Browsing Category
ଦେଶ ବିଦେଶ
ଟ୍ରେନ ଦୁର୍ଘଟଣା ପୂର୍ବରୁ ହୋଇଥିଲା ଭୟଙ୍କର ‘ବିସ୍ଫୋରଣ’! ଲୋକୋ ପାଇଲଟ୍ ଶୁଣିଥିଲେ ଏହି ଶବ୍ଦ
ନୂଆଦିଲ୍ଲୀ: ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖ ଏବେ ଯାଏଁ ମନରୁ ଲିଭିନି । ୟା ଭିତରେ ଆଉ ଏକ ବଡ଼ ଟ୍ରେନ ଦୁର୍ଘଟଣାର ମାମଲା ସାମନାକୁ ଆସିଛି । ବିହାରର ବକ୍ସର ଜିଲ୍ଲାରେ ରଘୁନାଥପୁର ଷ୍ଟେସନ ନିକଟରେ ନର୍ଥ ଇଷ୍ଟ…
ବିହାର ରେଳ ଦୁର୍ଘଟଣାରେ କ୍ଷତି ପୂରଣ ରାଶି ଘୋଷଣା କଲେ ନୀତିଶ କୁମାର
ବିହାର : ଓଡିଶାର ବାହାନାଗାରେ ହୋଇଥିବା ରେଳ ଦୁର୍ଘଟଣା ପରି ବିହାରରେ ମଧ୍ୟ ଭୟଙ୍କର ରେଳ ଦୁର୍ଘଟଣା ହୋଇଛି । ଦିଲ୍ଲୀରୁ କାମାକ୍ଷା ଯାଉଥିବା ଉତ୍ତର-ପୂର୍ବ ଏକ୍ସପ୍ରେସ ୬ ଟି ବଗି ଦୁର୍ଘଟଣା ହୋଇଥିଲା । ଏହି ଘଟଣା…
ଇସ୍ରାଏଲରେ ଟେସଲାର ସମସ୍ତ ସୁପରଚାର୍ଜର ହେଲା ଫ୍ରି, ଘୋଷଣା କଲେ ଏଲନ ମସ୍କ
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷରୁ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ଯୁଦ୍ଧ ଅକ୍ଟୋବର ୭ରେ ଆରମ୍ଭ…
ଏହି ରାଜ୍ୟରେ ଅକ୍ଟୋବର ୨୮ ରେ ବନ୍ଦ ରହିବ ସ୍କୁଲ କଲେଜ୍ , ୨ ଦିନ କୌଣସି ପରୀକ୍ଷା ଆୟୋଜନ ନ କରିବାକୁ ବି ପ୍ରଶାସନ ଜାରି କଲା ନିର୍ଦ୍ଦେଶ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଅଧୀନସ୍ଥ ସେବା ଚୟନ ଆୟୋଗ ପ୍ରାରମ୍ଭିକ ପରୀକ୍ଷା PET 2023 କାରଣରୁ ରାଜ୍ୟର ୩୫ ଆବାସିକ ସ୍ଥଳୀରେ ଥିବା ଶହ ଶହ ସ୍କୁଲ ଓ କଲେଜ ୨୮ ଅକ୍ଟୋବର ୨୦୨୩ରେ ବନ୍ଦ ରହିବ । ଯେଉଁ ସ୍ୱୁଲ ଓ କଲେଜରେ…
ଅବିଶ୍ୱସନୀୟ ଟ୍ୟାଲେଣ୍ଟ! ୧୬ ବର୍ଷର ଝିଅ ୧୦୦ କୋଟି ମୂଲ୍ୟ ବିଶିଷ୍ଟ କମ୍ପାନୀର ମାଲିକାଣୀ
ନୂଆଦିଲ୍ଲୀ: ଜୀବନରେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ । ଏଥିପାଇଁ ଅଧିକାଂଶ ଲୋକଙ୍କୁ ଅସୀମ ଧୈର୍ଯ୍ୟ ସ୍ୱୀକାର କରିବାକୁ ପଡ଼ିଥାଏ । ତେବେ ଅନେକ ସମୟରେ ଅଳ୍ପ ବୟସରୁ…
ମହିଳାମାନେ ନିବେଶ କରିବା ପାଇଁ କେଉଁ ଯୋଜନା ସର୍ବୋତ୍ତମ? ଜାଣନ୍ତୁ ମହିଳା ସେଭିଙ୍ଗ ସ୍କିମ ନା ଏଫଡିରେ ଅଧିକ ଲାଭ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ମହିଳା ସାମମାନ ସଞ୍ଚୟ ପ୍ରମାଣପତ୍ର ନାମକ ଏକ ନୂତନ ଯୋଜନା ପ୍ରଣୟନ କରିଛନ୍ତି । ଏହା ଏକ ଉଚ୍ଚ ରିଟର୍ନ ପ୍ରଦାନ ଯୋଜନା ଅଟେ । ଅନ୍ୟପକ୍ଷରେ ବ୍ୟାଙ୍କଗୁଡିକ ଏଫଡି…
ଇସ୍ରାଏଲରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ଆରମ୍ଭ ହେଲା ‘ଅପରେସନ ଅଜୟ’, ଆଜି ପହଞ୍ଚିବେ ପ୍ରଥମ ବ୍ୟାଚ୍
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ରୂପ ନେବାରେ ଲାଗିଛି । ଏହି ଯୁଦ୍ଧ ଦ୍ୱାରା କେବଳ ଇସ୍ରାଏଲର ସେନା କିମ୍ବା ଯବାନ ନୁହଁନ୍ତି ସାଧାରଣ ନାଗରିକଙ୍କ ଜୀବନ ବି ସଙ୍କଟ ମଧ୍ୟ ଦେଇ ଗତି…
ମୋଦୀ କ୍ୟାବିନେଟ ମଞ୍ଜୁରୀ: ଲିଥିୟମ୍ ସମେତ ୩ଟି ଦୁର୍ଲ୍ଲଭ ଉପାଦାନ ପାଇଁ ରୟାଲଟି ସ୍ଥିର କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ତିନୋଟି ମହତ୍ତ୍ୱପୂର୍ଣ୍ଣ ରଣନୀତିକ ଖଣିଜ ଉପାଦାନ ପାଇଁ…
ଇସ୍ରାଏଲ ଓ ହମାସ ଯୁଦ୍ଧରେ ଭାରତକୁ ମିଳିବ ବଡ ଫାଇଦା, ଇସ୍ରାଏଲ ସ୍ଥିତ ଗ୍ଲୋବାଲ ଟେକ୍ କମ୍ପାନୀଗୁଡିକର ରହିଛି ଏହି ଯୋଜନା
ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ର ଏହି ଯୁଦ୍ଧକୁ ନେଇ ଅଲଗା ଅଲଗା ପ୍ରତିକ୍ରିୟା ରଖିବାରେ…
‘ବିଗ୍ ବସ୍ ୧୭’ ହୋଷ୍ଟ କରିବା ପାଇଁ ଏତିକି ଟଙ୍କା ଚାର୍ଜ କରିଛନ୍ତି ସଲମାନ ଖାନ, ଜାଣନ୍ତୁ କେତେ ରହିଛି ଅଭିନେତାଙ୍କ ଫି
ନୂଆଦିଲ୍ଲୀ: ଭାରତୀୟ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ସୋ ବିଗ୍ ବସ୍ ୧୭ ର ଗ୍ରାଣ୍ଡ ପ୍ରିମିୟର ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ସୁପରଷ୍ଟାର ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ଏହି ସୋ ଅକ୍ଟୋବର…