Browsing Category

ଦେଶ ବିଦେଶ

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବେ ଅଶୋକ ଗେହଲଟ: କିଏ ହେବେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କୁ ନେଇ ଜାରି ରହିଥିବା ସବୁ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ କରିଛନ୍ତି । ଖୁବଶୀଘ୍ର ନାମାଙ୍କନ…

ନାଗାଚୈତନ୍ୟଙ୍କୁ ଛାଡପତ୍ର ଦେବା ପରେ ଦ୍ୱିତୀୟ ବିବାହ କରିବେ ସମନ୍ଥା!

ମୁମ୍ବାଇ:ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭାବରେ ସମନ୍ଥା ଋଥପ୍ରଭୁ ବେଶ ପରିଚିତ । ସେ 'ଦି ଫ୍ୟାମିଲି ମ୍ୟାନ୍ ୨' ଏବଂ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ଦ ରାଇସ'ରେ ଅଭିନୟ…

ଇଲେକ୍ଟ୍ରିକ୍ ବସରେ ଚାର୍ଜିଂ ସମୟରେ ବ୍ଲାଷ୍ଟ୍: ଘଟଣାସ୍ଥଳରେ ଚାଲିଗଲା ମେକାନିକର ଜୀବନ, ୨ ଗୁରୁତର

ବରେଲି: ଇଲେକ୍ଟ୍ରିକ୍ ବସର ଏସିରେ ଗ୍ୟାସ୍ ଭରିବା ସମୟରେ ହୋଇଛି ବଡ଼ ଧରଣର ବିସ୍ଫୋରଣ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଅବହେଳା ଯୋଗୁଁ ଏପରି ହୋଇଥିବା ନେଇ ପୀଡିତମାନେ…

ସ୍ୱାମୀର ଦ୍ୱିତୀୟ ବିବାହ କଲା ପତ୍ନୀ: କନିଆ ଆଗରେ ରଖିଲା ଅଜବ ସର୍ତ୍ତ, ଯାହାକୁ ଶୁଣି ଥାନାରେ…

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ମହିଳା ନିଜ ସ୍ୱାମୀର ଦ୍ୱିତୀୟ ବିବାହ କରାଇଛି । ଏହି ବିବାହ ସେ ଲୁଚାଇ ଚୋରାଇ କରିନାହିଁ, ବରଂ ବହୁ ଧୁମଧାମରେ…

ଚୀନର ପୂର୍ବ ଆଇନ ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ: ଦୁର୍ନୀତି ମାମଲାରେ ଆଉ ଜଣଙ୍କୁ ମଧ୍ୟ ମୃତ୍ୟୁଦଣ୍ଡାଦେଶ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭ୍ରଷ୍ଟାଚାର ବିରୋଧୀ ଅଭିଯାନ ଚଳାଇଛନ୍ତି । ଆଉ ଏହି କ୍ରମରେ ପୂର୍ବ ଆଇନ ମନ୍ତ୍ରୀଙ୍କ ସହ ଦୁଇ ଚୀନ୍ ସୁରକ୍ଷା ଅଧିକାରୀଙ୍କୁ ଦୁଇ ବର୍ଷର ଜେଲ ଦଣ୍ଡ ଏବଂ ପରେ ମୃତ୍ୟୁ…

ଗୁଜରାଟରେ ଆପ ଆଶାୟୀଙ୍କ ଅଜବ ବୟାନ: ଘେରିଲା ବିଜେପି…

ଗୁଜରାଟରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟୀ (AAP) କସରତ ଜାରି ରଖଛି । ଏହାରି ମଧ୍ୟରେ ଆପ ର ଜଣେ ଆଶାୟୀ ଜଗମଲ ବାଲା ମଦ ପିଇବାକୁ ନେଇ ଏକ ଏଭଳି ବୟାନ ଦେଇଛନ୍ତି ଯାହାଦ୍ୱାରା ଆମ୍ ଆଦମୀ ପାର୍ଟୀ…

Mahindra Finance ଉପରେ ଆକ୍ସନ ନେଲା RBI: ରିକଭରୀ ଏଜେଣ୍ଟ ରଖିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆକ୍ସନ ମୋଡରେ ଭାରତୀୟ ରିଜର୍ଭ ବ୍ୟାଙ୍କ । ଆଜି ଗୋଟିଏ ଦିନରେ ଦୁଇଟି ବ୍ୟାଙ୍କ ବନ୍ଦ କରିବା ପରେ ମହିନ୍ଦ୍ରା ଫାଇନାନ୍ସକୁ ଟାର୍ଗେଟ କରିଛି RBI । ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ ଉପରେ…

ଅକ୍ଟୋବର ମାସରେ ଖାଲି ମଜା: ୨୧ ଦିନ ବ୍ୟାଙ୍କ ଛୁଟି, ପୂର୍ବରୁ କାମ ସାରିଦେବା ଭଲ

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ସିଜିନ୍ ଚାଲିଥିବା ବେଳେ ଆସନ୍ତା ମାସରେ ଦଶହରା ପଡ଼ିବ । ତେବେ ଏଭଳି ସ୍ଥିତିରେ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚାକିରିଆମାନେ ସାଧାରଣ ଭାବେ ଅଧିକ ସମୟ ପରିବାର ସହ ରହି…

ଡିଜିଟାଲ ସାକ୍ଷରତାରେ ଦେଶରେ ସବୁଠୁ ଆଗରେ ଏହି ପଞ୍ଚାୟତ: ମୁଖ୍ୟମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରାଯାଉଛି । ଅନେକ କ୍ଷେତ୍ରରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସଫଳ ହେଉଛି । ଏହାରି ମଧ୍ୟରେ ପୁଲ୍ଲମପାରା ଦେଶର ପ୍ରଥମ ଗ୍ରାମପଞ୍ଚାୟତ ହୋଇଛି, ଯାହା ସଂପୂର୍ଣ୍ଣ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ବଦଳାଇବ ରାଜସ୍ଥାନ ରାଜନୀତି! ପାଇଲଟ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଗେହଲଟଙ୍କ ଅକଲ ଗୁଡ଼ୁମ୍

ନୂଆଦିଲ୍ଲୀ: ସାରା ଭାରତବର୍ଷରେ ଏବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚର୍ଚ୍ଚା ଜାରି ରହିଛି । ଗାନ୍ଧି ପରିବାର ନା ଅନ୍ୟ କାହା ହାତକୁ ଯିବ କଂଗ୍ରେସର ମଙ୍ଗ ତାହା ଏବେ ରହିଛି ମୁଖ୍ୟ ପ୍ରସଙ୍ଗ । ରାହୁଲ…