Browsing Category
ଦେଶ ବିଦେଶ
ଡାକ୍ତରଙ୍କ ଚମତ୍କାର: କାର ଦୁର୍ଘଟଣାରେ ବେକରୁ ଅଲଗା ହୋଇଥିବା ମୁଣ୍ଡକୁ ପୁଣିଥରେ ଯୋଡିଦେଲେ
ଜେରୁସଲମ୍: ଇସ୍ରାଏଲ୍ ଡାକ୍ତରମାନେ ଏକ ଚମତ୍କାର କରି ଦେଖାଇଛନ୍ତି । ଏଠାରେ ଡାକ୍ତରମାନେ ସଫଳତାର ସହିତ ଏକ ୧୨ ବର୍ଷର ବାଳକର ମୁଣ୍ଡକୁ ତାଙ୍କ ବେକରେ ପୁଣି ଯୋଡିଛନ୍ତି । ସାଇକେଲ ଚଲାଇବା ସମୟରେ କାର୍ ଧକ୍କା ହେବା…
ଫ୍ରାନ୍ସ Bastille Day ସେଲିବ୍ରେସନରେ ପଞ୍ଜାବ ରେଜିମେଣ୍ଟର ମାର୍ଚ୍ଚ: ପ୍ରଧାନମନ୍ତ୍ରୀ ମୋଦୀ ବି କଲେ ସଲାମ୍
ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଭଳି ଆଜି ମଧ୍ୟ ଜୁଲାଇ ୧୪ ତାରିଖରେ ଫ୍ରାନ୍ସରେ ପାଳନ ହେଉଛି ରାଷ୍ଟ୍ରୀୟ ଦିବସ । ଏହାକୁ ଫ୍ରାନ୍ସ ବେଷ୍ଟିଲ ଡେ’ ଭାବରେ ମଧ୍ୟ ପାଳନ କରିଥାଏ । ତେବେ ଚଳିତବର୍ଷ ଏହି ବେଷ୍ଟିଲ ଡେ’ କେବଳ…
କୁନୋ ନେସନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ: ‘ତେଜସ୍’ ପରେ ପ୍ରାଣ ହରାଇଲା ‘ସୁରଜ୍’
ଭୋପାଲ: ବିଦେଶରୁ ଅଣାଯାଇଥିବା ଚିତାଙ୍କ ପାଇଁ ମରଣଯନ୍ତା ପାଲଟି ଯାଇଛି କୁନୋ ନେସନାଲ ପାର୍କ । ଗେଟିଏ ପରେ ଗୋଟିଏ ସବୁ ଚିତା ଏବେ ମୃତ୍ୟୁମୁଖରେ ପଡୁଛନ୍ତି । ପୂର୍ବରୁ ୭ଟି ଚିତା ଏହି ପାର୍କରେ ମୃତ୍ୟୁବରଣ କରିଥିବା…
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର: ଏଣିକି କମ୍ ଆସିବ ବିଜୁଳି ବିଲ୍
ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ୍ କମ କରିବା ପାଇଁ ପଦକ୍ଷେପ ନେଉଛି ଆପିଲେଟ ଟ୍ରିବ୍ୟୁନାଲ ଫର ଇଲେକ୍ଟ୍ର୍ରିସିଟି । ବିଦ୍ୟୁତ ବିଲ୍ ହ୍ରାସ କରିବା ପାଇଁ ମୁମ୍ବାଇର ବିଦ୍ୟୁତ ବିତରଣ କମ୍ପାନୀ ଟାଟା…
କେବେ ପ୍ରକାଶ ପାଇବ CUET UG ରେଜଲ୍ଟ, ତାରିଖ ଘୋଷଣା କଲେ UGC ମୁଖ୍ୟ
ନୂଆଦିଲ୍ଲୀ : CUET UG ୨୦୨୩ ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି । ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଜଗଦିଶ କୁମାରଙ୍କ କହିବା ଅନୁସାରେ ଜୁଲାଇ୧୭, ୨୦୨୩ରେ ଏହା ପ୍ରକାଶ ପାଇବ । ୧୪.୯…
ଟମାଟୋ ଦାମ୍ କମିବା ନେଇ ଆଶା ରଖିଥିବା ଲୋକଙ୍କୁ ବଡ ଝଟକା, ବଜାର ବିଶେଷଜ୍ଞ କହିଲେ ଦର ୩୦୦ ଛୁଇଁବ
ନୂଆଦିଲ୍ଲୀ: ଟମାଟୋ ଦାମ୍ ଦିନକୁ ଦିନ ବଢିବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ମୂଷଳଧାରାରେ ବର୍ଷା ଲାଗି ରହିଥିବାରୁ ଟମାଟୋ ଦର କମିବାର ନାଁ ଧରୁନାହିଁ । ଗତ କିଛି ଦିନ ହେବ ଟମାଟୋ ମୂଲ୍ୟରେ ୩୦୦ ପ୍ରତିଶତ…
ବିଶ୍ୱାସ ନହେଲେ ବି ସତ: ୬ ବୋତଲ ପାଣି ପିଇଦେଲା ୧୦ ବର୍ଷୀୟ ବାଳକ, ଏହାପରେ ଅବସ୍ଥା ସାଙ୍ଘାତିକ…
ନୂଆଦିଲ୍ଲୀ: ମଣିଷ ବଞ୍ଚିବା ପାଇଁ ଜଳ ନିହାତି ଆବଶ୍ୟକ । ଜଣେ ସୁସ୍ଥ ରହିବାକୁ ହେଲେ ଅଧିକ ଜଳ ପିଇବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ଜଳକୁ ନେଇ ଆସିଛି ଏକ ଦୁଃଖଦ ଖବର । ଅଧିକ ଜଳ ପିଇବା କାରଣରୁ…
ବରିଷ୍ଠ ନାଗରିକଙ୍କ ଲାଗି ସବୁଠାରୁ ଆକର୍ଷକ ସଞ୍ଚୟ ଯୋଜନା, ୫ ଲକ୍ଷ ନିବେଶ କଲେ ସୁଧ ପାଇବେ ୨ ଲକ୍ଷ
ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କିଛି ନା କିଛି ଯୋଜନା ପରିଚାଳନା କରାଯାଉଛି । ଏହିସବୁ ଯୋଜନାରେ ସୁରକ୍ଷା ସହିତ ଭଲ ରିଟର୍ଣ୍ଣର ଗ୍ୟାରେଣ୍ଟି ବି ରହିଛି । ଏପରି ସ୍ଥିତିରେ ଆପଣ ବି…
ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସସପେନ୍ସ ହଟିଲା! ଏନସିପି-ଶିବସେନା-ବିଜେପି, କାହା ପାଖରେ ରହିବ କେଉଁ ବିଭାଗ
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସାରା ଦେଶର ନଜର । ଅଜିତ ପାୱାରଙ୍କ ନେତୃତ୍ୱରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର କିଛି ବିଧାୟକ ଗତ ୨ ତାରିଖରେ ବିଜେପି-ଏକନାଥ ଶିନ୍ଦେଙ୍କ ମେଣ୍ଟରେ ସାମିଲ…
ଇତିହାସ ରଚିଲା ଇସ୍ରୋ, ବାହୁବଳୀ ରକେଟ୍ରେ ଚନ୍ଦ୍ର ଅଭିମୁଖେ ଗଲା ଚନ୍ଦ୍ରଯାନ-୩
ନୂଆଦିଲ୍ଲୀ: ଭାରତର ବହୁପ୍ରତିକ୍ଷିତ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ବାହାରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ୍ ସେଣ୍ଟରୁ ୨ଟା ୨୫ ମିନିଟ୍ରେ ଲଞ୍ଚ ହୋଇଥିଲା। ଚନ୍ଦ୍ରରେ ପହଞ୍ଚିବା ପରେ…