CHARIDHAM
Browsing Category

ଦେଶ ବିଦେଶ

ଦେଶର ସ୍ଥିତି ଭୟଙ୍କର, ଘର ଭିତରେ ଭର୍ତ୍ତି କରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀକୁ ଜିଅନ୍ତା ଜାଳି ମାରିଦେଲେ

ନେପାଳ: ନେପାଳରେ ଭୟଙ୍କର ସ୍ଥିତି। ସୋସିଆଲ ମିଡିଆ ବ୍ୟାନକୁ ନେଇ ବ୍ୟାପକ ହିଂସାକାଣ୍ଡ। ପ୍ରଥମେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିଜ ନିଜ ପଦରୁ ଇସ୍ତଫା ଦେଲେ। ଏତିକିରେ ସରିନଥିଲା ବିକ୍ଷୋଭ। ବିକ୍ଷୋଭକାରୀମାନେ…

ଭୟଙ୍କର ହିମସ୍ଖଳନ, ୩ ଯବାନ୍ ସହିଦ୍, ଉଦ୍ଦାର କାର୍ଯ୍ୟ ଜାରି

ଲଦାଖ୍: କେନ୍ଦ୍ର ଶାସିତ ପ୍ରଦେଶ ଲଦାଖରେ ଥିବା ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନର ଏକ ବେସ୍ କ୍ୟାମ୍ପରେ ହିମସ୍ଖଳନର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ତିନି ଜଣ ସୈନିକ ପ୍ରାଣ ହରାଇଛନ୍ତି।…

ନେପାଳରେ ବେକାବୁ ସ୍ଥିତି, ପ୍ରଧାନମନ୍ତ୍ରୀଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି

ନେପାଳ: ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ଇସ୍ତଫା। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି। ନେପାଳରେ ପ୍ରତିବାଦ ସମୟରେ ରାଜଧାନୀ କାଠମାଣ୍ଡୁରେ ପୁଣି ହିଂସା ଦେଖାଦେଇଛି।…

8th pay commission: ଲାଗୁ ହେବ ୮ମ ବେତନ; ANMଙ୍କ ବଲ୍ଲେ ବଲ୍ଲେ ବଢ଼ିବ ଏତିକି ଟଙ୍କା…

ଭୁବନେଶ୍ୱର: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ବଡ଼ ଖବର । ଅଷ୍ଟମ ବେତନ କମିଶନ ଲାଗୁ ହେବା ନେଇ ଗତ ଜାନୁଆରୀ ମାସରେ ଘୋଷଣା କରିଥିଲେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର । ଏବେ ଏହାକୁ ନେଇ ବଡ଼ ଖବର…

ହଷ୍ଟେଲରେ ୨ ଛାତ୍ରଙ୍କ ମଧ୍ୟରେ ବିବାଦ, ଜଣେ ଅନ୍ୟଜଣଙ୍କୁ ମାରିଲେ ଗୁଳି, ଜଣଙ୍କର ମୃତ୍ୟୁ…

ଉତ୍ତରପ୍ରଦେଶ: କଲେଜ ହଷ୍ଟେଲରେ ଗୁଳିକାଣ୍ଡ। ରୁମର କବାଟ ଭିତରପଟୁ ବନ୍ଦ କରି ରୁମ ଭିତରେ ଗୁଳି ମରାମରି ହୋଇଗଲେ ଦୁଇ ସାଙ୍ଗ। ଆଉ ଘଟଣାସ୍ଥଳରେ ହିଁ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା…

ଲଜ୍ଜା ଲଜ୍ଜା ଲଜ୍ଜା… ରୋଗୀଙ୍କୁ ବେହୋସ କରି ବଳାତ୍କାର, ଘରୋଇ ହସ୍ପିଟାଲର ଘଟଣା, ସିସିଟିଭିରୁ ଘଟଣାର ପର୍ଦ୍ଦାଫାଶ

ତେଲେଙ୍ଗାନା: ଛି ଛି ଶେଷରେ ମହିଳା ରୋଗୀଙ୍କ ପାଇଁ ହସ୍ପିଟାଲରେ ନୁହେଁ ସୁରକ୍ଷିତ। ତେଲେଙ୍ଗାନା କରିମନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା…

ରାଷ୍ଟ୍ରପତି ଭବନ ଜାଳିଦେଲେ ବିକ୍ଷୋଭକାରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବି ଲଗାଇଦେଲେ ନିଆଁ

କାଠମାଣ୍ଡୁ: ନେପାଳରେ ବିଦ୍ରୋହର ଦ୍ୱିତୀୟ ଦିନରେ ନିଆଁ ଜଳୁଛି। ଛାତ୍ରମାନଙ୍କ ନେତୃତ୍ୱରେ ସରକାର ବିରୋଧୀ ହିଂସାତ୍ମକ ପ୍ରତିବାଦ ଜାରି ରହିଛି। ପ୍ରତିବାଦକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ…

YOUTUBEରେ ଶେଷ କଥା, ପରେ ବାପାଙ୍କ ସାମ୍ନାରେ କାଟିଦେଲା ବେକ, ଆଖିରେ ଲୁହ ରଖିବନି ଭିଡିଓ

ଉତ୍ତରାଖଣ୍ଡ: ପ୍ରଥମେ ଭିଡିଓ କଲେ। ୬ ମିନିଟ୍ ୩୨ ସେକେଣ୍ଡର ଭିଡିଓ କରି ଆତ୍ମହତ୍ୟାର କାରଣ କହିଲେ। ପରେ ବାପା ସାମ୍ନାରେ ପ୍ରୁଅ କାଟି ଦେଲା ବେକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ହଲଦ୍ୱାନୀରେ।…

ବିଦ୍ରୋହ ନିଆଁରେ ଜଳୁଛି କାଠମାଣ୍ଡୁ, ଭାରତ-ନେପାଳ ସୀମାରେ ହାଇଆଲର୍ଟ ଜାରି

ସିଲିଗୁଡୀ: ନେପାଳରେ ସରକାରଙ୍କ ବିରୁଦ୍ଧରେ ଜୋରଦାର ବିରୋଧ ପ୍ରଦର୍ଶନ ହେଉଛି ଏବଂ କାଠମାଣ୍ଡୁ ବିଦ୍ରୋହର ନିଆଁରେ ହୁତୁହୁତୁ ହୋଇ ଜଳୁଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରତିବାଦକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନକୁ…

ଦିଲ୍ଲୀ ହାଇକୋର୍ଟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, AI ବ୍ୟାବହାର କରି ଅଭିନେତ୍ରୀଙ୍କର ଅଶ୍ଳୀଳ ଫଟୋ କରାଯାଉଛି ଭାଇରାଲ୍

ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଛନ୍ତି। ବଚ୍ଚନ ପରିବାରର ବୋହୂ ତାଙ୍କ ଝିଅର ଲାଳନପାଳନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ତଥାପି କୌଣସି ନା…