Browsing Category

ଦେଶ ବିଦେଶ

ରକ୍ତ ନଦୀ ବୁହାଇବାକୁ ଧମକ ଦେଇଥିବା ବିଲାୱଲ ଭୁଟ୍ଟୋଙ୍କ ସ୍ୱର ନରମିଲା, ହାତଯୋଡ଼ି ଭାରତକୁ କହିଲେ…

ଇସଲାମାବାଦ,୨ା୭: ଭାରତ ବିରୋଧରେ ବିଷ ଓଗାଳିଥିବା ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ତାଙ୍କ ସ୍ୱରକୁ ନରମ କରିଛନ୍ତି। ବୁଧବାର ବିଲାୱଲ ଭାରତକୁ ଆତଙ୍କବାଦ ବିରୋଧରେ ଲଢ଼େଇରେ ସାମିଲ…

୨୪ ଘଣ୍ଟାରେ ଥାଇଲାଣ୍ଡକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ, ଫୋନ୍ କଲ୍ ଲିକ୍ ପାଇଁ କାଲି ପଦ ହରାଇଥିଲେ…

ବ୍ୟାଙ୍କକ୍,୨ା୭: ଲିକ୍ ହୋଇଥିବା ଏକ କଲ୍ ଯୋଗୁ ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କୁ ମଙ୍ଗଳବାର ନିଲମ୍ବିତ କରାଯିବା ପରେ ଥାଇଲାଣ୍ଡର ରାଜନୀତି ଏକ ଭିନ୍ନ ମୋଡ଼ ନେଇଥିଲା। ତାଙ୍କ ସ୍ଥାନରେ…

ନିଶା ଔଷଧ ଦେଉଥିଲେ, ପରେ ନାବାଳକ ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ ୪୦ ବର୍ଷର ମହିଳା ଟିଚର

ନୂଆଦିଲ୍ଲୀ: ମୁମ୍ବାଇର ଏକ ପ୍ରତିଷ୍ଠିତ ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏଠାରେ ଜଣେ ୪୦ ବର୍ଷୀୟ ଶିକ୍ଷୟିତ୍ରୀ ଜଣେ ୧୬ ବର୍ଷୀୟ ନାବାଳକ ଛାତ୍ରକୁ ଏନଜାଇଟି ଔଷଧ ଦେଇ ତା’…

କୋଲକାତା ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ଼, “ଅଭିଯୁକ୍ତଙ୍କ ଦେହରେ ନଖର କ୍ଷତ ଚିହ୍ନ ନୁହଁ ବରଂ ଅଛି ଲଭ୍ ବାଇଟ୍”

କୋଲକାତା: କୋଲକାତାର ଲ' କଲେଜରେ ୨୪ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଏକ ନୂଆ ମୋଡ଼ ନେଇଛି। ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ଓକିଲ ରାଜୁ ଗାଙ୍ଗୁଲି ଏକ ଅଜବ ଦାବି କରିଛନ୍ତି। ଓକିଲ ଦାବି…

ମହିଳାଙ୍କ ଟଏଲେଟରେ କ୍ୟାମେରା ଅନ କରି ମୋବାଇଲ ରଖୁଥିଲା ପ୍ରିନ୍ସିପାଲ, ଶେଷ ଏମିତି ଧରାପଡ଼ିଲା

ନୂଆଦିଲ୍ଲୀ: ରାୟପୁରର ତିଲଡା ନେଭରା ଥାନା ଅଞ୍ଚଳର ଏକ ସରକାରୀ ସ୍କୁଲର ପ୍ରିନ୍ସିପାଲ ଭୂପେନ୍ଦ୍ର କୁମାର ସାହୁଙ୍କ ବିରୋଧରେ ଏକ ଲଜ୍ଜାଜନକ ଅଭିଯୋଗ ଆସିଛି। ମହିଳା କର୍ମଚାରୀଙ୍କ ଶୌଚାଳୟରେ ମୋବାଇଲ୍ ଫୋନ୍ ଲୁଚାଇ…

୯ ହଜାର କର୍ମଚାରୀଙ୍କୁ ଛଟେଇ କରିବାର ଘୋଷଣା କଲା ମାଇକ୍ରୋସଫ୍ଟ, ଚିନ୍ତାରେ ଏହି ଟିମ୍‌

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ (MSFT.O) ପୁଣି ଥରେ ବଡ଼ ଧରଣର ଛଟେଇ ଘୋଷଣା କରିଛି। ସିଆଟେଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ମୋଟ ବିଶ୍ୱସ୍ତରୀୟ କର୍ମଚାରୀଙ୍କ ପ୍ରାୟ 4% ଅର୍ଥାତ୍ ପ୍ରାୟ 9000…

୨ ସହରର ନାମ ପରିବର୍ତ୍ତନ କଲେ ସରକାର, ଜାଣନ୍ତୁ ବଦଳିଲା କେଉଁ ସହର…

ବେଙ୍ଗାଲୁରୁ,୨ା୭: କର୍ଣ୍ଣାଟକ କଂଗ୍ରେସରେ ଅଶାନ୍ତି ମଧ୍ୟରେ ରାଜ୍ୟର ସିଦ୍ଧରମୈୟା ସରକାର ବୁଧବାର ଦୁଇଟି ସହରର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘୋଷଣା କରିଛନ୍ତି ଯେ,…

ଦୁଇ ଥର ଗର୍ଭପାତ, ବାହାଘରର ପ୍ରତିଶ୍ରୁତି ଦେଇ ୭ ବର୍ଷ ଯାଏଁ ଯୌନ ନିର୍ଯାତନା, ମୃତ୍ୟୁ ସହ ଲଢ଼ୁଛନ୍ତି ପୀଡ଼ିତା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମହମ୍ମଦ ରେହାନ ନାମକ ଜଣେ ଯୁବକ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରାୟ ୭ ବର୍ଷ ଧରି ଯୌନ ଏବଂ ମାନସିକ…

ବଳଦ ସାଜିଲେ ବୃଦ୍ଧ ସ୍ୱାମୀ, ହଳ କଲେ ବୃଦ୍ଧା ସ୍ତ୍ରୀ

ମହାରାଷ୍ଟ୍ର: ଜଣେ ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ଘରେ ବିଶ୍ରାମ କରିବା କଥା, ସେହି ବୟସରେ ସେମାନେ ବିଲରେ ହଳ କରୁଛନ୍ତି। ଆଉ ଏହି ଫଟୋ ଯିଏ ଦେଖୁଛି ତା ପାଟିରୁ ଆହା ପଦେ ବାହାରୁଛି। କାରଣ ଘଟଣାଟି ହିଁ ସେମିତି।…

ଜାଣନ୍ତୁ କିଏ ଥିଲେ ପ୍ରଥମ ଦଲାଇଲାମା, କାହିଁକି କାହାକୁ ମିଳିଥାଏ ଏହି ଉପାଧି

ଧର୍ମଶାଳା,୨ା୭: ଦଲାଇଲାମା ବୁଧବାର ଧର୍ମଶାଳାର ମ୍ୟାକଲିଓଡଗଞ୍ଜରେ ତିବ୍ବତୀୟ ବୌଦ୍ଧ ଧାର୍ମିକ ନେତାଙ୍କ ନୂଆ ନାମ ଘୋଷଣା କରିପାରନ୍ତି। ଯାହାଙ୍କ ନାମ ଘୋଷଣା କରାଯିବ ସେ ୧୪ତମ ଦଲାଇଲାମାଙ୍କ ଉତ୍ତରାଧିକାରୀ ହେବେ,…