Browsing Category

ଦେଶ ବିଦେଶ

ନୋଏଡାରେ ଦିଲ୍ଲୀ ଭଳି ଘଟଣା: ଡେଲିଭରୀ ବଏକୁ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ଟ୍ୟାକ୍ସି ଚାଳକ, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ

ନୋଏଡା: ଏବେ ଏବେ ଦିଲ୍ଲୀରେ କାର ଚାଳକ ଜଣେ ଯୁବତୀଙ୍କୁ ଅନେକ କିଲୋମିଟର ଘୋଷାଡ଼ି ନେଇଥିବା ମାମଲା ଥମିନଥିବା ବେଳେ ଏପରି ଏକ ମାଲା ନୋଏଡ଼ାରୁ ସାମ୍ନାକୁ ଆସିଛି । ସେଠାରେ ଜଣେ ଅଜଣା ଗାଡ଼ି ଡ୍ରାଇଭର ଏକ ଡେଲିଭରୀ ବଏକୁ…

କରୋନା ଯୋଗୁଁ ଦେଶରେ ଲାଗିବ ‘ଲକଡାଉନ୍’: ଜାଣନ୍ତୁ ଭାଇରାଲ ମେସେଜର କ’ଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ଚୀନ୍, ଜାପାନ, ଆମେରିକା, କୋରିଆ ସମେତ ଅନେକ ଦେଶରେ କରୋନା ଏକ ହଇଚଇ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଭାରତରେ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି । କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କୁ…

ଗୁଆହାଟୀରେ ଅମିତ ଶାହାଙ୍କ ବିମାନର ଜରୁରୀ ଅବତରଣ: ଅଗରତାଲା ଯାଉଥିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ବୁଧବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିମାନ ଗୁଆହାଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ଅଧିକାରୀ କହିଛନ୍ତି ଯେ, ଅମିତ ଶାହାଙ୍କୁ ଅଗରତାଲା ଯିବାର ଥିଲା,…

ଭାଇରସ୍ ଉପରେ ଭାରି ପଡିବ ସୂକ୍ଷ୍ମ ଜୀବ

ଭାଇରସ୍ ବା ଭୂତାଣୁର ନାଁ ଶୁଣିବା ମାତ୍ରେ ଆମ ମନରେ ରୋଗ କଥା ହିଁ ଆସେ । ଅଦୃଶ୍ୟ ହୋଇଥିଲେ ବି ତାହା ବିଭିନ୍ନ ରୋଗର କାରଣ ହୋଇଥାଏ । ସାଧାରଣତଃ ଭୂତାଣୁଜନିତ ରୋଗକୁ ରୋକିବା ପାଇଁ ଟିକା ପ୍ରସ୍ତୁତ କରାଯାଇଥାଏ । ଆଜି…

ବଡ ଘୋଷଣା: ରାଜଧାନୀରେ ଦିବ୍ୟାଙ୍ଗଙ୍କ ପାଇଁ ମିଳିବ ବ୍ରେଲି ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ : ପ୍ରତିବର୍ଷ ଜାନୁଆରୀ ୪କୁ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଏ। ପ୍ରତିବର୍ଷ ଜାନୁଆରୀ ୪ରେ ଲୁଇ ବ୍ରେଲିଙ୍କ ଜନ୍ମଦିନର ସ୍ମୃତି ଉଦ୍ଦେଶ୍ୟରେ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଏ। ଏକ ଦୁର୍ଘଟଣାରେ ଆଖି…

ଚାକିରି ହରାଇବେ ଲକ୍ଷ ଲକ୍ଷ ଲୋକ! ନୂଆବର୍ଷର ଆରମ୍ଭରୁ ଆସିଲା ଖରାପ ଖବର

ନୂଆଦିଲ୍ଲୀ: ୨୦୨୨ର ପ୍ରଥମ କିଛି ମାସ କରୋନାଭାଇରସ୍ ଭୟରେ ବିତିଥିଲା । ଏଭଳି ପରିସ୍ଥିତିରେ ଅନେକ ଲୋକ ଚାକିରି ହରାଇଥିଲେ । ଗତ ବର୍ଷରେ ଆମାଜନ, ନେଟଫ୍ଲିକ୍ସ ଏବଂ ଫେସବୁକ୍ ପରି ବଡ କମ୍ପାନୀଗୁଡିକ ଚାକିରିରୁ ଛଟେଇ…

ଜୟପୁରରେ ଚିହ୍ନଟ ହେଲା ଆମେରିକୀୟ ଭାରିଆଣ୍ଟ ଓମିକ୍ରନ୍ XBB.1.5: ଆଲର୍ଟ ମୋଡରେ ସ୍ୱାସ୍ଥ୍ୟ ବିଭାଗ

ଜୟପୁର: ରାଜସ୍ଥାନରେ ଏବେ କରୋନାର ନୂଆ ଭାରିଆଣ୍ଟ ଏଣ୍ଟ୍ରି ମାରିଛି । ରାଜଧାନୀ ଜୟପୁରର ଜଣେ ଯୁବକଙ୍କଠାରେ ଏକ ନୂଆ ଭାରିଆଣ୍ଟ ମିଳିଛି । ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ପରେ ଯୁବକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ…

ଯୌନ ସମ୍ପର୍କ ରଖି ନପାରିବାରୁ ସରକାରଙ୍କ ଉପରେ ୧୦ହଜାର କୋଟି ଦାବି କରିଲେ ଆଦିବାସୀ ଯୁବକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ରତ୍ଲାମରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ଯୁବକ ସରକାରଙ୍କ ଉପରେ ୧୦୦୦୬ କୋଟିରୁ ଅଧିକ ଦାବି କରିଛନ୍ତି। ଏକ ଗ୍ୟାଙ୍ଗ ବଳାତ୍କାର ମାମଲାରେ ଯୁବକ ଜେଲରେ ଥିଲେ। ପରେ…

ସର୍ ଗଙ୍ଗାରାମ ହସ୍ପିଟାଲ୍ ରୁ ଆସିଲା ସୂଚନା, ଏହି ରୋଗରେ ପାଇଁ ମେଡ଼ିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ :କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କୁ ବୁଧବାର ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଆଡମିଶନ କରାଯାଇଥିବା ସୂଚନାମିଳିଛି । ଏହି ସମୟରେ ତାଙ୍କ ଝିଅ…

BCCIର ବଡ ସୂଚନା, ରିଷଭ ପନ୍ତଙ୍କ ଚିକିତ୍ସା ମୁମ୍ବାଇରେ ହେବ; ସମସ୍ତ ଖର୍ଚ୍ଚ ବିସିସିଆଇ ବହନ କରିବ

ନୂଆଦିଲ୍ଲୀ :ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ଅବସ୍ଥା ସମ୍ପର୍କରେ ବିସିସିଆଇ ଏକ ଅଫିସିଆଲ୍ ଅପଡେଟ୍ ଜାରି କରିଛି। ଡିସେମ୍ବର ୩୦ ରେ, ରିଷଭ ପନ୍ତ ଦିଲ୍ଲୀ-ଦେହରାଡୁନ ରାଜପଥରେ ଏକ କାର…