Browsing Category
ଦେଶ ବିଦେଶ
ବାଲୁକା କଳାରେ ଶ୍ରୀଜିଉଙ୍କ ଆନିମେସନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ଶ୍ରୀଜିଉଙ୍କ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି ।
ବାଲୁକା ଶିଳ୍ପୀ ମାନସ…
ଏକାସାଥୀରେ ଆଲ୍ଫା ଓ ବୀଟା ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା; ତା ପରେ କଣ ହେଲା ଜାଣନ୍ତୁ
ନୂଆଦିଲ୍ଲୀ: ଏକାସାଥୀରେ କରୋନାର ଦୁଇ ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ବେଲଜିୟମର ଜଣେ ୯୦ ବର୍ଷୀୟ ମହିଳା । ଦୁଇଟି ଯାକ ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ମହିଳା ଜଣଙ୍କ ପ୍ରାଣ ହରାଇଛନ୍ତି । ଶନିବାର ପ୍ରକାଶ…
ନୂତନ ଆଇଟି ମନ୍ତ୍ରୀ କଲେ କୁ’ ରେ ପ୍ରଥମ ପୋଷ୍ଟ, କହିଲେ, ‘ନୂଆ ଆଇଟି ନିୟମ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ପାଇଁ ହେବ…
ନୂଆଦିଲ୍ଲୀ: ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ରବିବାର ସ୍ୱଦେଶୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ କୁ' ସହ ଯୋଡ଼ି ହୋଇଛନ୍ତି । ସେ ନିଜର ପ୍ରଥମ ପୋଷ୍ଟରେ ନୂଆ ଆଇଟି ନିୟମ ସମ୍ପର୍କରେ ସୂଚନା…
ବିଦ୍ୟୁତ ଆଘାତ ହେଲା କାଳ, ଏକାବେଳକେ ଆଖି ବୁଜିଲେ ପରିବାରର ୬ ସଦସ୍ୟ
ଭୋପାଳ: ବିଦ୍ୟୁତ ଆଘାତ ହେଲା କାଳ । ନେଇଗଲା ପରିବାରର ୬ ମୁଣ୍ଡ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ । ଏଠାରେ ରବିବାର ସକାଳେ ବିଦ୍ୟୁତ ଆଘାତ ଲାଗି ଗୋଟିଏ ପରିବାରର ୬…
ଆଫଗାନିସ୍ତାନରୁ ରାଷ୍ଟ୍ରଦୂତ ଫେରାଇଲା ଭାରତ: ଜାଣନ୍ତୁ କାହିଁକି
କାବୁଲ: ଭାରତର ପଡୋଶକୀ ରାଷ୍ଟ୍ର ଆଫଗାନିସ୍ତାନରୁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ପଡୋଶୀ ରାଷ୍ଟ୍ର ଭାବରେ ଆଫଗାନିସ୍ତାନ ସହିତ ଭାରତର କୂଟନୈତିକ ସମ୍ପର୍କ ବଢିଆ, ମାତ୍ର ବର୍ତ୍ତମାନ…
ୟୁପିରେ ହାଇ ଆଲର୍ଟ : ୨ ଅଲକାଏଦା ଆତଙ୍କୀ ଗିରଫ
ନୂଆଦିଲ୍ଳୀ: ପୁଣି ଥରେ ହାଇ ଆଲର୍ଟରେ ଉତ୍ତର ପ୍ରଦେଶ । ରବିବାର ଉତ୍ତର ପ୍ରଦେଶରୁ ଦୁଇ ଜଣ ଅଲକାଏଦା ଆତଙ୍କୀ ଗିରଫ ହେବା ସହିତ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି ହୋଇଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନøରୁ ଦୁଇ…
ୟୁରୋ କପର ଜନସମୁଦ୍ର ପାଇଁ ଇଂଲଣ୍ଡରେ ଆସିବ କରୋନାର ତୃତୀୟ ଲହର, ବିଶେଷଜ୍ଞଙ୍କ ଚେତାବନୀ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇବା ପରେ ୟୁରୋପରେ ୟୁରୋ କପ୍-୨୦୨୦ ଅନୁଷ୍ଠିତ ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ୟୁରୋ କପ୍ କରୋନାର ତୃତୀୟ ଲହରକୁ ଡାକି ଆଣିବ । ଇଂଲଣ୍ଡ…
ଆସିଲା ଜନସଂଖ୍ୟା ନିୟନ୍ତ୍ରଣ ଆଇନ, ବର୍ଦ୍ଧିତ ଜନସଂଖ୍ୟା ବିକାଶରେ ବାଧକ, ଜାଣନ୍ତୁ ପରିବାର ନିୟୋଜନରେ କଣ ମିଳିବ ଲାଭ
ଲକ୍ଷ୍ନୌ : ଦେଶରେ ଉଦବେଗଜନକ ଭାବେ ବଢିବାରେ ଲାଗିଛି ଜନସଂଖ୍ୟା। ଯାହା ଦେଶର ବିକାଶ ପାଇଁ ସବୁଠୁ ବଡ ବାଧକ। ଜନସଂଖ୍ୟା ବିସ୍ଫୋରଣ ହିଁ ସବୁ ସମସ୍ୟାର ମୂଳ କାରଣ। ବୋଧହୁଏ ଏହାକୁ ଏବେ ହୃଦବୋଧ କଲେଣି ସରକାର।…
କୁକୁଡ଼ା ଝୋଳ ଓ ଅଣ୍ଡା ବଢାଉଛି ଇମ୍ୟୁନିଟି, କରୋନା କାଳରେ ଖୁବ୍ ଲାଭଦାୟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା କାଳରେ ଲୋକେ କିଭଳି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବେ; ଏନେଇ ଅନେକ ଡାକ୍ତର ଓ ବୈଜ୍ଞାନିକ ମତ ଦେଇସାରିଲେଣି। ତେବେ ନିକଟରେ ଭୁବନେଶ୍ୱର AIIMS ପକ୍ଷରୁ ପଖାଳର ଗୁଣ…
ଭାରତରେ ଅସ୍ଥିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି, ଅଧ୍ୟକ୍ଷ ସ୍ଥିର କରି ପାରୁନି, ସେପଟେ ୟୁରୋପ ୟୁନିଟର ଚିଫ୍ ଚୟନ କଲା କଂଗ୍ରେସ
ନୂଆଦିଲ୍ଲୀ : କ୍ରମାଗତ ଦୁଇ ଲୋକସଭା ନିର୍ବାଚନ ଏବଂ ଗୋଟିଏ ପରେ ଗୋଟିଏ ଅନେକ ବିଧାନସଭା ନିର୍ବାଚନ ହାରିବା ପରେ ଭାରତରେ ନିଜର ଅସ୍ଥିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି କଂଗ୍ରେସ। ଯେଉଁ କିଛି ରାଜ୍ୟରେ ଦଳ ସରକାରରେ…