CHARIDHAM
Browsing Category

ଦେଶ ବିଦେଶ

୨ଥର କ୍ୟାନ୍ସରକୁ ହରାଇଥିବା ଏହି ଅଭିନେତ୍ରୀଙ୍କୁ ହେଲା ଷ୍ଟ୍ରୋକ; ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ: ବଲିଉଡ ଜଗତରୁ ଏକ ଦୁଃଖଦ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ପ୍ରସିଦ୍ଧ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି । ଫଳରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ଗୁଜରାଟ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ୧ ଓ ୫ ଡିସେମ୍ବରରେ ମତଦାନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ୨ଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଡିସେମ୍ବର ୧ ଓ ୫ରେ ଭୋଟ ଗ୍ରହଣ ହେବ । ଏହା ସହ ଡିସେମ୍ବର ୮ରେ…

ଦିଲ୍ଲୀବାସୀଙ୍କ ପାଇଁ ପୁଣି ବଢିଲା ଚିନ୍ତା; ନୋଏଡାରେ ୪୬୯ ଟପିଲା AQI, ବିଷ ବଳୟ ସାଜିଛି ବାୟୁମଣ୍ଡଳ

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ଶୀତଦିନ ଆରମ୍ଭ ହେବା ସହିତ ବାୟୁ ପ୍ରଦୂଷଣ ସମସ୍ୟା ସାମ୍ନାକୁ ଆସିଛି । ଦିଲ୍ଲୀ ଏବଂ ଏନସିଆରରେ ବିଷ ବଳୟ ସାଜିଛି ବାୟୁମଣ୍ଡଳ । ଦୀପାବଳି ପରଠାରୁ…

୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ:୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ଦେଶର ୬ ଟି ରାଜ୍ୟର ୭ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ମୋଟ ୪୭ ଜଣ…

ଜଣାପଡ଼ିବା ପରେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧର ସୂଚନା ନଦେବା ଗମ୍ଭୀର ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାବାଳିକାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ବିଷୟରେ ସୂଚନା ଦେବାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ବୟାନ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ମତରେ, ଜଣେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧର ଖବର ନହେବା ଏକ…

EVMରେ ଦଳୀୟ ଚିହ୍ନ ପରିବର୍ତ୍ତେ ପ୍ରାର୍ଥୀଙ୍କ ଫଟୋ ସ୍ଥାନିତ ଆବେଦନକୁ ସୁପ୍ରିମକୋର୍ଟଙ୍କ ନା’

ନୂଆଦିଲ୍ଲୀ: ନିର୍ବାଚନରେ ବାଲାଟ ପେପର ଓ ଇଭିଏମରେ ଦଳର ଚିହ୍ନ ପରିବର୍ତ୍ତେ ପ୍ରାର୍ଥୀଙ୍କ ଫଟୋ, ବ୍ୟକ୍ତିଗତ ବିବରଣୀ ଓ ଶିକ୍ଷାଗତ ଯୋଗ୍ୟତା ରଖିବା ଦାବି ଉପରେ ସୁପ୍ରିମକୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣିକୁ…

ଭାରତର କଫ ସିରପ୍ କାରଣରୁ ହୋଇନଥିଲା ପିଲାଙ୍କ ମୃତ୍ୟୁ: ଗାମ୍ବିବିଆ ସରକାର

ନୂଆଦିଲ୍ଲୀ: କିଛି ଦିନ ପୁର୍ବରୁ ଭାରତୀୟ କଫ ସିରପ୍ ପିଇବା କାରଣରୁ ଗାମ୍ବିବିଆରେ ୬୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଦାବି କରିଥିଲା। ତେବେ ବର୍ତ୍ତମାନ ଗାମ୍ବିଆର ମେଡିସିନ୍…

ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ ମଞ୍ଜୁରି ମିଳିଛି । ୨୦୨୨-୨୩ ରବି ଋତୁରେ…

ଭାରତର ପ୍ରଥମ ଭୋଟର ଏଥର ଘରୁ ଦେଲେ ଭୋଟ୍: ବୟସ ୧୦୫ ବର୍ଷ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଆଗାମୀ ୧୨ ନଭେମ୍ବରରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବ । ଏହାର ଫଳାଫଳ ୮ ଡିସେମ୍ବରରେ ଘୋଷଣା କରାଯିବ । ଏହାରି ମଧ୍ୟରେ ସ୍ୱାଧୀନତା ପରେ ଭାରତର ପ୍ରଥମ ମତଦାତା ଶ୍ୟାମ…

ଗର୍ଭାବସ୍ଥାରେ ଅମୃତଭଣ୍ଡା ଖାଇବା ଦ୍ୱାରା ହେଇଥାଏ କି ଗର୍ଭନଷ୍ଟ ? ଜାଣନ୍ତୁ ଅମୃତଭଣ୍ଡା ଖାଇବା ଉଚିତ କି ନୁହେଁ …

ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ, ପୁଷ୍ଟିକର ଖାଦ୍ୟ ପରିସର ମଧ୍ୟରେ, ଏଭଳି ଅନେକ ଖାଦ୍ୟ ରହିଛି ଯାହା ମହିଳାମାନେ ଏକ ଶିଶୁ ଆଶା କରୁଥିବା ସମୟରେ ନ ଖାଇବା ଆବଶ୍ୟକ।…