Browsing Category

ଦେଶ ବିଦେଶ

UIDAI ଜାରି କରିଲା ଟୋଲ୍ ଫ୍ରି ନମ୍ବର, ବର୍ତ୍ତମାନ ଆଧାରକାର୍ଡ ସହିତ ଜଡିତ ସବୁକାମ ହେବ ଶୀଘ୍ର

ନୂଆଦିଲ୍ଲୀ : ଆଧାର କାର୍ଡର ନିୟାମକ ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ (IVR) ଟେକ୍ନୋଲୋଜି ଉପରେ ଏକ ନୂତନ ସେବା ଆରମ୍ଭ କରିଛି। ଯାହା ସପ୍ତାହ ସାତ ଦିନ…

ଦୁଷ୍କର୍ମୀ ଏବଂ ଗ୍ୟାଙ୍ଗଷ୍ଟାର୍‌ଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ କଡ଼ା ସନ୍ଦେଶ

ନୁଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦୁଷ୍କର୍ମୀ ଏବଂ ଅପରାଧୀ ମାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ଗେହଲୋଟ କହିଛନ୍ତି ଯେ, 'ଯଦି ମୁଁ ପାରେ ତେବେ ଦୁଷ୍କର୍ମୀ ଏବଂ ଅପରାଧୀମାନଙ୍କୁ ଲଣ୍ଡା କରି ବଜାରରେ…

ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ପ୍ରସଙ୍ଗ, ଏହି ଦିନ ଶୁଣାଣି କରିବ ଏସସି

ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟରୁ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ବିଭିନ୍ନ ଆବେଦନ କରିଥିଲେ । ପ୍ରଧାନ ବିଚାରପତି ୱାଇ.ଚନ୍ଦ୍ରଚୂଡ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ…

୧୪୦୦ କୋଟି ମୂଲ୍ୟର ଋଣ ବାଣ୍ଟିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଲୋକସଭା ବାଚସ୍ପତି ମଧ୍ୟ ରହିବେ ଉପସ୍ଥିତ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ରାଜସ୍ଥାନ ଗସ୍ତରେ ଆସିବେ । ଅର୍ଥମନ୍ତ୍ରୀ ରାଜସ୍ଥାନର କୋଟାଠାରେ ଥିବା କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅଧୀନରେ…

ରଣଜୀରେ ଜଲୱା ଦେଖାଇଲେ ଶାନ୍ତନୁ; ଦ୍ୱିଶତକ ରନ୍ କରି ସୃଷ୍ଟି କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ନିଜର ଜଲୱା ଦେଖାଇଛନ୍ତି ଓଡିଆ ପୁଅ ଶାନ୍ତନୁ ମିଶ୍ର । ତେବେ ଶାନ୍ତନୁଙ୍କ ଦ୍ୱିଶତକ ଏବଂ ପ୍ରୟାସ ସିଂଙ୍କ ଶତକ ବଳରେ ଓଡିଶା ୫୩୫ ରନ୍ କରି ଏକ ରୋକର୍ଡ ସୃଷ୍ଟି କରିଛି । ଫଳରେ…

୨୦୦ କୋଟି ଠକେଇ ମାମଲା : ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପହଞ୍ଚିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମରେ ଅଭିଯୋଗ ଆସିଛି। ଆଜି ଅର୍ଥାତ୍ ଜାନୁଆରୀ ୬ରେ ଅଭିନେତ୍ରୀ…

୨୩ବର୍ଷର ସମ୍ପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ? ଆଲଗା ହେବେ ସାଉଥ ଷ୍ଟାର ଥଲାପତି ବିଜୟ ଏବଂ ସ୍ତ୍ରୀ ସଙ୍ଗୀତା

ମୁମ୍ବାଇ:ସାଉଥ ଫ୍ଟାର ବିଜୟ ଥଲାପତି ତାଙ୍କ ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ଦର୍ଶଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।…

ଦିଲ୍ଲୀ ମେୟର ନିର୍ବାଚନ:ସ୍ଥଗିତ ହେଲା ମେୟର ନିର୍ବାଚନ! ଗୃହରେ ଉଡିଲା ଚେୟାର

ନୂଆଦିଲ୍ଲୀ :ଦିଲ୍ଲୀରେ ଏମସିଡି ନିର୍ବାଚନ ପରେ ଆଜି ମେୟର ଏବଂ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ। ସେପଟେ ଘରେ ଆପ ଏବଂ ବିଜେପି କାଉନସିଲରଙ୍କ ମଧ୍ୟରେ ବହୁତ ଗଣ୍ଡଗୋଳ ହୋଇଥିଲା।। ଉଭୟ ଦଳର କାଉନସିଲରଙ୍କ ମଧ୍ୟରେ…

ୟୁପିରେ ଘାତକ ହେଲା ଭୀଷଣ ଥଣ୍ଡା: ଗୋଟିଏ ସହରରେ ୨୪ ଘଣ୍ଟା ମଧ୍ୟରେ ହାର୍ଟ ଓ ବ୍ରେନ୍ ଆଟାକ୍ ଯୋଗୁଁ ୨୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୟୁପିରେ ଥଣ୍ଡା ଘାତକ ହୋଇଛି । ଭୀଷଣ ଶୀତ ଯୋଗୁଁ ସହରବାସୀଙ୍କ ଜୀବନ କଷ୍ଟକର କରିଦେଇଛି । ରାତିର ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି, ଯାହା ବୁଧବାର ତୁଳନାରେ ୪ ଡିଗ୍ରୀ ସେଲସିୟସ କମ୍ ।…

ପୋଲିସ ସେବା, ରାଜସ୍ୱ ବିଭାଗ ସମେତ ଅନେକ ବିଭାଗରେ ବାହାରିଲା ନିଯୁକ୍ତିର ସୁଯୋଗ, ଦରମା ୧.୭୭ ଲକ୍ଷ; ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ଜନସେବା ଆୟୋଗ ପ୍ରଶାସନିକ ସେବା, ପୋଲିସ ସେବା, ଜେଲ ବିଭାଗ, ରାଜସ୍ୱ ବିଭାଗ ସମେତ ଅନେକ ବିଭାଗରେ ଅଧିକାରୀ ପଦ ପୂରଣ କରିବାକୁ ଆବେଦନ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି…