Browsing Category

ଦେଶ ବିଦେଶ

Windows, Apple ଓ Android ବ୍ୟବହାରକାରୀ ହୋଇଯାଆନ୍ତୁ ସତର୍କ, ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: ସମସ୍ତ ୱିଣ୍ଡୋ, ଆପଲ୍ ଆଇଫୋନ୍ ଓ ଆଣ୍ଡ୍ରଏଡ୍ ମୋବାଇଲ ବ୍ୟବହାରକାରୀଙ୍କୁ ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି । ନୋଡାଲ୍ ସାଇବର ସୁରକ୍ଷା ଏଜେନ୍ସି-CERT ପକ୍ଷରୁ ଏନେଇ ଆଲର୍ଟ କରାଯାଇଛି । ଆପଲ…

ଆଜିଠାରୁ ଛୁଟିଦିନରେ ବି ଖୋଲିବ ବ୍ୟାଙ୍କ, ବଦଳିଲା ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦେଶରେ ବ୍ୟାଙ୍କିଂ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏହାଫଳରେ ବ୍ୟାଙ୍କର ସମସ୍ତ କାରବାର ରବିବାର ଓ ଅନ୍ୟ ଛୁଟିଦିନରେ ବି ଜାରି ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ…

ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଡୋରି ଭାରତ ହାତରେ

ନୂଆଦିଲ୍ଲୀ: ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଡୋରି ଭାରତ ହାତରେ ନୂଆଦିଲ୍ଲୀ: ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଦାୟିତ୍ୱ ଆରମ୍ଭ କରିବ ଭାରତ । ଆଗାମୀ ମାସେ ଯାଏ ଭାରତ ସୁରକ୍ଷା…

ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ଆତଙ୍କୀ ମାସୁଦ୍‌ର ଭଣଜା ନିହତ

ଶ୍ରୀନଗର: ଜମ୍ମୁ- କଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ନିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି । ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ (ଜେଇଏମ୍‌)ର ମୁଖ୍ୟ ମାସୁଦ୍‌…

ଅବହେଲା କଲେ ସ୍ଥିତି ବିଗିଡିବ: ଓଡ଼ିଶା ସମେତ ୧୦ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର ସରକାର, ସଂକ୍ରମଣର ଗ୍ରାଫ୍ ଦେଖି କଟକଣା କଡ଼ାକଡ଼ି କରିବାକୁ…

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍): ଦେଶର ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି କିମ୍ବା ପଜିଟିଭିଟି ରେଟ୍‌ ୧୦% ଉପରେ ରହୁଛି । ଏହି ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ରହିଛି । ଏଥିପାଇଁ ଶନିବାର କେନ୍ଦ୍ର ସରକାର…

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଓହରିଲେ ଆରସିପି ସିଂ; ଏହି ନେତାଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଏନଡିଏର ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ପକ୍ଷରୁ ଏହାର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରାଯାଇଛି । ଶନିବାର ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଆରସିପି ସିଂ ଇସ୍ତଫା ପ୍ରଦାନ କରିଥିବା ବେଳେ…

ଦୁନିଆର ସବୁଠାରୁ ବଡ଼ ପାଟି ଥିବା ମହିଳା, ସୃଷ୍ଟି କଲେ ରେକର୍ଡ…

ପ୍ରାୟତଃ ଦେଖାଯାଏ ଯେ ଅନେକ ଲୋକ ସେମାନଙ୍କର ରୂପ କିମ୍ବା ରୂପ ଯୋଗୁଁ ଥଟ୍ଟାର ପାତ୍ର ହୁଅନ୍ତି । ହୁଏତ କିଛି ଲୋକ ଥଟ୍ଟାକୁ ହସରେ ଉଡ଼ାଇ ଦିଅନ୍ତି କିନ୍ତୁ ଅନେକ ଲୋକ ଏହା ହେତୁ ନିଜର ଆତ୍ମବିଶ୍ୱାସ ହରାଇଥାନ୍ତି,…

ଏକାଥରେ ଜନ୍ମ ଦେଲେ ୪ ଶିଶୁ, ଆଠ ବର୍ଷ ସନ୍ତାନ ଲାଗି ବିକଳ ହେଉଥିଲେ ମହିଳା

ବିବାହର ଆଠ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ସନ୍ତାନ ହେଉନଥିଲା । ଫଳରେ ମହିଳା ଜଣଙ୍କ ପିଲାଟେ ପାଇଁ ବିକଳ ହେଉଥିଲେ । ହେଲେ କଥାରେ ଅଛି- ଭଗବାନ ଯେବେ ଦିଅନ୍ତି, ଛପର ଫାଡ଼ି ଦିଅନ୍ତି । ଠିକ୍ ସେହିପରି ସମ୍ପୃକ୍ତ ମହିଳା ୪…

ଆସନ୍ତାକାଲି ଅଲଗା ରଙ୍ଗର ଦେଖାଯିବ ଶନି, ପୃଥିବୀର ଖୁବ୍ ପାଖରେ ଦୃଶ୍ୟମାନ ହେବ ରହସ୍ୟମୟୀ ଗ୍ରହ

ନୂଆଦିଲ୍ଲୀ: ଆପଣ ମାନେ ଜାଣିଥିବେ ଯେ, ଶନି ଗ୍ରହର ରହସ୍ୟ ଲୋକମାନଙ୍କୁ ସର୍ବଦା ନିଜ ଆଡ଼କୁ ଆକର୍ଷିତ କରିଥାଏ । ଗ୍ରହ ସମ୍ପର୍କରେ ଜାଣିବାକୁ ଚାହୁଁଥିବା ବ୍ୟକ୍ତି ମାନେ ଶନି ଗ୍ରହ ବିଷୟରେ ବିଭିନ୍ନ ତଥ୍ୟ ଖୋଜିଥାନ୍ତି…

ନାଟକ ନେଲା କାଳ: ଭଗତ ସିଂଙ୍କ ଭୂମିକାର ରିହର୍ସଲ କରୁଥିଲା ୧୦ ବର୍ଷର ଛାତ୍ର, ହଠାତ୍ ପାଦ ତଳୁ ଷ୍ଟୁଲ୍ ଖସିଗଲା, ଉଡ଼ିଗଲା ପ୍ରାଣ ବାୟୁ

ଲକ୍ଷ୍ନୌ: ଭଗତ ସିଂଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିଛି ଆଉ ରହିଥିବ । ତେଣୁ ତାଙ୍କୁ ମନେ ରଖିବା ପାଇଁ ଦେଶବ୍ୟାପୀ ସମ୍ମାନୀତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶରେ ଜଣେ ୧୦ ବର୍ଷର ଛାତ୍ର ଭଗତ ସିଂଙ୍କ…