Browsing Category

ଦେଶ ବିଦେଶ

ହିମାଚଳରେ ମୌସୁମୀ ନେଲା ୨୧୩ ଜୀବନ, ୬୩୨ କୋଟି ଟଙ୍କାର କ୍ଷତି

ଶିମଲା: ହିମାଚଳ ପ୍ରଦେଶରେ ଚଳିତବର୍ଷ ମୌସୁମୀ ବିପଦ ସୃଷ୍ଟି କରିଛି । ମୌସୁମୀ ଋତୁରେ ସେଠାରେ ଅଧିକ ସହଖ୍ୟାରେ ଧନ-ଜୀବନ ନଷ୍ଟ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ମୁତାବକ, ମୌସୁମୀ ଋତୁରେ…

ସୁପ୍ରିମକୋର୍ଟରେ ପେଗାସସ୍‌ ମାମଲା: ଅଗଷ୍ଟ ୫କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,: ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ଇସ୍ରାଏଲ୍‌ର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓୟାର ମାମଲା । ଏହି ପେଗାସସ୍‌ ସ୍ପାଏଓୟାର ସ୍ପଫ୍ଟଓୟାର ବ୍ୟବହାର କରି ଭାରତରେ ଅନେକ ବିଶିଷ୍ଟ…

୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ, ୩ଟି ସ୍ଲଟ୍‌ରେ ବୁଲିପାରିବେ ଦର୍ଶକ

ନୂଆଦିଲ୍ଲୀ : ଦୀର୍ଘ ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ରାଷ୍ଟ୍ରପତି ଭବନ । କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବରୁ ସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା । ତେବେ ୩ମାସର ପ୍ରତୀକ୍ଷା ପରେ ପୁଣି…

କରୋନା ପରେ ଚିନ୍ତା ବଢ଼ାଇଲା ଜିକା ଭାଇରସ୍‌ , ମହାରାଷ୍ଟ୍ରରେ ସାମ୍ନାକୁ ଆସିଲା ପ୍ରଥମ ଆକ୍ରାନ୍ତ

ମୁମ୍ବାଇ,(ଭାସ୍କର ନ୍ୟୁଜ୍): ମହାମରୀ କରୋନା ଭାଇରସ୍‌ ପରେ ଏବେ ଆଉ ଏକ ଭାଇରସ୍‌ ଲୋକଙ୍କ ମନରେ ଭୟ ବଢ଼ାଇଲାଣି । ଏବେ ଡରାଇଲାଣି ଜିକା ଭାଇରସ୍‌ । ମହାରାଷ୍ଟ୍ରରେ ଜିକା ଭାଇରସ୍‌ ଆତଙ୍କ ଖେଳାଇବା ଆରମ୍ଭ କରିଛି ।…

ଜୁଲାଇରେ ବଢିଛି ଜିଏସଟି ପରିମାଣ: ଆଦାୟ ହୋଇଛି ଏତିକି ଲକ୍ଷ କୋଟି

ନୂଆଦିଲ୍ଳୀ: ଜୁଲାଇ ମାସରେ ଦେଶରେ ଜିଏସଟି ଆଦାୟ ପରିମାଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଜୁନ୍ ମାସ ତୁଳନାରେ ପ୍ରାୟ ୨୫ ହଜାର କୋଟି ଟଙ୍କାର ଅଧିକ ଜିଏସଟି ଆଦାୟ ହୋଇଥିବା ଜଣାପଡିଛି । ଜୁନ ମାସରେ ୯୨ ହଜାର ୮୪୯…

ଗୋବରରୁ ପ୍ରାକୃତିକ ରଙ୍ଗ; ତିଆରି ହେବ ୫୦୦ ମ୍ୟାନୁଫ୍ୟାକ୍ଚରିଙ୍ଗ ୟୁନିଟ୍

ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ କୃଷି ଛଡ଼ା ପଶୁପାଳନ କରିଥାନ୍ତି । ମୁଖ୍ୟତଃ ଗୋପଳନ କରିଥାନ୍ତି । ଭାରତର ଗାଁରେ ଗାଈପାଳକମାନଙ୍କ ପାଇଁ ଖୁସି ଖବର । ଗାଈ ପାଳନ କରି ଜୀବନ ଯାପନ କରୁଥିବା ଲୋକ ଏବେ ଖଦି ଗ୍ରାମୋଦ୍ୟୋଗ…

ଶତପ୍ରତିଶତ ଟିକାକରଣ: ଭୁବନେଶ୍ୱର ଦେଶର ପ୍ରଥମ ସହର

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଦେଶର ପ୍ରଥମ ସହର ଭାବରେ ନିଜର ସମସ୍ତ ନାଗରିକଙ୍କ ଟିକାକରଣ କରିଛି ବିଏମସି । କରୋନା ବିପକ୍ଷରେ ଶତ ପ୍ରତିଶତ…

ଭାରତର ୧୦ ପ୍ରସିଦ୍ଧ ଆଧ୍ୟାତ୍ମିକ ସ୍ଥାନ

ଭାରତର ସଂସ୍କୃତି ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ, ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ ଘାଟିର ପ୍ରାଚୀନ ସଭ୍ୟତା ସାମିଲ ରହିଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି, ଭାଷା,…

ମାସକୁ ୧.୩ ଲକ୍ଷ ଟଙ୍କା ଦେବ ଅର୍ଥ ମନ୍ତ୍ରାଳୟ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଆପଣଙ୍କୁ ମିଳିଛି କି ଏମିତି ମେସେଜ୍ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜରୁରୀ କାଳୀନ ଅର୍ଥରାଶି ଭାବରେ ମାସିକ ୧.୩ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯ।।ଉଛି । ଯଦି ଆପଣଙ୍କୁ ମଧ୍ୟ ଏଭଳି ମେସେଜ ମିଳିଛି…

ନୌସେନାରେ ୧୦ମ ପାସଙ୍କୁ ମିଳିବ ଚାକିରି, ୨ ରୁ ୬ ଅଗଷ୍ଟ ପର୍ଯ୍ୟନ୍ତ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନୌସେନରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ୧୦ମ ପାସ ଆଶାୟୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ । କାରଣ ଭାରତୀୟ ନୌସେନାରେ ନାବିକ (ସେଲର ମ୍ୟୁଜିସିଆନ)ରେ ୩୩ ପଦ ପାଇଁ ଯୋଗ୍ୟ ଆଶାୟୀଙ୍କ ଆବେଦନ ପତ୍ର…