Browsing Category
ଦେଶ ବିଦେଶ
ମହିଳାମାନଙ୍କ ପାଦ ଛୁଇଁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଫୁଲ ବର୍ଷାରେ ହେଲା ସ୍ୱାଗତ
ନୂଆଦିଲ୍ଲୀ: ଗୁରୁବାର ମଧ୍ୟରାତ୍ରିରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ରାଷ୍ଟ୍ରପତି ଏହା ସ୍ୱାକ୍ଷର କରିବା ମାତ୍ରେ ଏହା ଆଇନରେ ପରିଣତ ହେବ। ମହିଳା ସଂରକ୍ଷଣ ବିଲ୍ ପାରିତ…
ଆଧାର କାର୍ଡକୁ ନେଇ ବଡ଼ ଘୋଷଣା କଲେ ସୁପ୍ରିମକୋର୍ଟ: Aadhaar ବିନା କରିହେବ ଏହି କାର୍ଯ୍ୟ
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ପ୍ରତି ନାଗରିକର ପ୍ରଥମ ପରିଚୟ ପତ୍ର ଭାବରେ ବ୍ୟବହାର ହେଉଛି ଆଧାର କାର୍ଡ । କୌଣସି ଜିନିଷ କିଣିବାଠାରୁ ଆରମ୍ଭ କରି ପାନ୍ କାର୍ଡ ବା ଅନ୍ୟ ଡକ୍ୟୁମେଣ୍ଟ କରିବା ପାଇଁ ଆଧାର କାର୍ଡର…
ଖେଳରୁ ଖେଳରୁ True Love : ଲକ୍ଷ ଲକ୍ଷ ଖର୍ଚ୍ଚ କରି କାର୍ଟୁନକୁ କଲେ ବିବାହ
ଓଡିଶା ଭାଷ୍କର : ଜାପାନର ଲୋକମାନେ ବିବାହ କରନ୍ତି ନାହିଁ । ତେଣୁ ସେଠାରେ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଯୁବକଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ବୃଦ୍ଧଙ୍କ ସଂଖ୍ୟା ବଢୁଛି, ଯାହା କି ଦେଶର…
ତୃତୀୟ ବିବାହ ପାଇଁ ବିବାଦରେ ଇମ୍ରାନ ଖାନ, ଅବୈଧ-ଇସଲାମିକ ନିକାହ କରିବା ନେଇ କୋର୍ଟ ପଠାଇଲା ସମନ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ସ୍ଥାନୀୟ ଅଦାଲତ ତାଙ୍କ ବିବାହ ସମ୍ବନ୍ଧୀୟ ମାମଲାକୁ ନେଇ ୨୫ ସେପ୍ଟେମ୍ବରରେ ଡକାଇଛନ୍ତି । ଏହି ମାମଲା ବୁଶରା ବିବିଙ୍କ ସହ ଜଡ଼ିତ । ଦ…
ଭାରତ ଏକ ଅଗ୍ରଗତି କରୁଥିବା ଦେଶ, ଆମେ ତାଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁନାହୁଁ: ଭିସା ରଦ୍ଧ ପରେ ଟ୍ରୁଡୋଙ୍କ ବିବୃତ୍ତି
ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଗୁରୁବାର ଦିନ କହିଛନ୍ତି ଯେ, ସେମାନଙ୍କ ସରକାର ଭାରତକୁ ଉତ୍ତେଜିତ ବା ସସସ୍ୟା ସୃଷ୍ଟି କରିବାକୁ ପ୍ରୟାସ କରୁନାହାନ୍ତି । ଭାରତ ଏକ ଅଗ୍ରଗତି ଗୁରୁତ୍ୱପୂର୍ଣ୍ଣ…
ମାତ୍ର କିଛି ଦିନର ଅପେକ୍ଷା… ଶସ୍ତା 5G ଫୋନ ଧରିବ ଭାରତ, ମିଳିବ ଦମଦାର ଫିଚର
ନୂଆଦିଲ୍ଲୀ : ଆଗାମୀ ଦିନରେ Itel ଭାରତରେ କିଛି ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ Itel S23+ ସ୍ମାର୍ଟଫୋନ ବିଷୟରେ ଏକ ଟିଜର ପ୍ରକାଶ କରିଛି । ଏହି ଫୋନଟି 15,000 ଟଙ୍କା ମଧ୍ୟରେ ମିଳିବ, ଏହା…
ଆଜି ପୁଣି ଆକ୍ଟିଭ ହେବ କି ଭାରତର ‘ମୁନ୍ ମିଶନ୍’? ‘ବିକ୍ରମ’କୁ ଉଠାଇବା ପାଇଁ ସିଗନାଲ ପଠାଉଛି ESA
ନୂଆଦିଲ୍ଲୀ: ଅଧାରେ ଅଟକି ରହିଛି ଭାରତର ଚନ୍ଦ୍ରଯାନ-୩ର ଲକ୍ଷ୍ୟ ବା ‘ମୁନ୍ ମିଶନ୍’ । ଚନ୍ଦ୍ରପୃଷ୍ଠରେ ଅନ୍ଧକାର ଘୋଟିଯିବାରୁ ସ୍ଲିପିଂ ମୋଡକୁ ଚାଲିଯାଇଛନ୍ତି ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । କିନ୍ତୁ ଏବେ…
ଚୀନ-ପାକିସ୍ତାନ ଉପରେ ନଜର ରଖିବା ପାଇଁ ବାୟୁ ସେନା କିଣିବାକୁ ଯାଉଛି ୬ଟି Netra-I, ଜାଣନ୍ତୁ କ’ଣ ରହିଛି ଖାସ
ନୂଆଦିଲ୍ଲୀ: ଭାରତ ବାୟୁସେନା ଚୀନ୍ ଏବଂ ପାକିସ୍ଥାନ ସୀମାରେ ଥିବା ବିମାନ ତଦାରଖ ପାଇଁ ୬ଟି ନୂତନ ନେତ୍ର -୧ ଏୟାରବୋର୍ନ ଆର୍ଲି ଚେତାବନୀ ଏବଂ ନିୟନ୍ତ୍ରଣ (AEW & C) ବିମାନ କିଣିବାକୁ ଯୋଜନା କରୁଛି। ନେତ୍ର -୧…
ମହିଳା ସଂରକ୍ଷଣ ବିଲକୁ କାହିଁକି ଲାଗିଲା ୯ ବର୍ଷ? କାରଣ କହିଲେ ସୀତାରମଣ
ନୂଆଦିଲ୍ଲୀ : ଗୁରୁବାର ଦିନ ରାଜ୍ୟସଭା "ନାରୀ ଶକ୍ତି ବନ୍ଦନ ବିଲ'କୁ ମଞ୍ଜୁରୀ ଦେଇଛି । ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ଉପରେ ଅନେକ ପ୍ରଶ୍ନ ଉଠାଯାଇଥିଲା । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟି…
ଗାଳି ଦେବାରୁ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କଲା ଇଞ୍ଜିନିୟରିଂ ଛାତ୍ର
ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶର କାନପୁରରୁ ଆସିଛି ଏକ ଲୋମ ଟାଙ୍କୁରା ଖବର। ଘଟଣାଟି କାନପୁରର କାକାଦେବୀ ଅଞ୍ଚଳର, ସେଠାରେ ଜଣେ ଇଞ୍ଜିନିୟରିଂ ଛାତ୍ର ତାଙ୍କ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଛି। ଘଟଣାକୁ…