
Browsing Category
ଦେଶ ବିଦେଶ
ବିଶ୍ୱର ସର୍ବବୃହତ ରୁଟି, ପ୍ରସ୍ତୁତ କଲେ ୨୧ ଜଣ କାରିଗର
ରାଜସ୍ଥାନ: ଆପଣ 171 କିଲୋଗ୍ରାମ ଓଜନର ରୁଟି ଦେଖିଛନ୍ତି କି? କିନ୍ତୁ ରାଜସ୍ଥାନର ଭିଲୱାରା ଠାରେ ଏକ ରୁଟି ପ୍ରସ୍ତୁତ କରାଯାଇଛି, ଯାହାର ଓଜନ 171 କିଲୋଗ୍ରାମ ଏବଂ ଏହା ବିଶ୍ୱର ସବୁଠାରୁ ବଡ ରୁଟି ଅଟେ | ଏହି ରୁଟିକୁ…
ସିକ୍କିମ ବନ୍ୟା ପରେ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ଏବେବି ଅନେକ ନିଖୋଜ
ନୂଆଦିଲ୍ଲୀ: ସିକ୍କିମର ତିସ୍ତା ନଦୀରେ ଆସିଥିବା ଆକସ୍ମିକ ବନ୍ୟାର ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି ପାଇଛି । ହୋଇଥିବା ବନ୍ୟାରେ ପ୍ରାୟ ୪୧,୮୭୦ ଲୋକ ପ୍ରଭାବିତ ହୋଇଛନ୍ତି। ଏବେ ବି ୧୨୨ ନିଖୋଜ ଅଛନ୍ତି । ଏପର୍ଯ୍ୟନ୍ତ ୯…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ୍ସରେ ଇଜରାଇଲ ରାଷ୍ଟ୍ରଦୂତ ଦେଲେ ବୟାନ, କହିଲେ ଏହି ସମର୍ଥନ ପାଇଁ ଧନ୍ୟବାଦ
ନୂଆଦିଲ୍ଲୀ : ପାଲେଷ୍ଟାଇନର ଗାଜା ଷ୍ଟ୍ରିପରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ 'ହାମାସ' 7 ଅକ୍ଟୋବର ସକାଳେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଲୋକ ହାମାସ…
ପୁଅକୁ ରକ୍ଷା କରି ପାରିଲାନି ମା’ର ପଣତ: ଉଭୟଙ୍କୁ ମାରି ଘର ଭିତରେ ଜାଳିଦେଲା ଡାକ୍ତର
ଓଡ଼ିଶା ଭାସ୍କର: ଏଇ ମା' ପୁଅକୁ, ଡାକ୍ତର ମାରିଦେଇ ଜାଳି ଦେଇଛି । ଆଉ ସେହି ଘରେ ମା' ପୁଅ ଏକାଠି ପୋଡି ପାଉଁଶ ହୋଇ ଯାଇଛନ୍ତି । ଯେତେବେଳେ ଡାକ୍ତର ମା' ପୁଅକୁ ଜିଅନ୍ତା ପୋଡି ଦେଉଥିଲା, ସେତେବେଳେ ଏଇ କଅଁଳ ଛୁଆଟା…
(Video) ସୁରକ୍ଷିତ ଭାବେ ଇସ୍ରାଏଲରୁ ଭାରତ ଫେରିଲେ ବଲିଉଡ ଅଭିନେତ୍ରୀ ନୁସ୍ରତ ଭରୁଚା
ନୂଆଦିଲ୍ଲୀ: ଇସ୍ରାଏଲ ଓ ଫିଲିସ୍ତୀନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଏହି ଆକ୍ରମଣ ଫଳରେ ବର୍ତ୍ତମାନ ହଜାର ହଜାର ଜଣକ ଜୀବନ ଚାଲିଯାଇଥିବା ଖବର ରହିଛି ।…
ନିଶା ଦେଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ
ଉତ୍ତରପ୍ରଦେଶର : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନøକୁ ଜଣେ ମହିଳା ମାମଲା ଦାୟର କରିବାକୁ ଆସିଥିଲେ । ତାଙ୍କୁ ବଳକ୍ରାର ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର…
ସ୍ୱାମୀର ଦାଢି ପସନ୍ଦ ନଥିବାରୁ ବିରିୟାନିରେ ନିଶା ଦେଇ ମାରିଦେଲା ସ୍ତ୍ରୀ
ଓଡିଶା ଭାସ୍କର: ସ୍ୱାମୀର ଦାଢି ଦେଖି ରାଗୁଥିଲା ସ୍ତ୍ରୀ । ଦାଢି ପ୍ରତି ଏତେ ଘୃଣା ହେଲା ଯେ ଶେଷରେ ନିଜ ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ । ଏମିତି ଏକ ହୃଦୟବିଦାରକ ଖବର ଆସିଛି ଉତ୍ତର ପ୍ରଦେଶର…
ମଧ୍ୟାହ୍ନ ଭୋଜନ ପରଷିବା ବେଳେ ଚାଲିଗଲା ଜୀବନ, ହୃଦଘାତରେ ମହିଳାଙ୍କ ମୃତ୍ୟୁ
ଗୁଜୁରାଟ : ଏଠାରେ ଏକ ବିଦ୍ୟାଦଳୟରେ ଏପରି ଘଟଣା ଘଟିଥିଲା ଯାହା ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣା ଘଟିଛି ଗୁଜୁରାଟର ଅହମ୍ମଦାବାଦରେ । ପ୍ରକୃତରେ ଜଣେ ମହିଳା ହାତିଜାନ ନିକଟ ବିବେକାନନ୍ଦ ନଗରରେ…
ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ, ୧୪ ହଜାର ଲିଟରୁ ଅଧିକ ମଦ ଜବତ
ତେଲେଙ୍ଗାନା : ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଅଛି । ଏହା ପୂର୍ବରୁ ଏକ୍ସାଇଜ ବିଭାଗ ୫ ଦିନ ମଧ୍ୟରେ ୧୪ ହଜାର ଲିଟରୁ ଅଧିକ ମଦ ଜବତ କରିଛି । ଆସନ୍ତା ବିଧାନସଭା ନିର୍ବାଚନ ପ୍ରସ୍ତୁତିର…
ଏଣିକି କୃଷକ ବି ପାଇବେ ପ୍ରତିମାସରେ ୩,୦୦୦ଟଙ୍କା ପେନସନ୍, କେବଳ ଏତିକି କାମ କରିବାକୁ ହେବ
ନୂଆଦିଲ୍ଲୀ: କୃଷକଙ୍କ ସହାୟତା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଲାଭଦାୟକ ଯୋଜନା ପରିଚାଳନା କରାଯାଉଛି । ସେଥିମଧ୍ୟରୁ ଏକ ଯୋଜନା ହେଉଛି ପିଏମ୍ କିଷାନ ମାନଧନ ଯୋଜନା । ଏହି ଯୋଜନା ଜରିଆରେ ସରକାର ପ୍ରତି…