Browsing Category

ଦେଶ ବିଦେଶ

Diabetes, TB ପରି ଅତ୍ୟାବଶ୍ୟକ ମେଡିସିନ ଏଣିକି ଶସ୍ତାରେ ମିଳିବ, NLEMରେ ସାମିଲ ହେଲା ୩୪ଟି ଔଷଧ

ନୂଆଦିଲ୍ଲୀ: ଭାରତରେ ଅତ୍ୟାବଶ୍ୟକ ଔଷଧ ଏଣିକି ଶସ୍ତାରେ ମିଳିବ । ଅତ୍ୟାବଶ୍ୟକ ଔଷଧର ରାଷ୍ଟ୍ରୀୟ ସୂଚୀ (ଏନଏଲଇଏମ) ଜାରି କରାଯାଇଛି । ଏହି ଲିଷ୍ଟରେ ଆଣ୍ଟି ଡାଇବେଟିସ ଔଷଧ ଇନସୁଲିସ ଗ୍ଲାର୍ଗିନ, ଆଣ୍ଟି ଟିବି ଔଷଧ…

ଏହି ଭାରତୀୟ ଅଭିନେତ୍ରୀଙ୍କ ପ୍ରେମରେ ପାକିସ୍ତାନ କ୍ରିକେଟର ନାସିମ୍ ଶାହା:ଟ୍ୱିଟରରେ କରିଲେ ଫଲୋ !

ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟରେ ପ୍ରତ୍ୟେକ ଦିନ କିଛି ନା କିଛି କଥା ଭାଇଗାଲ ହେବାର ଏକ ଟ୍ରେଣ୍ଡ ଚାଲିଛି । ରାଜନେତା ଠାରୁଆରମ୍ଭ କରି ଅଭିନେତା ଏପରି ସାଧାତଣ ଜନତା ସମସ୍ତେ ବର୍ତ୍ତମାନ ଏହି ସୋସିଆଲ ମିଡିଆରେ…

ଖୁସି ଖବର ଏଥର ଶସ୍ତାରେ ମିଳିବ ମୋବାଇଲ ଫୋନ ଆଉ ଗ୍ଲାସ

ଗାନ୍ଧିନଗର: ରାଜ୍ୟରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଫ୍ୟାବ  ୟୁନିଟ୍ ପ୍ରତିଷ୍ଠା ପାଇଁ ଗୁଜରାଟ ସରକାର ଆଜି ଏକ  ଏମଓୟୁ ସ୍ୱାକ୍ଷର କରିଛନ୍ତି।  ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, କେନ୍ଦ୍ର ରେଳମନ୍ତ୍ରୀ…

Bharat Jodo Yatra:କେରଳରେ ୧୨ ଦିନ କିନ୍ତୁ ୟୁପିରେ ୨ ଦିନ କାହିଁକି?

ନୂଆଦିଲ୍ଲୀ:ଯାତ୍ରା ଯେବେ ଠୁ ଆରମ୍ଭ ହେଲାଣି ଏହା ତପସ୍ୟା କାମ ରାଜନୈତିକ ଟ୍ୱିଟ ଯୁଦ୍ଧ ଭଳି ମନେ ହେଉଛି । ଦିନ କୁ ଦିନ ଖାଲି ପରସ୍ପର ଉପରେ ଦୋଷ ଲଦାଲଦି ଚାଲିଛି । ଏହାସହିତ ଲୋକମାନେ ଏହି ଟ୍ୱିଟ ଯୁଦ୍ଧର ମଜା…

NCERTକୁ ମିଳିବ Deemed University ମାନ୍ୟତା, UGC ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି)କୁ ମିଳିବ ଡିମଡ୍ ୟୁନିଭରସିଟି ମାନ୍ୟତା । ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟସ କମିସନ (ୟୁଜିସି) କାର୍ଯ୍ୟକାରୀ ସମିତି ପକ୍ଷରୁ ଏନେଇ ମଞ୍ଜୁରୀ ପ୍ରଦାନ…

ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ (ଏଜି) । ଆସନ୍ତା ଅକ୍ଟୋବର ମାସରୁ ସେ ନିଜର କାର୍ୟ୍ୟକାଳ ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଗତ ୨୦୧୪ରୁ ୨୦୧୭…

ମହାଭାରତର ପଶାପାଲି ରାଜା ହେଉଛନ୍ତି ଶକୁନି;ଆପଣ ଜାଣନ୍ତି କି କେଉଁଠାରେ ଅଛି ତାଙ୍କ ମନ୍ଦିର …

ମହାଭାରତ ଆପଣ ନିଶ୍ଚୟ ଶୁଣିଥିବେ । ଏଭଳି କୌଣସି ଲୋକ ନାହାନ୍ତି ଯେଉଁମାନଙ୍କ ପିଲାଦିନ ମହାଭାରତ ଆଉ ରାମୟଣ ଶୁଣାରେ ବିତି ନଥିବ । ତେବେ ମହାଭାରତରେ ଏଭଳି ଏକ ଚରିତ୍ର ରହିଥିଲା ଯାହା ସବୁ ଲୋକଙ୍କ ଦୃଷ୍ଟି ନିଜ ଆଡକୁ…

Cow Milkରେ ରହିଛି Lumpy Virus! ଏହା ପିଇବା କେତେ କ୍ଷତିକାରକ: ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଲମ୍ପୀ ଭାଇରସର ସଂକ୍ରମଣ ଗୋ ବଂଶ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଛି । ଏଥିସହିତ ଗାଈର କ୍ଷୀର, ଗୋମୁତ୍ର ଓ ଗୋବରରେ ଭାଇରସର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଲମ୍ପୀ ଭାଇରସର ପ୍ରଭାବ ଗାଈ କ୍ଷୀରରେ…

ହିନ୍ଦୁ ସଂଗଠନକୁ ସମର୍ଥନ କରିଥିବାରୁ ଆସିଲା ମୃତ୍ୟୁଧମକ;କହିଲେ ନା ମୋଦୀ ନା ଯୋଗୀ କେହି ବଞ୍ଚାଇ ପାରିବେନାହିଁ

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ଡାକ୍ତର ହିନ୍ଦୁ ସଂଗଠନକୁ ସମର୍ଥନ କରିଥିବାରୁ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ବୃତ୍ତି ଅନୁଯାୟୀ ଜଣେ ଡାକ୍ତର ଆମେରିକୀୟ ନମ୍ବର ଥିବା ମୋବାଇଲ୍ ଫୋନରୁ ଧମକପୂର୍ଣ୍ଣ କଲ…

E-Bike ଚାର୍ଜ କରୁକରୁ ଶୋ’ ରୁମରେ ଲାଗିଗଲା ନିଆଁ, ଚାଲିଗଲା ୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଛି ବୈଦ୍ୟୁତିକ ବାଇକ୍ । ଇ-ବାଇକକୁ ଚାର୍ଜ କରାଯାଉଥିବା ସମୟରେ ଅଚାନକ ଶୋ’ ରୁମରେ ନିଆଁ ଲାଗିଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏଥିରେ ୬ ଜଣ ଲୋକ ପୋଡ଼ି ହୋଇ…