Browsing Category

ଦେଶ ବିଦେଶ

ପ୍ରଥମ ଥର ଜଣେ ଓଡ଼ିଆ ବୈଜ୍ଞାନିକ ପାଇବେ ସମ୍ମାନଜନକ ‘ନରମାନ ବୋରଲଗ ପୁରସ୍କାର ୨୦୨୩’: ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ବୈଜ୍ଞାନିକ ଡା. ସ୍ୱାତୀ ନାୟକଙ୍କୁ ସମ୍ମାନଜନକ ‘ନରମାନ ବୋରଲଗ ପୁରସ୍କାର ୨୦୨୩’ ମିଳିବ । ଆମେରିକା ସ୍ଥିତ ୱାର୍ଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ (ଆଇଡବ୍ଲ୍ୟୁଏ) ପକ୍ଷରୁ ଏନେଇ ଘୋଷଣା…

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ କୃଷି ଋଣ, ୧୪ ଦିନ ମଧ୍ୟରେ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ ବ୍ୟାଙ୍କ

ନୂଆଦିଲ୍ଲୀ: ଏବେ କିଷାନ କ୍ରେଡିଟ୍ କାର୍ଡ ପ୍ରକ୍ରିୟାକୁ କେନ୍ଦ୍ର ସରକାର ସହଜ କରିଛନ୍ତି। ଏଣିକି ଆବେଦନ କରିବାର ୧୪ ଦିନ ମଧ୍ୟରେ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ ବ୍ୟାଙ୍କ । କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ…

ଚନ୍ଦ୍ରରେ ପୁଣି ଉଠିବେ ବିକ୍ରମ-ପ୍ରଜ୍ଞାନ! ଚନ୍ଦ୍ରଦିବସ ସରିବା ପରେ ସକ୍ରିୟ ହେବ ଭାରତର ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଚନ୍ଦ୍ରଯାନର ସଫଳତାକୁ ନେଇ ଦେଶରେ ଯେଉଁ ପ୍ରତ୍ୟେଖ ଭାରତୀୟଙ୍କ ଉତ୍ସାହ ଧିରେ ଧିରେ ଫିକା ପଡିଯାଇଛି । କାରଣ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାର ନିର୍ଦ୍ଦିଷ୍ଟ ସମୟ ପରେ ନିଷ୍କ୍ରିୟ ହୋଇଯାଇଛି ଲ୍ୟାଣ୍ଡର ବିକ୍ରମ…

ସାଧାରଣତନ୍ତ୍ର ଦିବସ ସମାରୋହକୁ ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ୨୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାପାଇଁ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଭାରତରେ…

ମୃତ୍ୟୁ ପରେ କୁଆଡ଼େ ଯାଆନ୍ତି ଲୋକେ? ମୃତଲୋକଙ୍କ ସହ କଥା ହେଉଛନ୍ତି ଏହି ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ବିଭିନ୍ନ ଶୁଣା କଥା ଉପରେ ବିଶ୍ୱାସ କରିଥାନ୍ତି । କେବଳ ସେତିକି ନୁହେଁ, ଏହି କଥାକୁ ଅନ୍ୟ ଲୋକମାନଙ୍କୁ ମଧ୍ୟ ବିଶ୍ୱାସ କରିବା ପାଇଁ ବାଧ୍ୟ କରି ଦେଇଥାନ୍ତି ସେମାନେ । ତେବେ…

କିଲୋ ପିଛା ୨୦୦ ଟଙ୍କା ଛୁଇଁଁବ ଡାଲି ! ଦର ବୃଦ୍ଧି ନେଇ ଖାଉଟି ଅସନ୍ତୋଷ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ୁଛି ଅତ୍ୟାବଶ୍ୟକ ସାମଗ୍ରୀର ଦର, ଯାହାକୁ ନେଇ ଚିନ୍ତାରେ ଏବେ ସାଧାରଣ ଖାଉଟି । ଆଗରୁ ତେଲ, ଅଟା, ଚାଉଳ ବଢିଥିବାବେଳେ ଏବେ ଡାଲି ଦର ବୃଦ୍ଧିରେ ଖାଉଟି ପୁରା ହତାଶ। କାରଣ ଖୁଚୁରା ବଜାରରେ…

ବୃଦ୍ଧି ପାଇଲା ରେଲୱେ ଦୁର୍ଘଟଣାର ଅନୁକମ୍ପା ରାଶି: ରେଲୱେ ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ସ୍ତାନରେ ରେଳ ଦୁର୍ଘଟଣା ମାମଲା ଦେଖିବାକୁ ମିଳୁଛି । ବାଲେଶ୍ୱରର ବାହାନଗା ଦୁର୍ଘଟଣା ପରଠାରୁ ଭାରତୀୟ ରେଲୱେ ମଧ୍ୟ ଏ ନେଇ ଚିନ୍ତାରେ ରହିଛି । ତେବେ ଏହି ଦୁର୍ଘଟରାରେ ପୀଡ଼ିତ…

ମହିଳା ସଂରକ୍ଷଣ ବିଲ୍ ଉପରେ ଜାତିସଂଘର ବୟାନ: କହିଲା ବିଶ୍ୱର ଏକ ନମ୍ବର ହେବ ଭାରତ

ନୂଆଦିଲ୍ଲୀ: ସମାନତା କଥା ହେଉ କି ମହିଳା ଅଧିକାର କଥା ହେଉ ରାଜନୀତିରେ ଲିଙ୍ଗ ଭିତ୍ତିକ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ। ଭାରତରେ ମହିଳା ସଂରକ୍ଷଣ ବିଲ୍ କୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜନୈତିକ ଦଳ…

ମହିଳା ସଂରକ୍ଷଣ ବିଲ୍‍ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ସଂସଦରେ ଆଣି ନାହାନ୍ତି ସରକାର: ଅମିତ୍‍ ଶାହା

ନୂଆଦିଲ୍ଲୀ: ଲୋକସଭାରେ ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ୍‍-ନାରୀଶକ୍ତି ବନ୍ଦନ ଉପରେ ଆଲୋଚନା ଚାଲିଛି । ବିଲ୍‍ରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ଆସନ ସଂରକ୍ଷିତ ରଖିବା ପାଇଁ କେନ୍ଦ୍ର…

ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍: ମିଳିଲା ବହୁମତ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ଏବେ ଲୋକସଭାରେ ମଧ୍ୟ ପାରିତ ହୋଇଛି । ଦୁଇ ତୃତୀୟାଂଶ ବହୁମତ ପାଇ ଲୋକସଭାରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ମହିଳା ସଂରକ୍ଷଣ ବିଲ୍ 'ନାରୀ ଶକ୍ତି ବନ୍ଦନ ଅଧିନୟମ'…