Browsing Category

ଦେଶ ବିଦେଶ

ଦେଶରେ ବଢୁଛି Eye Flu ମାମଲା: ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ ଏହାର ଲକ୍ଷଣ ଏବଂ ସଂକ୍ରମଣର ପ୍ରତିକାର

ନୂଆଦିଲ୍ଲୀ: ଲଗାତାର ବର୍ଷା ପାଗ ଯୋଗୁଁ ଗତ କିଛି ଦିନ ହେବ ଦେଶରେ 'ଆଖି ଫ୍ଲୁ' ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିବର୍ତ୍ତିତ ଋତୁରୁ ଆସିଥିବା ଫ୍ଲୁ ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଅସୁସ୍ଥ…

ଚଳନ୍ତା ଟ୍ରେନରେ ଆଖିବୁଜା ଗୁଳିମାଡ଼: ଜଣେ ASIଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଠାରେ ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ବିନିମୟ ହେବାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁଳି ବିନିମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଚାରି ଜଣଙ୍କ…

ମିଶନ ୨୦୨୪ ପାଇଁ ଆଜି ଏନଡିଏ ସାଂସଦମାନଙ୍କର ପ୍ରଥମ ବୈଠକ, ପ୍ରଧାନମନ୍ତ୍ରୀ ମୋଦୀ ଦେବେ ବିଜୟର ମନ୍ତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) ର ସାଂସଦମାନଙ୍କ ସହିତ ଏକ ବୈଠକ ବସାଇବେ। ଏହି ବୈଠକ ମାଧ୍ୟମରେ ସେ ଆଗାମୀ ନିର୍ବାଚନ ସଂପର୍କରେ ସାଂସଦମାନଙ୍କୁ ବିଜୟର…

ଆଜି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ: ଜାଣନ୍ତୁ ଡିପୋଜିଟ କରି ନଥିବା ଲୋକଙ୍କ ପାଇଁ କଣ ରହିଛି ନିୟମ

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧, ୨୦୨୩। ଯଦି ଆପଣ ଏହି ଦିନରେ ମଧ୍ୟ ITR ଦାଖଲ କରିବାକୁ ମିସ୍ କରନ୍ତି, ତେବେ ଆପଣ ପେନାଲ୍ଟି ସହିତ…

ଓଡ଼ିଶାର କୃଷକମାନଙ୍କ ପାଇଁ ଖୁସି ଖବର.. PMFBY ପାଇଁ ବଢିଲା ଆବେଦନ ତାରିଖ: ଏବେ କରନ୍ତୁ Apply

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ୧୪ତମ କିସ୍ତି ଟଙ୍କା ପ୍ରଦାନ କରାଯାଉଛି । ତେବେ ଏହା ମଧ୍ୟରେ କୃଷକମାନଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।…

Meri Mati Mera Desh: ୧୫ ରୁ ସାରା ଦେଶରେ ଆରମ୍ଭ ହେବ ‘ମେରୀ ମିଟି ମେରା ଦେଶ’ ଅଭିଯାନ, କଳସରେ ଦିଲ୍ଲୀ ଆସିବ ୭୫୦୦ ଗାଁ ମାଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସ୍ୱାଧୀନତା ଦିବସ ପାଖେଇ ଆସୁଥିବାରୁ ସହୀଦମାନଙ୍କୁ ସମ୍ମାନିତ କରିବା ପାଇଁ ଖୁବ୍‍ ଶୀଘ୍ର ‘ମେରି ମିଟି ମେରା ଦେଶ’ ଅଭିଯାନ ଆରମ୍ଭ ହେବ। ଆକାଶବାଣୀର ମନ୍‍ କି…

କବର୍ ଭିତରେ ବି ସୁରକ୍ଷିତ ନୁହନ୍ତି ଝିଅ! ଚୋରି ହେଉଛି ମୃତ ମହିଳାଙ୍କ ‘ଖପୁରୀ’…

ନୂଆଦିଲ୍ଲୀ: ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଜାଣିବାକୁ ମିଳିଛି । ମାମଲାଟି ଯେତିକି ଆଶ୍ଚର୍ଯ୍ୟକର, ସେତିକି ଭୟାନକ ଏବଂ ଅଭାବନୀୟ ଘଟଣା । ଯେଉଁଠି ମହିଳାଙ୍କ ସମ୍ମାନ ଉପରେ ପ୍ରଶ୍ନ ଉଠିଛି, ସେ ବି ମୃତ ଅବସ୍ଥାରେ…

Video: ପାକିସ୍ତାନ ଖୈବର ପଖତୁନଖଓ୍ବାରେ ଜମୀୟତ(JUI-F) ବୈଠକରେ ଭୟଙ୍କର ବିସ୍ପୋରଣ, ୫୦ ମୃତ, ୨୦୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ପାକିସ୍ତାନର ଖୈବର ପଖତୁନଖଓ୍ବା ସହରି ଅଞ୍ଚଳରେ ଜମୀୟତ-ଏ-ଇସଲାମ-ଫଜଲ ବୈଠକରେ ବଡ଼ ବିସ୍ପୋରଣ ହୋଇଛି । ଏହାପରେ ଘଟଣା ସ୍ଥଳରେ ଲୋକମାନେ ଭୟରେ ଧାଁ ଧଉଡ଼ କରିଥିଲେ । ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ…

Video: ଉତ୍ତରାଖଣ୍ଡରେ ପୁଣି ଘଟିଲା ହିଷ୍ଟେରିଆ ଘଟଣା: କଲେଜରୁ ଆସିବା ପରେ ନାଚିବା ଏବଂ ଚିତ୍କାର କରି ମାତିଲେ ଯୁବତୀ, ଜାଣନ୍ତୁ କଣ କହୁଛନ୍ତି…

ନୂଆଦିଲ୍ଲି: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଘଟିଛି ଏକ ଅଭାବନୀୟ କାଣ୍ଡ । ଏଠାରେ ଥିବା ରାଜକୀୟ ଇଣ୍ଟର କଲେଜର ଏକ ନୂଆ ବିଲ୍ଡିଂରେ ପ୍ରବେଶ କରିବା ମାତ୍ରେ ପ୍ରାୟ ୧୦-୧୨ ଛାତ୍ରୀ ଅଚାନକ ଜୋରରେ ପାଟି କରିଥିଲେ ।…

ହଷ୍ଟେଲ-ପିଜିରେ ରହୁଥିବା ଲୋକଙ୍କ ପାଇଁ ଖରାପ ଖବର! ବର୍ତ୍ତମାନ ଭଡ଼ା ଉପରେ ଦେବାକୁ ପଡ଼ିବ ୧୨% GST

ନୂଆଦିଲ୍ଲୀ: ଯଦି ଆପଣ ହଷ୍ଟେଲ କିମ୍ବା ପିଜିରେ ରୁହନ୍ତି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଅଛି । ବର୍ତ୍ତମାନ ପିଜି ଏବଂ ହଷ୍ଟେଲ ଭଡା ପାଇଁ ଅଧିକ ଦେୟ ଦେବାକୁ ପଡିବ । ଅଥରିଟି ଫର ଆଡଭାନ୍ସ ରୁଲିଂ (ଏଏଆର) ଦୁଇଟି…