Browsing Category

ଦେଶ ବିଦେଶ

‘ଆଲିଙ୍ଗନ’ର ଦାମ୍‌ ୭ ହଜାର ଟଙ୍କା, ଆଲିଙ୍ଗନକୁ ପେସା କରି ରୋଜଗାର କରୁଛନ୍ତି ଟ୍ରେଜର୍‌

ନୂଆଦିଲ୍ଲୀ: ଲୋକଙ୍କୁ ସୁରକ୍ଷିତ ଓ ଶାନ୍ତ ଅନୁଭବ ପ୍ରଦାନ କରିବାକୁ ବ୍ରିଟେନର ବ୍ରିଷ୍ଟଲ ବାସିନ୍ଦା ଜଣେ ବ୍ୟକ୍ତି ଆଲିଙ୍ଗନକୁ ପେସା ରୂପେ ଚୟନ କରିଛନ୍ତି । ୧ ଘଣ୍ଟା ଆଲିଙ୍ଗନ କରିବାକୁ ସେ ୭୫ ପାଉଣ୍ଡ ବା ୭ ହଜାର…

ଆମେରିକାର ପୁଣି ଫୁଟିଲା ଗୁଳି: ଆକ୍ରମଣକାରୀ ସମେତ ୪ ମୃତ

ନୂଆଦିଲ୍ଲୀ: ଆମେରିକାରେ ଗୁଳିକାଣ୍ଡର ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି । ସୋମବାର ସକାଳେ ଇଣ୍ଡିଆନାରେ ଗୁଳି ଫୁଟିଥିବା ଜଣାପଡିଛି, ଯେଉଁଥିରେ ଅତି କମରେ ୪ ଜଣଙ୍କୁ ମୃତ୍ୟୁ ହୋଇଥିବା କୁହାଯାଉଛି । ମିଳିଥିବା ସୂଚନା…

ଆଜିଠୁ ମହଙ୍ଗା ହେଲା ମୁଢ଼ି, ଖଇ, ଚୂଡ଼ା: ଲାଗିଲା ୫% GST

ନୂଆଦିଲ୍ଲୀ: ଦେଶରେ ଆଜିଠାରୁ କିଛି ସାମଗ୍ରୀ ଉପରେ ଲାଗୁହେବ ଜିଏସଟି । ଏଣିକି ଲୋକମାନଙ୍କୁ ନିଜର ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷ ପାଇଁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା । ମୁଢ଼ି ଓ ଖଇ କିଣିଲେ ବି ଆପଣ ୫…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ୨୪ଟି ବିଲ୍‌ ଆଣିବେ କେନ୍ଦ୍ର ସରକାର, ୧୨ ଅଗଷ୍ଟ ଯାଏଁ ଚାଲିବ ଅଧିବେଶନ

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲୁ ରହିବ । ଚଳିତ ଅଧିବେଶନରେ ୨୪ଟି ବିଲ୍‌ ଆଣିବେ କେନ୍ଦ୍ର ସରକାର । ଅଧିବେଶନ ସମୟରେ କ୍ୟାଣ୍ଟନମେଣ୍ଟ…

ରାଷ୍ଟ୍ରପତି ନିର୍ବାଚନ: ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ସବୁ ବିଧାନସଭା, ସଂସଦରେ ହେବ ମତଦାନ, ୨୧ରେ ଗଣତି ଓ ଫଳ ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ଭୋଟ୍‌ ଗ୍ରହଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂସଦ ସମେତ ସବୁ ବିଧାନସଭାରେ ଏଥିନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…

ଋଷଭ ପନ୍ତଙ୍କ ବିଜୟୀ ଶତକ, ବିଶ୍ୱ ଚାମ୍ପିୟନ ଇଂଲଣ୍ଡଙ୍କୁ ପରାସ୍ତ କଲା ଭାରତ, ୨-୧ ରେ ସିରିଜ୍ କବ୍ଜା

ନୂଆଦିଲ୍ଲୀ: ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ଧୂଳି ଚଟାଇଲା ଭାରତ । ଦିନିକିଆ ସିରିଜ୍ ଉପରେ ବି କଲା କବ୍ଜା । ଟେଷ୍ଟ ସିରିଜ୍ ଡ୍ର କରିବା ପରେ ଦମଦାର କମ୍ବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ମାଟିରେ ହିଁ ଇଂଲଣ୍ଡକୁ…

ଭୟଙ୍କର ତଥ୍ୟ: ଗାଧୋଇବା ବେଳେ ନାକରେ ପଶି ମସ୍ତିଷ୍କକୁ ଖାଇ ଯାଉଛି ଅମୀବା, ଏକ ସପ୍ତାହ ମଧ୍ୟରେ ମଣିଷର ମୃତ୍ୟୁ ସୁନିଶ୍ଚିତ

ନୂଆଦିଲ୍ଲୀ: ନିକଟରେ ଆମେରିକାରେ ଜଣେ ଯୁବକଙ୍କର ମୃତ୍ୟୁକୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଏକ ହ୍ରଦକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେ ଅମୀବା ସଂକ୍ରମଣର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ…

ଘୋର ଆର୍ଥିକ ସଙ୍କଟରେ ସମଗ୍ର ବିଶ୍ୱ: ଶ୍ରୀଲଙ୍କା ଅବସ୍ଥା ଭୋଗିବେ ବିଶ୍ୱର ଏହି ୧୨ଟି ଦେଶ

ନୂଆଦିଲ୍ଲୀ: ବିଶ୍ୱର ବହୁ ରାଷ୍ଟ୍ରଙ୍କ ଅବସ୍ଥା ନ କହିଲେ ଭଲ । ଶ୍ରୀଲଙ୍କା ପରି ଏକ ଡଜନ ରାଷ୍ଟ୍ର ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ଦେଶଗୁଡ଼ିକର ଋଣବୋଝ ବୃଦ୍ଧି ସହିତ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ…

ପ୍ରବଳ ବର୍ଷା କାହିଁକି ହେଉଛି, ବାଦଲ ଫାଟିବା ପଛରେ ବିଦେଶୀ ଶକ୍ତିର ଷଡ଼ଯନ୍ତ୍ର: KCR

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟ ସହ ତେଲେଙ୍ଗାନାରେ ପ୍ରବଳ ବର୍ଷା ଜାରି ରହିଛି । ଏହାଫଳରେ ରାଜ୍ୟର ବହୁ ଅଞ୍ଚଳ ପାଣି ଘେରରେ ରହିଛି । ଗୋଦାବରୀ ନଦୀ ସମେତ କିଛି ନଦୀର ଜଳସ୍ତର ବୃଦ୍ଧି ସମସ୍ତଙ୍କ ପାଇଁ…

NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ଜଣାଇଲା ସମର୍ଥନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିସାରିଛି । ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପାର୍ଥୀ ଘୋଷଣା କରାଯାଇଛି ।…