Browsing Category

ଦେଶ ବିଦେଶ

ଭାରତରେ ଲଞ୍ଚ ହେଲା ଖାସ୍ Smart Glass: କଲିଂ କରିବା ସହିତ ମ୍ୟୁଜିକ୍ ଶୁଣିପାରିବେ, ମୋବାଇଲ, ଇୟରଫୋନ, ବ୍ଲୁଟୁଥକୁ ବାଏ ବାଏ

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଗକୁ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ ଆମେ ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ, ଇୟରଫୋନ, ବ୍ଲୁଟୁଥ ଆଦି ଡିଭାଇସ ବ୍ୟବହାର କରୁଥିବା ବେଳେ ଆଗାମୀ ଦିନରେ ଏ…

ସ୍ୱପ୍ନରେ ଦେଖାଯାଉଛି କି ଗାଈ, ମିଳିପାରେ ଟଙ୍କା ମିଳିବା ଠାରୁ ଆରମ୍ଭ କରି ଅଧିକ ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ସ୍ୱପ୍ନ ଶାସ୍ତ୍ରୀ ଅନୁଯାୟୀ, ରାତିରେ ଗଭୀର ନିଦ୍ରା ସମୟରେ ଆସୁଥିବା ସ୍ୱପ୍ନ ଆମକୁ ଭବିଷ୍ୟତରେ ଘଟିବାକୁ ଥିବା ଶୁଭ ବା ଅଶୁଭ ସଙ୍କେତ ବିଷୟରେ ସୂଚନା ଦେଇଥାଏ। ଅନେକ ଥର ଆମେ ଏପରି ସ୍ୱପ୍ନ ଦେଖୁ, ଯାହା…

ଯୋଶୀମଠର ଚାରି ଆଡେ ହାହାକାର, ଜାଣନ୍ତୁ କେଉଁଠାରୁ ପ୍ରଥମେ ଆରମ୍ଭ ହୋଇଥିଲା ଭୂ-ସ୍ଖଳନ

ଉତ୍ତରାଖଣ୍ଡ: ଯୋଶୀମଠରେ ଭୂମି ଭୂଷୁଡ଼ିବା କାରଣରୁ ହାହାକାର ସୃଷ୍ଟି ହୋଇଛି । ଘରର କାନ୍ଥ ଠାରୁ ଆରମ୍ଭ କରି ସବୁଜାଗା ଫାଟିବାକୁ ଆରମ୍ଭ କରିଛି । କେବଳ ଯୋଶୀମଠ ନୁହେଁ କର୍ଣ୍ଣପ୍ରୟାଗ, ରୁଦ୍ରପ୍ରସାଦ, ନୈନିତାଲ,…

ସ୍ୱାଧୀନ ଭାରତର ପ୍ରଥମ ମହିଳା ବିଚାରପତି କିଏ, ଯିଏ ମହିଳା ମାନଙ୍କ ଅଧିକାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ

ଭୁବନେଶ୍ୱର:ବର୍ତ୍ତମାନ ଦେଶରେ ଅନେକ ମହିଳା ବିଚାରପତି ଅଛନ୍ତି ଯେଉଁମାନେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଯେଉଁ ମହିଳା ପ୍ରଥମ ଥର ପାଇଁ ଦେଶରେ ହାଇକୋର୍ଟର ବିଚାରପତି ଭାବରେ ସ୍ଥାନ ପାଇଛନ୍ତି ଏବଂ ଏହି…

ଏକ ଘଣ୍ଟା ମଧ୍ୟରେ ଇନଷ୍ଟାଗ୍ରାମ ଡ଼ାଉନ, ୟୁଜର୍ସମାନେ ପଠାଇ ପାରୁନାହାନ୍ତି ମ୍ୟାସେଜ, ଟ୍ୱିଟରରେ କଲେ ଅଭିଯୋଗ

ନୂଆଦିଲ୍ଲୀ: ଦୁନିଆର ସବୁ ୟୁଜର୍ସ ମାନଙ୍କ ପାଇଁ ଇନଷ୍ଟାଗ୍ରାମ ଡ଼ାଉନ ହୋଇଛି । କିଛି ୟୁଜର୍ସ ମାନଙ୍କ ପାଇଁ ଇନଷ୍ଟାଗ୍ରାମର ଡ଼ାଇରେକ୍ଟ ମ୍ୟାସେଜ କାମ କରୁନାହିଁ । ଲୋକ ମ୍ୟାସେଜ ପଠାଉଛନ୍ତି ହେଲେ ସେଟିଙ୍ଗ ଲେଖି…

ସ୍କୁଲରେ ଟାଇମ୍ ବୋମା,ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ ଉଡ଼ାଇଦେବାକୁ ଧମକ

ମୁମ୍ବାଇ:ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ (ମୁମ୍ବାଇ) ପୁଣି ଥରେ ବୋମା ଧମକ ମିଳିଛି। ଏଥର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲକୁ ମଙ୍ଗଳବାର ଦିନ ଏକ ଧମକପୂର୍ଣ୍ଣ କଲ ଆସିଥିଲା ​​ଯେଉଁଥିରେ ଅଜ୍ଞାତ କଲର୍…

ଘାଟିରୁ ଖସିଲା ସେନା ଗାଡ଼ି, ଜାମ୍ମୁ-କାଶ୍ମୀରରେ ୩ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆଜି ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି । ଦୁର୍ଘଟଣା ଯୋଗୁଁ ୩ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଯବାନଙ୍କ ମୃତ ଦେହକୁ ସୁରକ୍ଷାବଳ ଉଦ୍ଧାର କରିଛି । ପ୍ରବଳ ଥଣ୍ଡା ସହିତ ବରଫ ବର୍ଷା ଯୋଗୁଁ…

ବେଲଗାମ ପିଆଜ ଦର, ଚିକେନ ଦର ଠାରୁ ତିନି ଗୁଣା ଅଧିକ ଦରରେ ହେଉଛି ବିକ୍ରି

ନୂଆଦିଲ୍ଲୀ: ଫିଲିପାଇନ୍ସରେ ପିଆଜ ଦର ଆକାଶଛୁଆଁ ହେଉଛି। ଏଠାରେ ପିଆଜର ବହୁତ ଅଭାବ ଦେଖାଦେଇଛି, ଯେଉଁଥିପାଇଁ ପିଆଜ ମୂଲ୍ୟରେ ଅସ୍ୱାଭାବିକ ବୃଦ୍ଧି ଘଟିଛି। ଫିଲିପାଇନ୍ସରେ ପିଆଜର ଏତେ ଅଭାବ ଦେଖାଦେଇଛି ଯେ ବର୍ତ୍ତମାନ…

୩ ମାସରେ ଚୀନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ ଭାରତ: UN ରିପୋର୍ଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜନସଂଖ୍ୟା ଡିଭିଜନର ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଆସନ୍ତା ତିନିମାସ ମଧ୍ୟରେ ଭାରତ ଚୀନକୁ ଅତିକ୍ରମ କରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ । ଏହି କାରଣରୁ ଉଭୟ ଦେଶରେ…

ଏହି କାରଣରୁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ଜର୍ଜ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଗଭାଇ ମଙ୍ଗଳବାର ଦିନ ଏକ ନୂତନ ତଥ୍ୟ ପରିବେଷଣ କରିଛନ୍ତି । ସେ ଏକ ମାମଲାର ଶୁଣାଣି ପାଇଁ ୨ମାସ ବିଳମ୍ବ କରିଥିଲେ । ଏଥିପାଇଁ ସେ କ୍ଷମା ପ୍ରର୍ଥନା କରିଛନ୍ତି ।…