
Browsing Category
ଦେଶ ବିଦେଶ
Salary Account ଓ Savings Account ମଧ୍ୟରେ କ’ଣ ଫରକ ! ଜାଣନ୍ତୁ ପାର୍ଥକ୍ୟ
ଓଡିଶା ଭାସ୍କର : ଯେକେହି ବ୍ୟାଙ୍କରେ ଏକ ସେଭିଂ ଆକାଉଣ୍ଟ ଖୋଲିପାରିବେ | କିନ୍ତୁ ଯେଉଁମାନେ କାମ କରନ୍ତି ସେମାନଙ୍କ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଦରମା ଆକାଉଣ୍ଟ ଅଛି | ବେତନ ଆକାଉଣ୍ଟ ବିଷୟରେ ଆପଣ ନିଶ୍ଚିତ ଭାବରେ…
ବଢ଼ିଚାଲିଛି ଦୁଃଖ ଓ ଯନ୍ତ୍ରଣା: ୪୦୦୦ରେ ପହଞ୍ଚିଲା ଆଫଗାନିସ୍ତାନ ଭୂକମ୍ପର ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ: ଗତ ୭ ତାରିଖରେ ଆଫଗାନିସ୍ତାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପର ଦୁଃଖ ବେଳକୁ ବେଳ ବଢ଼ିବାରେ ଲାଗିଛି । ପ୍ରଥମ ଦିନରେ ଭୂକମ୍ପରେ ୩୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ତାରିଖ ଦିନ ମୃତ୍ୟୁ ସଂଖ୍ୟା…
୨୨୦ କୋଟି ଲୋକଙ୍କ ଉପରେ ବଡ଼ ବିପଦ, ଘାଣ୍ଟିହେବ ଭାରତ-ପାକିସ୍ତାନ: ଏହି ରୋଗର ଆଶଙ୍କା ବଢ଼ିଯିବ ବୋଲି ରିସର୍ଚ୍ଚରୁ ଭୟଙ୍କର ଖୁଲାସା
ନୂଆଦିଲ୍ଲୀ: ବିଶ୍ୱ ତାପମାତ୍ରାକୁ ନେଇ ଏକ ରିସର୍ଚ୍ଚରେ ଭୟଙ୍କର ଖୁଲାସା ହୋଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ବିଶ୍ୱର ତାପମାତ୍ରା ୨ ଡିଗ୍ରୀ ସେଲସିୟସ ବଢ଼ିଯାଏ, ତେବେ ଭାରତ ଏବଂ ପାକିସ୍ତାନ ସମେତ ଅନେକ ଦେଶର…
ରାଷ୍ଟ୍ର ଉଦ୍ଦେଶ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ Live ଭାଷଣ: ‘ଆମେ ବିଜୟ ପାଇଁ ପ୍ରତିଶ୍ରୁତିବଦ୍ଧ’
ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ‘ହମାସ’ର ଭୟଙ୍କର ଆକ୍ରମଣ ପରେ ଏବେ ସାରା ବିଶ୍ୱରେ ଯୁଦ୍ଧର ବାତାବରଣ ଖେଳିଯାଇଛି । ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଏହି ଲଢ଼େଇକୁ ଏହା ମଧ୍ୟରେ ୭୨ ଘଣ୍ଟା…
ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର : ଦୁଇ ଆତଙ୍କବାଦୀ ନିହତ
ଜାମ୍ମୁ କାଶ୍ମୀର: ଭାରତୀୟ ସେନାକୁ ବଡ଼ ସଫଳତା । ଜାମ୍ମୁ କାଶ୍ମୀରର ଶୋପିଆନ୍ ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଶୋପିଆନ୍ ଜିଲ୍ଲାର…
ଆଜି ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଅକ୍ଟୋବର ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍…
Big Breaking: ଭୟଙ୍କର ହେଉଛି ଯୁଦ୍ଧ, ଗଲାଣି ୧୫୦୦ ଜୀବନ
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଭୟଙ୍କର ରୂପ ନେଉଛି ମହାଯୁଦ୍ଧ । ଇସ୍ରାଏଲର ଏକ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସ୍ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ମଧ୍ୟ ଯୁଦ୍ଧର ଘୋଷଣା କରିଥିଲା । ହଜାର ହଜାର ଲୋକ ଫେଷ୍ଟିଭାଲ୍ରେ…
ଏବେ ବଢ଼ିବ ଥଣ୍ଡା ! ଭାରତର ଏହି ରାଜ୍ୟଗୁଡ଼ିକରେ ଆଜି ବର୍ଷା ହେବାର ଅନୁମାନ
ନୂଆଦିଲ୍ଲି: ମୌସୁମୀ ଦେଶର ଅଧିକାଂଶ ରାଜ୍ୟରୁ ବିଦାୟ ନେଇଛି, କିନ୍ତୁ ପୁଣି ଥରେ କିଛି ରାଜ୍ୟରେ ପାଗ ବଦଳିବାକୁ ଯାଉଛି । ପାଣିପାଗ ବିଭାଗ ଅନୁଯାୟୀ, ଆଜି ଅର୍ଥାତ୍ ମଙ୍ଗଳବାର (୧୦ ଅକ୍ଟୋବର) ଦିଲ୍ଲୀ-ଏନସିଆର ସମେତ…
ଲଦାକର କୁନ ପର୍ବତରେ ହିମସ୍ଖଳନ: ଜଣେ ଯବାନ ସହିଦ, ୩ ଜଣ ନିଖୋଜ
ଲଦାକ : ଲଦାକର କୁନ ପର୍ବତରେ ହିମସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଭାରତୀୟ ସେନା । ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ଛଡା ୩ ଜଣ ଯବାନ ନିଖୋଜ ହୋଇଛନ୍ତି । ସେମାନଙ୍କୁ ଖୋଜା ଯାଉଛି…
ଯେଉଁ ରାଜ୍ୟରେ କଂଗ୍ରେସ ସରକାରରେ ଅଛି, ସେଇଠି ନିହାତି ଜାତିଭିତ୍ତିକ ଜନଗଣନା ହେବ; କଂଗ୍ରେସ ନେତା ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: “ଭାରତର ଭବିଷ୍ୟତ ପାଇଁ ଜାତି ଜନଗଣନା ଆବଶ୍ୟକ, ଏଭଳି କିଛି ବୟାନ ରଖି ଏକ ବଡ଼ ଘୋଷଣା କରିଛି କଂଗ୍ରେସ ଦଳ । ଯେଉଁ ରାଜ୍ୟରେ କଂଗ୍ରେସ ସରକାରରେ ଅଛି, ସେଇଠି ନିହାତି ଜାତିଭିତ୍ତିକ ଜନଗଣନା କରାଯିବ ବୋଲି…