Browsing Category
ଦେଶ ବିଦେଶ
କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଦୁର୍ଘଟଣା, ବଏଲର ଫାଟି ୮ ଶ୍ରମିକ ମୃତ
ଉତ୍ତରପ୍ରଦେଶ ହାପୁଡ଼ ଜିଲ୍ଲାରେ ଏକ କେମିକାଳ ଫ୍ୟାକ୍ଟ୍ରିରେ ବଏଲର ଫାଟିବାରୁ ୮ ଶ୍ରମିକଙ୍କ ମୃତ୍ୟୁ । ଏହା ସହ ଅନେକ ସଂଖ୍ୟାରେ ଲୋକେ ଆହତ ହୋଇଥିବା ନେଇ ମଧ୍ୟ ଖବର ଆସିଛି । ଘଟଣାର ସୂଚନା ମିଳିବା ପରେ ପୋଲିସ ଏବଂ…
ପାକିସ୍ତାନରେ ଦରବୃଦ୍ଧିକୁ ନେଇ ଚିନ୍ତାରେ କର୍ମଚାରୀ; ଗଧ ଓ ଘୋଡ଼ାରେ ଯାଉଛନ୍ତି ଅଫିସ
ପାକିସ୍ତାନରେ ଦିନକୁ ଦିନ ଦରଦାମ ବୃଦ୍ଧି ହେବାରେ ଲାଗିଛି । ଏନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ପାକିସ୍ଥାନରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ପାକିସ୍ତାନର ଏକ…
ଭାରତୀୟଙ୍କ ପାଇଁ Google Payର ନୂଆ ଉପହାର; ପେମେଣ୍ଟ କରିବା ହୋଇଗଲା ଆହୁରି ସହଜ
ନୁଆଦିଲ୍ଲୀ: ଲୋକପ୍ରିୟ ପେମେଣ୍ଟ ଆପ୍ ଗୁଗଲ ପେ ନିଜର ପ୍ଲାଟଫମରେ ଆଣିଛି ଏକ ନୂଆ ଫିଚର । ଏହି ଫିଚର ହେଉଛି ଏକ ନୂଆ ଭାଷା । ଯାହାର ନାମ ହେଉଛି ହିଂଲିସ । ଏହି ଫିଚର ଦ୍ୱାରା ଗୁଗଲ ପେର ବ୍ୟବହାରକାରୀମାନେ ହିନ୍ଦୀ…
ଟାର୍ଗେଟ୍ କିଲିଂ ମଧ୍ୟରେ ଘାଟିରୁ ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କ ବଦଳି, ସୁରକ୍ଷିତ ସ୍ଥାନକୁ ପଠାଗଲା
ନୂଆଦିଲ୍ଲୀ: କାଶ୍ମୀରରେ ଟାର୍ଗେଟ୍ କିଲିଂ ମାମଲା ବଢିବାରେ ଲାଗିଛି। ହିନ୍ଦୁ କର୍ମଚାରୀଙ୍କୁ ନିଶାଣ କରି ଆତଙ୍କବାଦୀ ହତ୍ୟା କରୁଛନ୍ତି। ଏଥିରେ ଉପତ୍ୟକାରେ କାଶ୍ମୀରୀ ପଣ୍ଡିତଙ୍କ ମଧ୍ୟରେ ଭୟର ମାହୋଲ ଖେଳି ଯାଇଛି।…
ମର୍ସିଡିଜ ନୁହେଁ,ଇନୋଭାରେ ହୋଇଥିଲା ଦୁଷ୍କର୍ମ ହାଇଦ୍ରାବାଦ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ
ହାଇଦ୍ରାବାଦ: ସାରା ଦେଶରେ ହଇଚଇ ସୃଷ୍ଟି କରିଛି ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା । କାର ଭିତରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ବଳକ୍ରାର କରିବା ଘଟଣା ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣାରେ ଜଣେ…
ଅନ୍ତର୍ଜାତୀୟ ନ୍ୟାୟାଳୟରେ ୟାସିନ ମଲିକ ମାମଲା ଉଠାଇବ ପାକିସ୍ତାନ, ଦେଲା ସଙ୍କେତ
ନୂଆଦିଲ୍ଲୀ: ୟାସିନ ମଲିକ ମାମଲାକୁ ପାକିସ୍ତାନ ମିଳିତ ଜାତିସଂଘ ଏବଂ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ଉଠାଇବାକୁ ପ୍ରସ୍ତୁତି କରୁଛି। ପାକିସ୍ତାନ ଅଧିକୃତ କାଶ୍ମୀରର ତଥାକଥିତ ରାଷ୍ଟ୍ରପତି ସୁଲତାନ ମହମ୍ମୁଦ ଚୌଧୁରୀ…
ରାଜସ୍ଥାନରେ କଂଗ୍ରେସକୁ ଝଟକା ଦେବେ ବିଏସପିରୁ ଆସିଥିବା ବିଧାୟକ ? ପହଞ୍ଚି ନାହାନ୍ତି ରିସର୍ଟ
ଜୟପୁର: ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସ ପାର୍ଟିର ଚିନ୍ତା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଜଣେ ମନ୍ତ୍ରୀଙ୍କ ସହିତ ଅତି କମରେ ଛଅ ବିଧାୟକ ପାର୍ଟିର ଆଦେଶ ପାଳନ ନକରି ଏ ପର୍ୟ୍ୟନ୍ତ…
Swiggy One ଗ୍ରାହକଙ୍କ ପାଇଁ ଖୁସି ଖବର,ଖାଇବା ଅର୍ଡର କଲେ ଲାଗିବନି ଡେଲିଭରି ଚାର୍ଜ
ନୂଆଦିଲ୍ଲୀ: ସ୍ୱିଗି ୱାନ ମେମ୍ବରଙ୍କ ପାଇଁ ସ୍ୱିଗି ଆଣି ଦେଇଛି ଖୁସି ଖବର। ଏବେ ସ୍ୱିଗି ୱାନର ଉପଭୋକ୍ତାମାନେ କୌଣସି ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡର କଲେ ଆଉ ଦେବାକୁ ପଡ଼ିବନି ଡେଲିଭରି ଚାର୍ଜ। ସୂଚନାଥାଉ କି ସ୍ୱିଗି…
ଶିବଙ୍କୁ ପତି ରୂପେ ପାଇବାକୁ ମହିଳାଙ୍କ ଜିଦ୍, ବାଧାଦେଲେ ଆତ୍ମହତ୍ୟା କରିବାକୁ ଧମକ
ପିଥୋରଗଡ଼: ଉତ୍ତରାଖଣ୍ଡର ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳ ପିଥୋରଗଡ଼ ଅନ୍ତର୍ଗତ ନାଭିଧାଙ୍ଗଠାରେ ବେଆଇନ ଭାବେ ବାସ କରୁଥିବା ହରମିନ୍ଦର କୌର ନାମ୍ନୀ ମହିଳା ନିଜକୁ ପାର୍ବତୀ ବୋଲି ଦାବି କରିବା ସହ ମହାଦେବ ଶିବଙ୍କୁ…
“ୟୁରୋପର ସମସ୍ୟା ୟୁରୋପର, ବିଶ୍ୱର ନୁହେଁ ‘, ପାଶ୍ଚାତ୍ୟ ଦେଶମାନଙ୍କୁ ଜୟଶଙ୍କରଙ୍କ ପରାମର୍ଶ
ନୁଆଦିଲ୍ଲୀ: ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁରୋପ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଋଷଠାରୁ ତୈଳ କ୍ରୟ କରିବା ଏବଂ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ହେଉଥିବା ଦୁପ୍ରଚାରକୁ ନେଇ…