Browsing Category

ଦେଶ ବିଦେଶ

ଠିକ୍ ହୋଇପାରୁନି ବିମାନ! ଭାରତରେ ଫସିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ସେପଟେ ଦେଶରେ ବିରୋଧୀ ବଢ଼ାଇଲେଣି ସମସ୍ୟା

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଭାରତ ଗସ୍ତରେ ଆସିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଜି -୨୦ ସଫଳତାର ସହିତ ଶେଷ ହେବା ପରେ ସମସ୍ତ ଦେଶର ନେତାମାନେ ସେମାନଙ୍କ ଦେଶକୁ ଫେରି ସାରିଲେଣି।…

(Video) ପ୍ରିୟଙ୍କା ଗାନ୍ଧୀ କହିଲେ ତାଙ୍କ ‘ଜି-୨୦’, ଏହି ବିବୃତ୍ତିକୁ ନେଇ ବର୍ଷିଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀରେ ୯ ଏବଂ ୧୦ ସେପ୍ଟେମ୍ବରରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀକୁ ନେଇ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନର ଏକ ରାଲୀରେ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ବର୍ଷା ପରେ ଭାରତ…

(Video) ଅମୀର ଖାନଙ୍କ ଝିଅ ଜାରି କଲେ ଭିଡିଓ ମେସେଜ, କହିଲେ ଡରିବା ଉଚିତ ନୁହେଁ

ମୁମ୍ବାଇ : ଅମୀର ଖାନଙ୍କ ଝିଅ ଇରା ଖାନ ସବୁବେଳେ ମାନସିକ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିବା ସହ , ଖୋଲା ଖୋଲି ଭାବେ କଥା ହେବାକୁ ପସନ୍ଦ କରନ୍ତି । ସେ ନିଜେ ମଧ୍ୟ ଅନେକ ଦିନ ହେବ ଡିପ୍ରେସନରେ ଥିବା କଥା ଇଣ୍ଟଭ୍ୟୁରେ…

ଲିବ୍ୟାରେ ହାହାକାର: ସାମୁଦ୍ରିକ ଝଡ଼ ‘ଡାନିଏଲ’ରେ ଚାଲିଗଲା ୨୦୦୦ ଜୀବନ

ନୂଆଦିଲ୍ଲୀ: ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ ଡାନିଏଲ’ର ତାଣ୍ଡବ ଦେଖାଦେଇଛି । ପ୍ରବଳ ବର୍ଷା ଫଳରେ ବନ୍ୟା ଯୋଗୁଁ ୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଏହି ବନ୍ୟାରେ ଭାସିଯାଇ ୧ ହଜାରରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ଏହା…

ମୁକେଶ ଅମ୍ବାନୀଙ୍କ କମ୍ପାନୀ ନାମରେ ଲୋକଙ୍କ ଠାରୁ ହେଲା ଠକେଇ, ଦିଲ୍ଲୀ ହାଇକୋର୍ଟ ଦେଲେ ତଦନ୍ତ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଧିକରୁ ଅଧିକ ଠକେଇ ମାମଲା ସାମ୍ନାକୁ ଆସୁଛି, କିନ୍ତୁ ଏହି ମାମଲା ଏପରି ହୋଇଛି ଯେ, ଦିଲ୍ଲୀ ହାଇକୋର୍ଟଙ୍କୁ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ପଡିଲା। ଏହି ପରିପ୍ରେକ୍ଷୀରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ…

ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଚାଲିପାରିବ, ତଦନ୍ତ ପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ନାହିଁ: ସୁପ୍ରିମ କୋର୍ଟ

ନୂଆଦୀଲ୍ଲୀ : ସୋମବାର ସୁପ୍ରିମକୋର୍ଟ ଏକ ଆଦେଶ ଜାରି କରିଛନ୍ତି । ଏହି ଆଦେଶ ଅନୁସାରେ ଯୁଗ୍ମ ସଚିବ କିମ୍ବା ଏହା ଠାରୁ ଉପର ପାହ୍ୟାର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଚାଲିପାରିବ ଏବଂ ବିଧିବଦ୍ଧ ଭାବରେ ତଦନ୍ତ…

ମରକ୍କୋ ଭୂମିକମ୍ପ: ୫୮ ଘଣ୍ଟାରେ ୨୮୦୦ରୁ ଅଧିକ ମୃତ୍ୟୁ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସ୍ପେନ୍-ବ୍ରିଟେନ ଏବଂ କତର ଟିମ୍

ନୂଆଦିଲ୍ଲୀ: ମରକ୍କୋରେ ଘଟିଥିବା ସବୁଠାରୁ ଶକ୍ତିଶାଳୀ ଭୁମିକମ୍ପକୁ ୫୮ ଘଣ୍ଟା ବିତିସାରିଲାଣି । ହେଲେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ଜୀବିତ ଲୋକଙ୍କୁ ଖୋଜାଯାଉଛି । ସେଠାରେ ଅବସ୍ଥିତ ହାଇ ଏଟଲସ…

ମିଶନ ଚନ୍ଦ୍ରର ସଫଳତା ପରେ ଏବେ ସମୁଦ୍ରଯାନ ପ୍ରକଳ୍ପ, ଆସନ୍ତାବର୍ଷ ପ୍ରଥମ ଭାଗରେ ହେବ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବାରେ ଲାଗିଛି । ମିଶନ ଚନ୍ଦ୍ରର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନେ ଏବେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ବଙ୍ଗୋପସାଗରର ଗଭୀର ଜଳରାଶି…

PM Kisan Samman Nidhi: ଆପଣଙ୍କ ନାମ ହିତାଧିକାରୀ ତାଲିକାରେ ଅଛି କି ନାହିଁ? ଏହି ସରଳ ଉପାୟରେ କରନ୍ତୁ ଚେକ

ନୂଆଦିଲ୍ଲୀ: କୃଷକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ଚଳାଉଛନ୍ତି। ଏଥିମଧ୍ୟରୁ ସବୁଠାରୁ ବଡ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା। ଯେଉଁଥିରେ କୃଷକ ଭାଇମାନଙ୍କୁ ପ୍ରତିବର୍ଷ ୬ ହଜାର…

(Video) ‘ଚକଲେଟଟା ଦେଇଦିଅ ମୋତେ’, ଧୋନିଙ୍କ ଠାରୁ ଅଟୋଗ୍ରାଫ ନେଉଥିବା ଲୋକଙ୍କୁ କହିଲେ ଏପରି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିଦେଶରେ ମଧ୍ୟ ଜଣେ ପ୍ରଶଂସକ ଅଛନ୍ତି। ସେ ଯେଉଁଆଡେ ଯାଆନ୍ତି ପ୍ରଶଂସକମାନେ ତାଙ୍କୁ ଘେରି ରହିଥାନ୍ତି। ମାହି ବର୍ତ୍ତମାନ ଆମେରିକାରେ…