Browsing Category
ଦେଶ ବିଦେଶ
ଶ୍ରୀ ଜଗନ୍ନାଥ ଯାତ୍ରା ଟ୍ରେନର ଶୁଭାରମ୍ଭ, ମାତ୍ର ଅଳ୍ପ ଟଙ୍କାରେ କେଉଁ କେଉଁ ସ୍ଥାନ ପରିଭ୍ରମ କରିପାରିବେ; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ନୂଆଦିଲ୍ଲୀ: ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପ୍ରତ୍ୟେକ ଭକ୍ତଙ୍କ ଇଚ୍ଛା। ବର୍ତ୍ତମାନ ଏହି ଯାତ୍ରାକୁ ଆହୁରି ସହଜ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଭାରତୀୟ ରେଳ ତରଫରୁ ବୁଧବାର ଠାରୁ ଶ୍ରୀ ଜଗନ୍ନାଥ ଯାତ୍ରା…
ପୀଡିତଙ୍କୁ କାନ୍ଧରେ ଲଦି ୧କିମି ଚାଲିଚାଲି ପହଁଚିଲେ ଆମ୍ବୁଲାନ୍ସ ପାଖେ, ସହରରେ ପ୍ରଶଂସା ପାଉଛନ୍ତି ଏହି ଡ୍ରାଇଭର
ଭୋପାଲ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ୧୦୮ ଆମ୍ବୁଲାନ୍ସ ଡ୍ରାଇଭରର ପ୍ରଶଂସନୀୟ କାମ ପାଇଁ ସହରର ଲୋକେ ପ୍ରଶଂସା କରୁଛନ୍ତି । ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ରୋଗୀଙ୍କ ଘର ପାଖକୁ ଯାଇ ପାରିନଥିଲା ।…
ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ହ୍ୱାଟ୍ସଆପ୍ ଛାଡ଼ିହେବ ହାଇ-ରିଜୋଲ୍ୟୁସନ୍ ଫଟୋ
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାର କରୁଥିବା ଅଧିକାଂଶ ଲୋକ ଜାଣନ୍ତି ଯେ ଯେତେବେଳେ ଆମେ ଆମର ସାଙ୍ଗମାନଙ୍କ ସହିତ ଫଟୋ ସେୟାର କରୁ, ବେଳେବେଳେ ଫଟୋଗୁଡ଼ିକର ଗୁଣ ବହୁତ ଖରାପ ହୋଇଯାଏ। ଫଳସ୍ୱରୂପ, ଆପଣଙ୍କୁ ଏହି…
E Ramadoss ଆଉ ନାହାନ୍ତି: ତାମିଲ ଅଭିନେତା-ନିର୍ଦ୍ଦେଶକ ଆଖି ବୁଜିଲେ
ନୂଆଦିଲ୍ଲୀ: ବିଶିଷ୍ଟ ତାମିଲ ଅଭିନେତା-ନିର୍ଦ୍ଦେଶକ ଇ ରାମଦୋସ ଆଉ ନାହାନ୍ତି । ୬୬ ବର୍ଷ ବୟସରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଅନେକ ଫିଲ୍ମରେ ଲେଖକ ଭାବେ କାମ କରିଛନ୍ତି । ସେ ଶିବକାର୍ତ୍ତିୟେନଙ୍କ…
ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନେଉଥିବା ହେଲିକପ୍ଟରକୁ ଜରୁରୀକାଳିନ ଅବତରଣ କରାଗଲା
ଇରୋଡ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନେଇକି ଯାଉଥିବା ହେଲିକପ୍ଟର, ତାମିଲନାଡ଼ୁରେ ଜରୁରୀକାଳିନ ଅବତରଣ କରାଯାଇଛି । କୁହାଯାଉଛି ଯେ, ଖରାପ ବାୟୁପ୍ରବାହ ପାଇଁ ହେଲିକପ୍ଟରକୁ ଏର୍ମଜେନ୍ସି ଲ୍ୟାଣ୍ଡିଂ…
ଆମାଜୋନର ବମ୍ପର ସେଲ, ୧୦ ହଜାରରୁ ତଳକୁ ମିଳୁଛି ୫ଜି ଫୋନ
ନୂଆଦିଲ୍ଲୀ: ଆମାଜୋନରେ ରେବ୍ଲିକ୍ ସେଲ୍ ସରିଯାଇଛି, କିନ୍ତୁ ନୂଆ ସେଲ ଆରମ୍ଭ ହୋଇଯାଇଛି । ଇ-କମର୍ସ ପ୍ଲାଟଫର୍ମ ଉପରେ Smartphone Upgrade Days ସେଲ ଚାଲୁ ରହିଛି । ଏହି ସେଲ୍ସରେ ଫୋନ ଉପରେ ୪୦ ପ୍ରତିଶତ…
Rechargeable LED Bulb ଘରକୁ ଆଣନ୍ତୁ: ବିଦ୍ୟୁତ କଟିଗଲେ ବି ଜଳିବ ଘଣ୍ଟା ଘଣ୍ଟା
ନୂଆଦିଲ୍ଲୀ: ଅନ୍ଧାରକୁ ଦୂର କରିବା ପାଇଁ ଲାଇଟ୍ ନିହାତି ଆବଶ୍ୟକ । ଆମେମାନେ ସାଧାରଣ ଭାବେ ରାତି ସମୟରେ ବିଭିନ୍ନ ପ୍ରକାରର ଲାଇଟ୍ ବ୍ୟବହାର କରିଥାଉ । କରେଣ୍ଟ କଟ୍ ସମୟରେ ଏହି ଲାଇଟ୍ ମଧ୍ୟ ଜଳିବା ବନ୍ଦ କରିଦେଇଥାଏ…
ପିପିଏଫରେ ବିନିଯୋଗ କରୁ ନଥିବା ବ୍ୟକ୍ତି ଏହି ଫାଇଦାରୁ ବଞ୍ଚିତ ହେଉଛନ୍ତି, ଜାଣନ୍ତୁ ଏହି ଅପଡେଟ୍
ନୂଆଦିଲ୍ଲୀ : ଲୋକଙ୍କ ସୁବିଧା ପାଇଁ ସରକାର ଅନେକ ପ୍ରକାର ଯୋଜନା ବାହାର କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ଲୋକମାନଙ୍କୁ ଅନେକ ଲାଭ ମଧ୍ୟ ଯୋଗାଇବା ପାଇଁ ପ୍ରୟାସ କରାଯାଉଛି । ଏଥି ସହିତ, ଏକ ପିପିଏଫ୍ (ପବ୍ଲିକ୍…
ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ, କବାଟ ଖୋଲି ଦେଖିଲା ପରେ…
ଉତ୍ତର ପ୍ରଦେଶ: ଦେଶରେ ତଥା ରାଜ୍ୟରେ ଅପରାଧ ତଥା ସୁଇସାଇଡ୍ ମାମଲା ପ୍ରତିଦିନ ଦେଖିବାକୁ ମିଳୁଛି । ସେହିପରି ଆଜି ଉତ୍ତର ପ୍ରଦେଶର ଔରେୟା ଅଞ୍ଚଳରେ ଏକ ଘରୁ ଦୁର୍ଗନ୍ଧ ଆସୁଥିଲା । ସେଥିପାଇଁ ଆଖପାଖ ଲୋକ ପୋଲିସକୁ ଖବର…
ଗଣତନ୍ତ୍ର ଦିବସରେ ୯୦୧ ଜଣ ପୋଲିସ କର୍ମଚାରୀ ପାଇବେ ପୋଲିସ ମେଡାଲ; ଓଡିଶାକୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ୍
ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ । ଫଳରେ ଏହାକୁ ନେଇ ସମସ୍ତ ସ୍ତରରେ ପ୍ରସ୍ତୁତି ସରିଛି । ତେବେ ଏହା ଅବସରରେ ଯବାନମାନଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚରୀ ପର୍ଯ୍ୟନ୍ତ…