱର ବହୁ…

ଦୁଷ୍କର୍ମ ଭୟରେ ଦ୍ରୁତ ବେଗରେ ଚାଲୁଥିବା ଟ୍ରକରୁ ଡେଇଁଲେ ୬ ଯୁବତୀ, ଶେଷରେ ଓଲଟି ପଡିଲା ଗାଡ଼ି

ନୂଆଦିଲ୍ଲୀ: ଗୁଜୁରାଟର ଛୋଟ ଉଦୟପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୧୫-୧୭ ବର୍ଷ ବୟସର ୬ ଜଣ ନାବାଳିକା ଏକ ଟ୍ରକ ଦ୍ରୁତ ଗତିରେ ଯାତ୍ରା କରୁଥିବା ବେଳେ ଗାଡିରୁ ଡେଇଁପଡିଥିଲେ। ମିଳିଥିବା…

ରାମ ଭକ୍ତଙ୍କ ପାଇଁ ଖୁସି ଖବର: ଇଲେକ୍ଟ୍ରିକ୍ କାରର ମଧ୍ୟ ରହିବ ସୁବିଧା, ଏତିକି ଦେବାକୁ ପଡ଼ିବ ଭଡ଼ା

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ ପାଇବାକୁ ଅଯୋଧ୍ୟାକୁ ଯାଉଥିବା ଭକ୍ତମାନଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି। ରାମ ଭକ୍ତଙ୍କ ପାଇଁ ବୈଦ୍ୟୁତିକ କାର ଚଳାଚଳ କରିବ। ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା…

ଜାପାନ ଭୂକମ୍ପ: ଧୀରେ ଧୀରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଜାପାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ଧୀରେ ଧୀରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଏହି ମୃତ୍ୟୁ ସଂଖ୍ୟା ୮ ଥିବାବେଳେ ଆଜି ତାହା ବଢ଼ି ୫୭ରେ ପହଞ୍ଚିଥିଲା । ମାତ୍ର ଏବେ ସୁଦ୍ଧା ୭୩…

ଇରାନରେ ବଡ଼ଧରଣର ବିସ୍ଫୋରଣ: ୧୦୩ ଲୋକଙ୍କ ମୃତ୍ୟୁ, ୧୭୦ ଆହତ

ନୂଆଦିଲ୍ଲୀ: ବୁଧବାର (ଜାନୁୟାରୀ ୩) ଇରାନର କରମାନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ ରୁ ଅଧିକ ଲୋକ ଆହତ ହୋଇଥିବାବେଳେ। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ…